Feb 17, 2024, 16:37 IST

ସୁସ୍ଥ ହେବାପରେ ପ୍ରଥମଥର ମୁଁହ ଖୋଲିଲେ ଲୋକପ୍ରିୟ ବରିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦେଖନ୍ତୁ କଣ କହିଲେ - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
Special report
ଆପଣମାନେ ସମସ୍ତେ ଜଣେ ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତା ଜଣଙ୍କର ଅଭିନୟ ଦେଖି ସମସ୍ତେ ବହୁତ ଖୁସି ହୋଇଥାନ୍ତି । 
ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି । ଏହି ଅଭିନେତା ଜଣକ ସବୁବେଳେ ଖାଦ୍ୟକୁ ପ୍ରାଧାନ୍ୟ ଦେଉଥିଲେ । ସେ ରାକ୍ଷସ ଭଳି ସବୁବେଳେ ଖାଉଥିଲେ ଆଉ ସେହିଭଳି ଖାଇବାରୁ ତାଙ୍କ ଦେହ ଖରାପ ହେଲା ।
Special report
ଏବେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଛି । ଡ଼ାକ୍ତରଖାନାରେ ସେ ପଡ଼ି ରହିଥିଲେ ଆଉ ଆଜି ଯେତେବେଳେ ସେ ଡ଼ାକ୍ତରଖାନାରୁ ଫେରିଛନ୍ତି ସେତେବେଳେ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି । 
ସେ ପୋଷ୍ଟ କରି ଲେଖିଛନ୍ତି କି ସେ ଖାଇବାରେ ସୀମା ନଥାଏ । ଯେତେବେଳେ ତାଙ୍କୁ ଯାହା ଇଚ୍ଛା ହୁଏ ସେ ଖାଇ ଦିଅନ୍ତି । ଆଉ ସେଥିପାଇଁ ତାଙ୍କର ଦେହ ଖରାପ୍ ହେଲା । ସେ ସମସ୍ତଙ୍କୁ କହିଛନ୍ତି ଦେଖି ଚାହିଁ ଖାଅ ଆଉ ଠିକ୍ ସମୟରେ ଖାଇବାକୁ କହିଛନ୍ତି ।
Special report
ଅଳ୍ପ ଖାଦ୍ୟ ଖାଆନ୍ତୁ ଆଉ ସୁସ୍ଥ ଖାଦ୍ୟ ଖାଆନ୍ତୁ । ମିଥୁନ ଚକ୍ରବର୍ତ୍ତୀଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିଲା ଆଉ ଏହି ଖବର ଶୁଣି ପ୍ରଂଶସକମାନେ ବହୁତ ଦୁଃଖରେ ଥିଲେ । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଆଉ ଏବେ ସେ ସୁସ୍ଥ ଅଛନ୍ତି । 
ଫେବୃଆରୀ ୧୦ ତାରିଖ ଶନିବାର ଦିନ ସେ କଲିକତାର ଆପୋଲୋ ହସ୍ପିଟାଲକୁ ଯାଇଥିଲେ । ଆଉ ଏହାପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଆଉ ତାଙ୍କ ପୁଅ ମଧ୍ୟ ଏହି ଖବର ଦେଇଥିଲେ । ଆଜି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଘରକୁ ଫେରିଛନ୍ତି ।
ଆଉ ସେ ଅଧିକ ରାକ୍ଷସ ଭଳି ଖାଇ ଦିଅନ୍ତି ବୋଲି ତାଙ୍କର ଦେହ ଖରାପ୍ ହେଲା । ତାଙ୍କର ବୟସ ୭୩ ବର୍ଷ କିନ୍ତୁ ସେ ଏହାକୁ ଭୁଲି ଯାଇ ସବୁକିଛି ଖାଇଥିଲେ ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେଥିପାଇଁ ସେ ସମସ୍ତଙ୍କୁ କହିଛନ୍ତି ଦେଖି ଚାହିଁ ସ୍ୱାସ୍ଥ୍ୟକର ଖାଇବା ଖାଆନ୍ତୁ ।

Advertisement