ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ରଣବୀର କପୁର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଆଗ ଧାଡ଼ି ର କଳାକାର।ସେ ତାଙ୍କ ବାପା ଙ୍କ ପରିଚୟ ରେ ପରିଚିତ ନୁହନ୍ତି।ସେ ତାଙ୍କର ଏକ ନିଜସ୍ୱ ପରିଚୟ ସୃଷ୍ଟି କରି ଛନ୍ତି।ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସି ଥାଏ।

ଏବେ ସେ ଲୋକ ଙ୍କୁ ମିଠା ବାଣ୍ଟୁ ଥିବାର ନଜର ଆସି ଛନ୍ତି।କାରଣ ତାଙ୍କ ଜୀବନ ରେ ଏପରି କିଛି ଖୁସି ଖବର ଆସିଛି ଯାହାକୁ କି ସେ କେବେ ବି ଭୁଲି ପାରିବେ ନାହିଁ।ଏହି ଖୁସି ଖବର ତାଙ୍କୁ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ଦେଇଛନ୍ତି।
ଆଲିଆ ଭଟ୍ଟ ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣନ୍ତି।ସେ ତାଙ୍କ ଅଭିନୟ ର ଯାଦୁ ବଳ ରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି।ତାଙ୍କର ଗଙ୍ଗୁ ବାଇ କାଥିଆୱାଡ଼ା ଫିଲ୍ମ କୁ ସମସ୍ତେ ଦେଖି ଥିବେ।ସେଥିରେ ସେ ଏକ ଦମଦାର ଭୂମିକା ରେ ଅଭିନୟ କରିଥିଲେ।
ଏବେ ସେ ଏପରି କିଛି ଖୁସି ଖବର ଦେଇଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ଶୁଣିଲେ ବହୁତ ଖୁସି ହୋଇ ଯିବେ।ଏଥିରେ ତାଙ୍କ ପରିବାର ଲୋକେ ଖୁବ୍ ଖୁସୀ ଅଛନ୍ତି।ତାଙ୍କ ସ୍ଵାମୀ ରଣବୀର କପୁର ମିଠା ଦେଉଥିବାର ନଜର ଆସି ଥିଲେ।
ସୂଚନା ଅନୁସାରେ ଆଲିଆ ଭଟ୍ଟ ନିକଟ ରେ ଗଙ୍ଗୁ ବାଇ କାଥିଆୱାଡା ଫିଲ୍ମ ରେ ଅଭିନୟ କରିଥିବାରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି।ତାଙ୍କ ଅଭିନୟ ମାଧ୍ୟମ ରେ ସେ ସମସ୍ତଙ୍କୁ ଖୁସି କରି ଦେଇଛନ୍ତି।

ରାଷ୍ଟ୍ରୀୟ ସମ୍ମାନ ଏକ ଉଚ୍ଚତମ ସମ୍ମାନ।ଯାହାକି ଆଲୀଆ ଭଟ୍ଟ ଙ୍କୁ ମିଳିଛି।ତାଙ୍କୁ ଏହି ସମ୍ମାନ ମିଳିବା ସମୟ ରେ ରଣବୀର କପୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।ନିଜକୁ ଆଲିଆ ଭଟ୍ଟ ଙ୍କ ସ୍ଵାମୀ ଭାବେ ପରିଚୟ ଦେବାକୁ ସେ ଗର୍ବିତ ଅନୁଭବ କରୁଥିଲେ।
ଆଗକୁ ସେ ଆହୁରି ଅନେକ ଫିଲ୍ମ ରେ କାମ କରିବେ।ହେଲେ ଏହି ଫିଲ୍ମ ଟି ତାଙ୍କୁ ତାଙ୍କ ଜୀବନ ର ସବୁ ଖୁସି ଦେଇ ସାରିଛି।ଆଲିଆ ଭଟ୍ଟ ଙ୍କ ସଫଳତା ରେ ରଣବୀର କପୁର ବହୁତ ଖୁସି ଅଛନ୍ତି।ସେ ଆଗକୁ ଆହୁରି ଭଲ ଫିଲ୍ମ ରେ ଅଭିନୟ କରନ୍ତୁ ବୋଲି ସେ କହିଛନ୍ତି।