ନମସ୍କାର ପାଠକ ବନ୍ଧୁ।ବଲିଉଡ ର ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ନିଜ ନିଜର ବଡି ଗାର୍ଡ ଙ୍କ ସହିତ ସବୁବେଳେ ନଜର ଆସି ଥାଆନ୍ତି।ଏହି ବଡି ଗାର୍ଡ ମାନଙ୍କୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଦରମା ଆକାର ରେ ଦେଇ ଥାନ୍ତି।
ସେହି ବଡି ଗାର୍ଡ ମାନଙ୍କ ମଧ୍ୟ ରେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଙ୍କ ବଡି ଗାର୍ଡ ଅନ୍ୟତମ।ତାଙ୍କ ନାମ ହେଉଛି ଶେରା। ଶେରା ଙ୍କୁ ସମସ୍ତେ ସଲମାନ୍ ଖାନ୍ ଙ୍କ ଭାଇ ରୂପେ ଜାଣି ଛନ୍ତି।ନିକଟ ରେ ସେ କେତେ ଟଙ୍କା ଦରମା ପାଆନ୍ତି ସେ ବିଷୟରେ ଆଲୋଚନା କରା ଯାଇଥିଲା।ଯାହାକୁ କି ଆମେ ଆପଣ ମାନଙ୍କୁ କହିବୁ।

ସୂଚନା ଅନୁସାରେ ଶେରା ଙ୍କୁ ସଲମାନ୍ ଖାନ୍ ନିଜ ଭାଇ ରୂପେ ମାନନ୍ତି।ଖୁବ୍ ଭଲ ପାଆନ୍ତି ସେ।ସେ ଅନେକ ବର୍ଷ ହେଲାଣି ସଲମାନ୍ ଙ୍କ ସହିତ ରହି ଆସିଛି।କେବେ ହେଲେ ସେ ସଲମାନ୍ ଙ୍କୁ ନିରାଶ କରି ନାହାନ୍ତି।
ସବୁବେଳେ ତାଙ୍କ ପାଖେ ପାଖେ ରହି ଥାଆନ୍ତି।କୌଣସି ବିପଦ କୁ ସେ ତାଙ୍କ ପାଖକୁ ଆସିବାକୁ ଦିଏ ନାହିଁ।ତାଙ୍କୁ ସଲମାନ୍ ଖାନ୍ କେତେ ଟଙ୍କା ମାସକୁ ଦିଅନ୍ତି ଆପଣ ମାନେ ଜାଣିଛନ୍ତି କି।ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବାକୁ ଯାଉଛୁ।
ବର୍ତ୍ତମାନ ସମୟ ରେ ସଲମାନ୍ ଖାଁ ଙ୍କୁ କିଏ ବା ନ ଜାଣେ।ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ଦର୍ଶକ ଙ୍କ ହୃଦୟ କୁ ଜିତି ନେଇ ଥାଏ।ପ୍ରତିବର୍ଷ ସେ ଭଲ ଭଲ ଫିଲ୍ମ ତାଙ୍କ ଦର୍ଶକ ମାନଙ୍କୁ ଭେଟି ଦେଇ ଥାନ୍ତି।ଆଜି ସେ ତାଙ୍କ ଫିଲ୍ମ ପାଇଁ ନୁହେଁ ତାଙ୍କ ବଡି ଗାର୍ଡ ଶେରା ଙ୍କ ପାଇଁ ବେଶୀ ଚର୍ଚ୍ଚା ରେ ରହିଛନ୍ତି।

ସଲମାନ୍ ଖାନ୍ ଶେରା ଙ୍କୁ ମାସିକ ୨୦ ଲକ୍ଷ ଟଙ୍କା ପ୍ରଦାନ କରି ଥାନ୍ତି।ଏହା ଛଡା ତାଙ୍କୁ ସେ ନିଜ ପରିବାର ର ଜଣେ ସଦସ୍ୟ ବୋଲି ମାନି ଥାଆନ୍ତି।ତାଙ୍କର ଏଭଳି କାମ ଦେଖି ତାଙ୍କ ପ୍ରଶଂସକ ମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।
ସଲମାନ୍ ଖାନ୍ ତାଙ୍କ ବଡି ଗାର୍ଡ ଶେରା ଙ୍କ ପରିବାର ର ଦାୟିତ୍ଵ ମଧ୍ୟ ନେଇଛନ୍ତି। ଶେରା ଙ୍କ ପାଖରେ ଏବେ କୋଟି କୋଟି ଟଙ୍କାର ବଙ୍ଗଳା ଓ ବିଳାସ ପୂର୍ଣ୍ଣ କାର ରହିଛି।
ଓ ତାଙ୍କ ପିଲା ମାନଙ୍କ ସବୁ ଖର୍ଚ୍ଚ ସଲମାନ୍ ଖାନ୍ ନିଜେ ବହନ କରି ଥାନ୍ତି। ଶେରା ତାଙ୍କ ପରିବାର ର ସଦସ୍ୟ ରୂପେ ଦୀର୍ଘ ୨୦ ବର୍ଷ ରୁ ଅଧିକ ସମୟ ଧରି ରହି ଆସୁଛନ୍ତି।