Dec 30, 2023, 11:45 IST

ବୁଢ଼ା ବୟସରେ ସେଫ୍ ଅଲି ଖାଁ ଙ୍କୁ ମିଳିଲା ଜବରଦସ୍ତ ଝଟକା: ଏହି କ୍ରିକେଟର ସହ ଅଧ ରାତି ରେ କରୁଛନ୍ତି ମସ୍ତି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କରୀନା କପୁର। ତାଙ୍କର ଫିଲ୍ମ୍ ଦର୍ଶକ ମାନେ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି।
ଅନେକ ସମୟରେ ସେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ସାରା ଭାରତରେ ତାଙ୍କର ଅନେକ ଫ୍ୟାନ ମାନେ ଅଛନ୍ତି ଯେଉଁ ମାନେ କି ତାଙ୍କୁ ଖୁବ୍ ପଶନ୍ଦ କରିବା ସହ ତାଙ୍କୁ ଅନେକ ଭଲ ପାଇବା ମଧ୍ଯ ଦେଇ ଆସିଛନ୍ତି।
Special report
ହେଲେ ଏବେ ମଧ୍ୟ କରୀନା କପୁର ଖୁବ ଚର୍ଚ୍ଚା ରେ ରହିଛନ୍ତି। କାରଣ ଜଣେ ବାଳକ କରୀନା କପୁରଙ୍କ ପ୍ରେମରେ ପଡିଛନ୍ତି ଯିଏ ତାଙ୍କୁ ପ୍ରେମ କରି ପାଗଳ ହୋଇଯାଇଛନ୍ତି। ସେ ଅନେକ ଦିନ ଧରି କରୀନା କପୁର ଙ୍କୁ ଭଲପାଇ ଆସୁଛନ୍ତି।
କରୀନା କପୁର ଙ୍କୁ ପସନ୍ଦ କରୁଥିବା ସେହି ବାଳକ ଜଣକ ସମସ୍ତଙ୍କ ସମ୍ମୁଖରେ ଏହା ସ୍ବୀକାର କରିଛନ୍ତି କି ସେ କରୀନା କପୁର ଙ୍କୁ ଖୁବ୍ ଭଲ ପାଆନ୍ତି। ସେ ଥରେ ନୁହେଁ ବରଂ ଅନେକ ଥର ସେ କରୀନା କପୁର ଙ୍କ ପ୍ରେମରେ ପଡିଛନ୍ତି।
ଏହି ଯେଉଁ ଯୁବକ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେ ମଧ୍ୟ ହେଉଛନ୍ତି ଜଣେ ବଲିଉଡ ଜଗତର ବେଶ ପ୍ରତିଷ୍ଠିତ ଅଭିନେତା। ଆଉ ସେ ଏବେ ତାଙ୍କ ମନରେ ଥିବା କରୀନା କପୁର ଙ୍କ ପ୍ରତି ଯେଉଁ ପ୍ରେମ ଅଛି ତାହା ସେ ସମସ୍ତଙ୍କ ସମ୍ମୁଖରେ ବ୍ୟକ୍ତ କରିଛନ୍ତି।
Special Report
କରୀନାଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିବା ଅଭିନେତା ବିକ୍ରାନ୍ତ ମୈସି। ସେ କରୀନା କପୁର ଙ୍କୁ ଭଲ ପାଆନ୍ତି।ଯିଏ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଯେ ସେ କରୀନାଙ୍କୁ ଖୁବ ଭଲ ପାଆନ୍ତି।
ସେ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରି ଏକଥା କହିଛନ୍ତି। ଯେ ସେ କରୀନା କପୁର ଙ୍କୁ ଖୁବ୍ ଭଲ ପାଆନ୍ତି ହେଲେ ଏବେ ପୁନର୍ବାର ସେ ତାଙ୍କର ପ୍ରେମରେ ପଡ଼ି ଯାଇଛନ୍ତି।
ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଉଭୟ ଅଭିନେତା ଓ ଅଭିନେତ୍ରୀ କିଭଳି ଲାଗନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।

Advertisement