Updated: Jul 6, 2023, 14:15 IST

ସଲମାନ୍ ର ବଡ଼ଭାଇ ସଲମାନ୍ କୁ କଲା ସବୁ ସମ୍ପତ୍ତି ରୁ ବେଦଖଲ, ତାକୁ ବୁଝେଇବାକୁ ପହଞ୍ଚିଲେ ଶାହରୁଖ ହେଲେ ତାଙ୍କୁ ବି..

VIRAl News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସଲମାନ୍ ଖାନ ଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଖବର ଶୁଣିବାକୁ ପାଉଥିବେ। ଦର୍ଶକ ମାନେ ତାଙ୍କର ଫିଲ୍ମ୍ ଗୁଡ଼ିକୁ ଖୁବ ପଶନ୍ଦ ମଧ୍ୟ କରନ୍ତି।
Khan
ସଲମାନ୍ ଖାନ ଙ୍କ ସମ୍ମୁଖରେ କହାର କଥା କହିବାର ମଧ୍ଯ ସାହାସ ନଥାଏ। ତାଙ୍କ ସମ୍ମୁଖରେ କଥା କହିବା ପାଇଁ ମଧ୍ଯ ସମସ୍ତେ ଖୁବ ଡରନ୍ତି। କାରଣ ସେ ସମସ୍ତଙ୍କୁ ରୋକ୍ ଠୋକ୍ ଭାବରେ ଉତ୍ତର ଦେଇ ଥାଆନ୍ତି। ହେଲେ ନିକଟରେ ସଲମାନ୍ ଖାନ ଙ୍କ ସମୟ ଭଲ ଚାଲି ନାହିଁ।
କାରଣ ନିକଟରେ ରିଲିଜ୍ ହୋଇଥିବା ତାଙ୍କର ଫିଲ୍ମ୍ "କିସିକି ଭାଇ କିସିକା ଜାନ୍ " ପରଦା ଉପରେ ଏତେ ମାତ୍ରାରେ ସଫଳତା ହାସଲ କରି ପାରି ନଥିଲା। ଏହାପରେ ମଧ୍ଯ ସେ ତାଙ୍କର ଅତି ଘନିଷ୍ଟ ବନ୍ଧୁ ସତୀଶ କୌଶିକ ଙ୍କୁ ହରାଇ ବସିଥିଲେ।
Viral news
ଆଉ ଏଥିପାଇଁ ଏବେ ସେ ଖୁବ୍ ଦୁଃଖିତ ମଧ୍ୟ ଅଛନ୍ତି। ତେବେ ଏତେ ସବୁ ଦୁଃଖ ଖବର ପରେ ମଧ୍ୟ ସଲମାନ୍ ଖାନ୍ ଙ୍କ ଜୀବନରେ ଆଉ ଏକ ଦୁଃଖ ଆସି ଯାଇଛି। ଯାହା ପାଇଁ ଏବେ ସଲମାନ୍ ଖାନ ଖୁବ ଦୁଃଖିତ ହୋଇ ଯାଇଛନ୍ତି।
ନିକଟରେ ସେ ଭାଇ ଭଳି ପ୍ରେମ କରୁଥିବା ଅଭିନେତା ଶାହାରୁକ୍ ଖାନ ଙ୍କ ସହ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଯାଇଛି। ଶାହାରୁକ୍ ଖାନ ଯେତେବେଳେ ତାଙ୍କର ଚଳଚ୍ଚିତ୍ର ସୁଟିଂ କରିବା ପାଇଁ ଆମେରିକା ଯାଇଥିଲେ ସେତେବେଳେ ତାଙ୍କ ସହ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଯାଇଥିଲା।
ଯାହା ଫଳରେ କି ତାଙ୍କ ନାକରେ ଖୁବ୍ ଆଘାତ ଲାଗିଥିଲା ଏହାପରେ ନାକରୁ ରକ୍ତ ମଧ୍ୟ ବାହାରିବାକୁ ଲାଗିଥିଲା। ଆଉ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ସାଙ୍ଗେ ସଙ୍ଗେ ଆମେରିକା ର ଏକ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।
ଆଉ ସେଠାରେ ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ତାଙ୍କ ନିକଟକୁ ସଙ୍ଗେ ସଙ୍ଗ ସଲମାନ୍ ଖାନ ଫୋନ କରିଥିଲେ।
Salman
ଆଉ ତାଙ୍କ ସହ କଥା ମଧ୍ଯ ହୋଇଥିଲେ। ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ଖୁବ୍ ଶୀଘ୍ର ସଲମାନ୍ ଖାନ ,ଶାହାରୁକ୍ ଖାନ ଙ୍କ ସହ ଦେଖା କରିବାକୁ ଯାଇ ପାରନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement