Dec 29, 2023, 12:25 IST

ରଣବୀର କପୁର ଯିବେ ଜେଲ୍, କହିଲେ ମୋ ଆନିମଲ୍ ଫିଲ୍ମ ପାଇଁ ମୁ ଆଜି ହଇରାଣ ହେଲି

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ଏକ ବଡ ଖବର।ରିଶି କପୁର ଙ୍କ ପୁଅ ରଣବୀର କପୁର ଙ୍କୁ ହୋଇ ପାରେ ଜେଲ।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।କୁହା ଯାଉଛି ଯେ ଅଭିନେତା ରଣବୀର କପୁର ହିନ୍ଦୁ ଧର୍ମ କୁ ନୀଚ ଦୃଷ୍ଟି ରେ ଦେଖିଛନ୍ତି।
Special Report
ନିକଟ ରେ ତାଙ୍କର ଆନିମଲ୍ ଫିଲ୍ମ ରିଲିଜ ହୋଇ ଥିଲା।ବହୁତ ଲୋକ ଏହି ଫିଲ୍ମ କୁ ଦେଖିବା ପାଇଁ ଯାଇଥିଲେ।ଫିଲ୍ମ ଟି ଭଲ ହୋଇ ଥିବା ମଧ୍ୟ ସୂଚନା ଦେଇଛନ୍ତି।ସେ ତାଙ୍କ ଝିଅ କୁ ଏବେ ସମସ୍ତଙ୍କ ନିକଟ କୁ ଆଣି ଥିଲେ।
ନିକଟ ରେ କପୁର ପରିବାର ବଡ ଦିନ କୁ ବଡ ଧୁମଧାମରେ ପାଳନ କରିଥିଲେ।ଭାରତ ର ଅନେକ ଲୋକ ମାନେ ଏହି ଦିନ କୁ ଆନନ୍ଦ ସହକାରେ ପାଳନ କରି ଥିବେ।ତେବେ କପୁର ପରିବାର ରେ ମଧ୍ୟ ଏହି ପର୍ବକୁ ପାଳନ କରା ଯାଇ ଥିଲା।ତାଙ୍କ ଘରେ ଗୋଟିଏ ବଡ ପାର୍ଟି ର ଆୟୋଜନ କରା ଯାଇଥିଲା।
ଅଭିନେତା ଶଶି କପୁର ଙ୍କ ପୁଅ କୁନାଲ କପୁର ଏହି ପାର୍ଟି ର ଆୟୋଜନ କରିଥିଲେ।ଏଥିରେ କପୁର ପରିବାର ର ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
Special Report
ହେଲେ ଏଥିରେ ଅଭିନେତା ରଣବୀର କପୁର ଏପରି କିଛି କହି ଦେଇଛନ୍ତି ଯେଉଁଥି ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳି ବାର ସୁଯୋଗ ରହିଛି।ସୂଚନା ଅନୁସାରେ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାର ର ସଦସ୍ୟ ମାନେ ବଡ ଦିନ ଅବସର ରେ କେକ କାଟିଥିଲେ।
ଯେତେବେଳେ କେକ କଟା ହେଉଥିଲା ସେହି ସମୟ ରେ ରଣବୀର କପୁର ଜୟ ମାତା ଦି କହିଥିଲେ।ଓ ତାଙ୍କ ଭାଇ କୁନାଲ କପୁର କେକ ଉପରେ ନିଶା ଦ୍ରବ୍ୟ ଢାଳି ଥିଲେ।ମା ଦୁର୍ଗା ଙ୍କ ନାମ ନେଇ ଏଭଳି କରିବା ଠିକ୍ ନୁହେଁ ବୋଲି କିଛି ଲୋକ ମତ ଦେଇଛନ୍ତି।
ସେଥିପାଇଁ ହିନ୍ଦୁ ସଙ୍ଗଠନ ତରଫ ରୁ ତାଙ୍କ ନାମ ରେ ଥାନା ରେ ଅଭିଯୋଗ କରା ଯାଇଛି।ରଣବୀର କପୁର ଙ୍କ ଏଭଳି କାମ କୁ ସମସ୍ତେ ନିନ୍ଦା କରିଛନ୍ତି।ଓ ତାଙ୍କ ନାମ ରେ ଥାନା ରେ ଅଭିଯୋଗ ହେବା ପରେ ସେ ଏଯାଏଁ ମୁହଁ ଖୋଲି ନାହାନ୍ତି।
କି ତାଙ୍କୁ ଜେଲ କୁ ନିଆ ଯାଇ ନାହି।କପୁର ଓ ତାଙ୍କ ପରିବାର ସଦସ୍ୟ ମାନେ ଜାଣି ଶୁଣି ହିନ୍ଦୁ ଧର୍ମ ରେ ନିଷିଦ୍ଧ ଥିବା ନିଶା ଦ୍ରବ୍ୟ ର ବ୍ୟବହାର କରିଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement