Updated: Feb 25, 2024, 08:50 IST

ରାମ ଚରଣ ଙ୍କ ସାନ ଝିଅ ଙ୍କ ଯତ୍ନ ନେବାକୁ ମହିଳା ନେଉଛନ୍ତି ୫୦ କୋଟି।ଲୋକେ କହିଲେ, ଝିଅ କୁ ରଖିବା ପାଇଁ ଏତେ କୋଟି କିଏ ଦିଏ!

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଟଲିଉଡ ଅଭିନେତା ରାମ ଚରଣ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସାରା ଦେଶ ରେ ପରିଚିତ।ତାଙ୍କର ସୁନ୍ଦର ଅଭିନୟ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
Special report
ଆଜି ଆମେ ସେହି ଅଭିନେତା ଙ୍କ ବ୍ୟକ୍ତିଗତ କଥା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ କିଛି ଦିନ ତଳେ ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା ଙ୍କ ର ଗୋଟିଏ କନ୍ୟା ସନ୍ତାନ ଜାତ ହୋଇଚି।ସେମାନେ ତାଙ୍କ ଝିଅ କୁ ଅନେକ ଭଲ ପାଉଛନ୍ତି।ତାଙ୍କ ଝିଅ ର ନାମ ହେଉଚି କ୍ଲିନ୍ କେଭି।
ସୂଚନା ଅନୁସାରେ ରାମ ଚରଣ ଓ ଉପାସନା ନିଜ ଝିଅ କୁ ଯେପରି ସବୁଠାରୁ ଭଲ ଶିକ୍ଷା ଦେଇ ପାରିବେ ସେଥିପାଇଁ ଚିନ୍ତା ରେ ଅଛନ୍ତି।ସେଥିପାଇଁ ସେମାନେ କେୟାର ଟେକର ର ସାହାର୍ଯ୍ୟ ନେଉ ଛନ୍ତି।ଝିଅ ପାଇଁ ଗୋଟିଏ ବଡ ରୁମ୍ ର ବ୍ୟବସ୍ଥା କରିଛନ୍ତି।
ସେ ରୁମ୍ କୁ ମଧ୍ୟ ଉଭୟ ବହୁତ ଟଙ୍କା ଖର୍ଚ୍ଚ କରି ଡିଜାଇନ କରିଛନ୍ତି। ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖି ଲାଗି ଯିବ।ତେବେ ଏବେ ଏହି ଦମ୍ପତି ନିଜ ଝିଅ ପାଇଁ ଜଣେ କେୟାର ଟେକର ଖୋଜୁଛନ୍ତି।ନିକଟ ରେ ସେମାନଙ୍କର କେୟାର ଟେକର ସାବିତ୍ରୀ ଙ୍କ ସହିତ ଦେଖା ହୋଇ ଥିଲା।
Special report
ସାବିତ୍ରୀ ବଲିଉଡ ର ଜଣେ ଜଣା ଶୁଣା କେୟାର ଟେକର।ଯିଏ କି ସୈଫ ଅଲ୍ଲୀ ଖାନ୍ ଓ କରିନା କପୁର ଙ୍କ ପୁଅ ର ଯତ୍ନ ନେଇ ଥିଲେ।ଏହା ପରେ ସେ ସାହିଦ କପୁର ଙ୍କ ପୁଅ ର ମଧ୍ୟ ଯତ୍ନ ନେଇ ଥିଲେ।ତେବେ ଏଥିପାଇଁ ସେ ୧ ଲକ୍ଷ ରୁ ଦୁଇ ଲକ୍ଷ ଟଙ୍କା ମାଗିଥିଲେ।
ତେବେ ଏବେ ସେ ରାମ ଚରଣ ଙ୍କ ଠାରୁ ସାଢେ଼ ୩ ଲକ୍ଷ ଟଙ୍କା ମାଗୁଛନ୍ତି।ତେବେ ରାମ ଚରଣ ମଧ୍ୟ ଏହି କଥା ରେ ରାଜି ହୋଇ ଯାଇଛନ୍ତି।ସେ ନିଜ ଝିଅ କୁ ସବୁ ପ୍ରକାର ସୁବିଧା ଦେବାକୁ ଚାହିଁଛନ୍ତି।ତାଙ୍କ ପାଖରେ ବହୁତ ସମ୍ପତି ଅଛି।
ଯାହାକୁ ସେ ନିଜ ଝିଅ ନାମ ରେ କରିବେ ବୋଲି ଶୁଣା ଯାଉଚି।ସେ ସାଢେ଼ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଝିଅ ପାଇଁ କେୟାର ଟେକର ରଖିବେ।ତେବେ ଦେଖିବାକୁ ବାକି ରହିଲା ସାବିତ୍ରୀ କିଭଳି ତାଙ୍କ ଝିଅ ର ଯତ୍ନ ନେଉଛି।ଏହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।

Advertisement