Feb 8, 2024, 11:10 IST

ସୁଟିଂ ସେଟ୍ ରେ ଐଶ୍ୱର୍ଯ୍ୟା ଙ୍କୁ ଶାହରୁକ୍ ଛୁଇଁବା ବେଳେ ରାଗି ଯାଇଥିଲେ ଅଭିଷେକ, ତୋର ଏତେ ସାହସ !!!!

Special report

ନମସ୍କାର ପାଠକ ବନ୍ଧୁ।ବଲିଉଡ ର ଅନ୍ୟତମ ଜଣା ଶୁଣା ଅଭିନେତା ହେଉଛନ୍ତି ଶାହରୁଖ ଖାଁ।ତାଙ୍କର ପ୍ରତ୍ୟେକ ଫିଲ୍ମ ଦର୍ଶକ ଙ୍କୁ ଖୁବ୍ ପସନ୍ଦ ଆସି ଥାଏ।ଆଜି ଆମେ ସେହି ସୁପରଷ୍ଟାର ଶାହରୁଖ ଖାଁ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏହି ଅଭିନେତା ଜଣକ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।ଆଜି ପୁଣି ଥରେ ସେ ଚର୍ଚ୍ଚା ରେ ଅଛନ୍ତି।ବିଶ୍ଵ ସୁନ୍ଦରୀ ଐଶର୍ଯ୍ୟା ରାୟ ଙ୍କ ସହିତ ସେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି।ହେଲେ ବର୍ତ୍ତମାନ ସମୟ ରେ ଐଶର୍ଯ୍ୟା ରାୟ ତାଙ୍କ ସହିତ କାମ କରିବା ପାଇଁ ଇଚ୍ଛା କରି ନାହାନ୍ତି।
Special report
ଏହାର କାରଣ ବିଷୟ ରେ ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ।ଆପଣ ମାନେ ସମସ୍ତେ ଜାଣି ଥିବେ ଐଶର୍ଯ୍ୟା ରାୟ ଓ ଶାହରୁଖ ଖାଁ ଙ୍କ ଯୋଡି କୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି ଉଭୟ ଙ୍କ ଯୋଡି କେବଳ ଭାରତ ରେ ନୁହେଁ।ବାହାର ଦେଶ ରେ ମଧ୍ୟ ଖୁବ୍ ଲୋକ ପ୍ରିୟ।
ସେମାନେ ଏକାଠି ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି।ଆଉ ପ୍ରତ୍ୟେକ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଚି।ସେଥିପାଇଁ ଦର୍ଶକ ସେମାନଙ୍କ ଯୋଡି କୁ ଖୁବ୍ ପସନ୍ଦ କରନ୍ତି।ଓ ଆଉ ଥରେ ଏହି ଯୋଡି କୁ ଏକାଠି ଦେଖିବା ପାଇଁ ଆଗ୍ରହ ଦେଖାଇ ଛନ୍ତି।
ହେଲେ ଐଶର୍ଯ୍ୟା ରାୟ ବଚ୍ଚନ ଏଥିରେ ରାଜି ହୋଇ ନାହାନ୍ତି।ସେ ଶାହରୁଖ ଖାଁ ଙ୍କ ସହିତ ଆଉ କାମ କରିବା ପାଇଁ ଇଚ୍ଛା କରୁ ନାହାନ୍ତି ।ଏହାର ଗୋଟିଏ ବଡ କାରଣ ରହିଛି। ଶାହରୁଖ ଖାଁ ତାଙ୍କୁ ଧୋକା ଦେଇଛନ୍ତି।ତାଙ୍କ ବିନା ଅନୁମତି ରେ ଫିଲ୍ମ କୁ ରିପ୍ଲେସ କରି ଦେଇଛନ୍ତି।
Special
ଥରେ ହେଲେ ବି ଏହାକୁ ନେଇ କେହି ଐଶର୍ଯ୍ୟା ଙ୍କ ସହିତ କଥା ହୋଇ ନ ଥିଲେ।ତାଙ୍କର ପାଞ୍ଚଟି ସୁପର ହିଟ ଫିଲ୍ମ ରହି ଥିଲା।ଏହି ଫିଲ୍ମ ଗୁଡ଼ିକ ରେ ଉଭୟ ଖୁବ୍ ଦମଦାର ଅଭିନୟ ପ୍ରଦର୍ଶନ କରି ଥିଲେ।ଦର୍ଶକ ମାନେ ତାଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି।
ତେବେ ବର୍ତ୍ତମାନ ସମୟ ରେ ବି ଦର୍ଶକ ମାନେ ଚାହୁଁଛନ୍ତି କି ଏହି ହିଟ୍ ଯୋଡ଼ି ଆଉ ଥରେ ଏକାଠି ହୁଅନ୍ତୁ ବୋଲି।କିନ୍ତୁ ଏହା ଆଉ ସମ୍ଭବ ନୁହେଁ ବୋଲି ଐଶଯ୍ୟା କହିଛନ୍ତି।
ଏବେ ସେ ନିଜ ପରିବାର କୁ ଅଧିକ ସମୟ ଦେଇଛନ୍ତି।ନିଜ ଝିଅ ର ଯତ୍ନ ସେ ନେଉଛନ୍ତି।ସେଥିପାଇଁ ସେ ଫିଲ୍ମ ଜଗତ ଠାରୁ ଦୂରେଇ ଯାଇ ଛନ୍ତି।

Advertisement