Nov 16, 2023, 12:27 IST

ବୁଢ଼ା ସେଫ କୁ ସମ୍ପତ୍ତି ଲୋଭ ରେ ବାହା ହେଇଥିଲେ କରିନା, ଜାଣିଥିଲେ ସେଫ ଙ୍କ ବିବାହ ସରିଛି ହେଲେ ବି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ଲୋକ ପ୍ରିୟ ଦମ୍ପତି କରିନା କପୁର ଓ ସୈଫ ଅଲ୍ଲୀ ଖାଁ ଙ୍କୁ ଭଲ ଭାବେ ଜାଣି ଥିବେ।ଉଭୟ ବଲିଉଡ ରେ ନିଜ ଅଭିନୟ ମାଧ୍ୟମ ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
Special report
ଉଭୟ ସବୁବେଳେ ନିଜ ନିଜ ବ୍ୟକ୍ତିଗତ ସମ୍ପର୍କ କୁ ନେଇ ଚର୍ଚ୍ଚା ରେ ରହି ଥାନ୍ତି।ଆଜି ଆମେ ସେହି ଲୋକପ୍ରିୟ ଦମ୍ପତି ଙ୍କ ବିଷୟ ରେ କହିବାକୁ ଯାଉଛୁ। କରିନା କପୁର ନିଜ ଠାରୁ ଦଶ ବର୍ଷ ବଡ ସୈଫ ଅଲ୍ଲୀ ଖାଁ ଙ୍କୁ ବିବାହ କରିଥିଲେ।
ଥରେ କରିନା କପୁର ଗଣ ମାଧ୍ୟମ କୁ ସାକ୍ଷାତ କାର ଦେବା ଅବସର ରେ କହିଥିଲେ କି ସେ କେବଳ ସନ୍ତାନ ଜନ୍ମ କରିବା ପାଇଁ ସୈଫ ଙ୍କୁ ବିବାହ କରିଛନ୍ତି।ତାଙ୍କ ର ଏହି କଥା କୁ ନେଇ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି।
ସେମାନେ କହି ଛନ୍ତି କି କରିନା କେବଳ ଟଙ୍କା ଲୋଭ ରେ ସୈଫ ଙ୍କୁ ବିବାହ କରିଛନ୍ତି।ନହେଲେ ସେ ସୈଫ ଙ୍କୁ ଜମା ବି ଭଲ ପାଆନ୍ତି ନାହିଁ।ଏଭଳି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।
Special report
ସୂଚନା ଅନୁସାରେ କରିନା କପୁର ଓ ସୈଫ ଅଲ୍ଲୀ ଖାଁ ଦୀର୍ଘ ୫ ବର୍ଷ ଧରି ଲିଭ୍ ଇନ୍ ରେ ରହୁଥିଲେ।ସେ ଏହା ପୂର୍ବରୁ ଅମ୍ରିତା ସିଂ ଙ୍କୁ ବିବାହ କରିଥିଲେ।ତାଙ୍କ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛି।ଏହା ପରେ ସେ ଅମ୍ରିତା ଙ୍କୁ ଛାଡ ପତ୍ର ଦେଇ ୨୦୧୨ ମସିହା ରେ କରିନା ଙ୍କୁ ବିବାହ କରିଥିଲେ।
ଉଭୟ ଏବେ ପରସ୍ପର ସହିତ ବହୁତ ଖୁସି ରେ ଅଛନ୍ତି।୨୦୧୬ ମସିହା ରେ ସେ ତାଙ୍କର ପ୍ରଥମ ସନ୍ତାନ ତୈମୂର୍ କୁ ଜନ୍ମ ଦେଇଥିଲେ।ଏହା ତାଙ୍କ ସାନ ପୁଅ ୨୦୨୧ ମସିହା ରେ ଜନ୍ମ ହୋଇଥିଲେ।
ଏବେ କରିନା ନିଜ ପ୍ରଶଂସକ ମାନଙ୍କ କଥା ର ଜବାବ ଦେବାକୁ ଯାଇ କହିଛନ୍ତି କି ସେ ନିଜ ପରିବାର ସ୍ଵାମୀ ଓ ଦୁଇ ସନ୍ତାନ ଓ କିଛି ସାଙ୍ଗ ମାନଙ୍କୁ ନେଇ ବହୁତ ଖୁସି ରେ ଅଛନ୍ତି।ଏବେ ତାଙ୍କର ଅନ୍ୟ କାହାରି ଆବଶ୍ୟକତା ନାହିଁ।ତେଣୁ ଆପଣ ମାନେ ମୋର ବ୍ୟକ୍ତିଗତ ଜୀବନ କୁ ନେଇ କୌଣସି ଚର୍ଚ୍ଚା କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

Advertisement