Dec 28, 2023, 11:15 IST

ଜମାରୁ ୭ମ ଯାଏଁ ପଢ଼ିଛନ୍ତି ଅଭିଷେକ, ଶେଷରେ ବାପା ଙ୍କୁ ଦୋଷ ଦେଲେ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ଯଦିଓ ସେ ତାଙ୍କ ବାପା ଙ୍କ ଭଳି ଅଭିନୟ କ୍ଷେତ୍ର ରେ ଏତେ ଭଲ ପ୍ରଶଂସା ପାଇ ନାହାଁନ୍ତି ତଥାପି ତାଙ୍କ ଅଭିନୀତ ଫିଲ୍ମ ଦର୍ଶକ ଦେଖନ୍ତି।ତାଙ୍କୁ ପସନ୍ଦ କରନ୍ତି।ସେ ଭଲ ଅଭିନେତା ନ ହୋଇ ପାରନ୍ତି।
Special Report
ହେଲେ ଜଣେ ଭଲ ପୁଅ ଭଲ ସ୍ଵାମୀ ଓ ଭଲ ବାପା ହୋଇ ପାରିଛନ୍ତି। ଆଜି ଏହି ଅଭିନେତା ଜଣକ ତାଙ୍କର ଏହି ଗୁଣ ପାଇଁ ସମସ୍ତଙ୍କ ନିକଟ ରେ ପରିଚିତ ହୋଇଛନ୍ତି।ଆଜି ଆମେ ତାଙ୍କ ବିଷୟ ରେ କିଛି କହିବା ପାଇଁ ଯାଉଛୁ।
ସୂଚନା ଅନୁସାରେ ବଲିଉଡ ସୁପର ଷ୍ଟାର ଅମିତାଭ ବଚ୍ଚନ ଙ୍କ ପୁଅ ହେଉଛନ୍ତି ଅଭିଷେକ ବଚ୍ଚନ।ଯିଏ କି ୨୦୦୦ ମସିହା ରେ ଫିଲ୍ମ ରିଫ୍ୟୁଜି ମାଧ୍ୟମ ରେ ବଲିଉଡ ରେ ପାଦ ଥାପି ଥିଲେ।ହେଲେ ସେ ତାଙ୍କ ବାପା ଙ୍କ ଭଳି ବଲିଉଡ ରେ ସେପରି ସଫଳତା ପାଇ ପାରି ନାହାଁନ୍ତି।
ଆଜି ଏହି ଅଭିନେତା ତାଙ୍କ ବ୍ୟକ୍ତି ଗତ ଜୀବନ କୁ ନେଇ କିଛି କହିଛନ୍ତି।ଯାହାକୁ କି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏତେ ବଡ ସୁପରଷ୍ଟାର ଙ୍କ ପୁଅ ହୋଇ ସେ ବି ଦିନେ ଏଭଳି କାର୍ଯ୍ୟ କରି ଥାଇ ପାରନ୍ତି ବୋଲି ଭାବିଲେ ଚଳିତ ହେବେ।
Special Report
ନିକଟରେ ସେ ଗୋଟିଏ ଶୋ ରେ ଯୋଗ ଦେଇଥିଲେ।ସେଠାରେ ସେ ତାଙ୍କ ପାଠ ପଢା କହି ଥିଲେ।ସେ କହିଥିଲେ କି ଦିନ ଥିଲା ଯେତେବେଳେ ତାଙ୍କ ପରିବାର ର ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା।ତାଙ୍କ ବାପା ଙ୍କ ପାଖରେ ଟଙ୍କା ର ଅଭାବ ଥିଲା।
ବାପା ସବୁବେଳେ ଚିନ୍ତା ରେ ରହୁଥିଲେ।ବାପା ଯେଉଁ କମ୍ପାନୀ କରିଥିଲେ।ସେଥିରେ ତାଙ୍କର ବହୁତ କ୍ଷତି ହେଲା।ଯେଉଁଥିପାଇଁ ସେ ତାଙ୍କ ପାଠ ପଢା କୁ ଅଧା ରୁ ଛାଡି ଦେଲେ।ବାପା ଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାଲି ଆସିଲେ।କିନ୍ତୁ ତାଙ୍କ ବାପା ସବୁବେଳେ ଚିନ୍ତା ରେ ବୁଡି ରହୁଥିଲେ।
ଏହା ପରେ ତାଙ୍କର ଇଛା ଥିଲା ଅଭିନୟ ରେ କ୍ୟାରିଅର ଗଢିବାକୁ ।ହେଲେ ପ୍ରଥମେ ତାଙ୍କ ମନ ର କଥା କେହି ଜାଣି ପାରିଲେ ନାହି।ସେ ପ୍ରଥମେ ସୁଟିଂ ସେଟ୍ ରେ ପ୍ରଡକ୍ସନ ମ୍ୟାନେଜର ହିସାବ ରେ କାମ କଲେ।
ସେଠାରେ ଅନ୍ୟ ମାନଙ୍କୁ ଚା ଦେଉ ଥିଲେ।ଏହା ପରେ ତାଙ୍କୁ ଜଣେ ପ୍ରଯୋଜକ ଦେଖି ରିଫ୍ୟୁଜି ଫିଲ୍ମ ରେ ଅଭିନୟ କରିବା ପାଇଁ ଅଫର୍ ଦେଇଥିଲେ।ଏହା ପର ଠାରୁ ସେ ଆଉ ପଛ କୁ ଚାହିଁ ନାହାଁନ୍ତି।ଅନେକ ଫିଲ୍ମ ରେ ସେ ଅଭିନୟ କରିଛନ୍ତି।

Advertisement