Feb 12, 2024, 12:15 IST

ଭାଲେଣ୍ଟାଇନ ଡେ ଆଗରୁ ଶାହରୁକ୍ ଙ୍କୁ ସୁନା ର ଗୋଲାପ ଗିଫ୍ଟ ଦେଲେ ଗୌରୀ, ଲୋକେ କହିଲେ ହଁ ମ ବଡ଼ ବଢିଆ ଲୋକ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ବଲିଉଡ ର ଆଦର୍ଶ ଦମ୍ପତି ଗୌରୀ ଖାଁ ଓ ଶାହରୁଖ ଖାଁ ଙ୍କୁ ଜାଣି ଥିବେ।ସେମାନେ ବର୍ତ୍ତମାନ ସମୟ ରେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ସେମାନଙ୍କ ଯୋଡି କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।
Special report
ସେମାନଙ୍କ ବିବାହ କୁ ୩୪ ବର୍ଷ ବିତି ଯାଇ ଥିଲେ ମଧ୍ୟ ଆଜି ବି ଉଭୟ ଙ୍କ ମଧ୍ୟରେ ସେତିକି ପ୍ରେମ ରହିଛି।ଯେତିକି ଆଗରୁ ରହି ଥିଲା। ଶାହରୁଖ ନିଜ ସ୍ତ୍ରୀ ଗୌରୀ ଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କୁ ଯେବେ ସେ ପ୍ରଥମ ଥର ପାଇଁ ଦେଖି ଥିଲେ।ସେଦିନ ଠୁ ତାଙ୍କୁ ବିବାହ କରିବା ପାଇଁ ସ୍ଥିର କରି ଥିଲେ।
ଏଥିପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ି ଥିଲା।ଏହାର କାରଣ ହେଉଛି ଗୌରୀ ଖାଁ ହିନ୍ଦୁ ଧର୍ମ ର ହୋଇ ଥିବା ବେଳେ ଶାହାରୁଖ ଖାଁ ମୁସଲିମ ଧର୍ମ ର ହୋଇ ଥିଲେ।ଏହା ପରେ ଶେଷ ରେ ସେ ନିଜ ପ୍ରେମ କୁ ପାଇ ଥାଏ।ସେ ସମୟ ରେ ତାଙ୍କ ପାଖରେ କିଛି ବି ନ ଥିଲା।
ହେଲେ ବର୍ତ୍ତମାନ ସମୟ ରେ ସେ କୋଟି କୋଟି ଟଙ୍କା ର ମାଲିକ।ତେବେ ଆପଣ ମାନେ ଜାଣିଛନ୍ତି କି ଶାହରୁଖ ଖାଁ ତାଙ୍କର ପ୍ରଥମ ଭାଲେଣ୍ଟାଇନ ଡେ ରେ ଗୌରୀ ଖାଁ ଙ୍କୁ କି ଉପହାର ଦେଇ ଥିଲେ।ଯଦି ଆପଣ ଜାଣି ନାହାନ୍ତି।ତେବେ ଆମେ ଆପଣ ମାନଙ୍କୁ ଆଜି ସେହି ବିଷୟ ରେ କହିବାକୁ ଯାଉଛୁ।
Special report
ଶାହରୁଖ ଖାଁ ତାଙ୍କ ପତ୍ନୀ ଗୌରୀ ଖାଁ ଙ୍କୁ ପ୍ରଥମେ ଗୋଟିଏ ପ୍ଲାଷ୍ଟିକ ର କାନ ଫୁଲ ଦେଇ ଥିଲେ।ଏହାର ମୂଲ୍ୟ ବହୁତ କମ୍ ଥିଲା।ଏହା ପୁଣି ଗୋଲାପି ରଙ୍ଗ ର ଥିଲା।ଦେଖିବାକୁ ଖୁବ୍ ସୁନ୍ଦର ଥିଲା।ଗୌରୀ ଙ୍କୁ ଏହା ଖୁବ୍ ପସନ୍ଦ ଆସି ଥିଲା।
ଏହି ପ୍ରଶ୍ନ ଟି ତାଙ୍କୁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଗୋଟିଏ ଇଣ୍ଟରଭ୍ୟୂ ସମୟ ରେ ପଚାରି ଥିଲେ।ସେ କହି ଥିଲେ କି ମୋ ବିବାହ କୁ ୩୪ ବର୍ଷ ବିତି ଗଲାଣି।ମୋର ଏତେ କିଛି ମନେ ନାହିଁ।ତେବେ ଗୋଟିଏ ଛୋଟ କାନ ଫୁଲ ଦେଇଥିଲି ବୋଲି ମୋର ମନେ ଅଛି।
ଏହା ଶୁଣିବା ପରେ ସମସ୍ତେ ଖୁବ୍ ଖୁସି ହୋଇ ଥିଲେ।ଏପରି ଅନେକ କଥା ତାଙ୍କ ଜୀବନ ରେ ଘଟି ଯାଇଚି।ହେଲେ ଆଜି ଯାଏଁ ସେ ତାଙ୍କ ପ୍ରଶଂସକ ମାନଙ୍କୁ କହି ନାହାନ୍ତି।
ଏହି ଯୋଡି ତିନି ଦଶନ୍ଧି ରୁ ଅଧିକ ସମୟ ଧରି ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି।ସମସ୍ତଙ୍କ ର ସେ ସବୁ ବେଳେ ପସନ୍ଦ ହୋଇ ଥାଆନ୍ତି।ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଦେଖିବା ପାଇଁ ଭିଡ ଜମାଇ ଥାଆନ୍ତି।

Advertisement