Jan 3, 2024, 11:44 IST

ନୂଆ ବର୍ଷ ରେ ନୂଆ ହିରୋଇନ୍ କୁ ଦେଖି ପାଗଳ ହେଲେ ସଲ୍ଲୁ, ରାତା ରାତି ଉଠେଇ କରି ହୋଇଗଲେ ବିବାହ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର ଭାଇ ଜାନ୍ ସଲମାନ୍ ଖାଁ ଙ୍କୁ ଜାଣି ଥିବେ।ତାଙ୍କ ବିଷୟରେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଇଥାଏ।ସେ ନିଜ ଫିଲ୍ମ ପାଇ ସାରା ବିଶ୍ଵ ରେ ଏକ ସ୍ଵତନ୍ତ୍ର ସ୍ଥାନ ବଜାୟୀ ରଖିଛନ୍ତି।
ଆମେ ଆଜି ତାଙ୍କରି ବିଷୟରେ କହିବାକୁ ଯାଉଛୁ।ଏହି ଅଭିନେତା ଜଣକ ସବୁବେଳେ ଦୁଇଟି କଥା ପାଇଁ ଚର୍ଚ୍ଚାରେ ରୁହନ୍ତି।କେତେବେଳେ ତାଙ୍କ ବିବାହ କୁ ନେଇ ଚର୍ଚ୍ଚା ହୁଏ ତ କେତେବେଳେ ତାଙ୍କ ଫିଲ୍ମ କୁ ନେଇ ଚର୍ଚ୍ଚା ହୁଏ।
Special Report
ଅନେକ ଖବର ରେ ଶୁଣା ଯାଏ କି ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି।ତାଙ୍କୁ ଏବେ ୫୭ ବର୍ଷ।ତାଙ୍କ ବିବାହ କୁ ନେଇ ଅନେକ ଥର ପ୍ରଶ୍ନ କରା ଯାଇଛି।କିନ୍ତୁ ଏହାର ସେ କିଛି ବି ଉତ୍ତର ଦିଅନ୍ତି ନାହିଁ।ନିକଟ ରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ଏଥିରେ ସେ ଶେହନାଜ ଗିଲ ଙ୍କ ସହିତ ବିବାହ ପୋଷାକ ରେ ଠିଆ ହୋଇଛନ୍ତି।ଏହାକୁ ଦେଖି ତାଙ୍କର ଅନେକ ପ୍ରଶଂସକ ମାନେ ଭାବୁଥିଲେ କି ସଲମାନ୍ ଖାଁ କାହାକୁ ନ ଜଣାଇ ଶେହନାଜ ଗିଲ ଙ୍କୁ ବିବାହ କରି ଦେଇଛନ୍ତି।
ଆପଣ ମାନେ ସମସ୍ତେ ଜାଣି ଥିବେ ଶେହନାଜ ଗିଲ ବିଗ୍ ବସ୍ ରେ ଥିଲେ।ଏଥିରେ ସେ ସଲମାନ୍ ଖାଁ ଙ୍କ ସହିତ କାମ କରିଥିଲେ।ସେ ତାଙ୍କୁ ଖୁବ୍ ଭଲ ପାଆନ୍ତି।ଏହା ପର ଠାରୁ ଶେହନାଜ ଙ୍କୁ ଲୋକ ମାନେ ଚିହ୍ନିବା ଆରମ୍ଭ କଲେ।ଏହା ପରେ ସେ ଅନେକ ଗୀତ ଭିଡିଓ କରିଛନ୍ତି।
Special Report
ଏବେ ତାଙ୍କୁ ବଲିଉଡ ରେ ମଧ୍ୟ ଦେଖିବାକୁ ମିଳିବ।ତାଙ୍କ ଅଭିନୟକୁ ଦେଖି ସଲମାନ୍ ଖାନ୍ ତାଙ୍କୁ ଗୋଟିଏ ଫିଲ୍ମ ରେ ନେଇଛନ୍ତି।ସେହି ଫିଲ୍ମ ର ନାମ ହେଉଚି କିସୀ କା ଭାଇ କିସୀ କି ଜାନ ହେ।
ଏହି ଫିଲ୍ମ ଟି ବହୁ ମାତ୍ରା ରେ ହିଟ୍ ହୋଇ ଥିଲା।ଲୋକ ଙ୍କୁ ଖୁବ୍ ପସନ୍ଦ ଆସିଚି।ଏହା ପର ଠାରୁ ଉଭୟ ଙ୍କ ର ଏକ ଫଟୋ ଭାଇରାଲ୍ ହେଉଚି।ଯାହାକୁ ଦେଖି ତାଙ୍କର କିଛି ପ୍ରଶଂସକ ମାନେ କହିଛନ୍ତି କି ଯାହା ହଉ ଭାଇ ଜାନ ବିବାହ କରି ନେଲେ।
ହେଲେ ଆମେ ଏଠାରେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚୁ ଯେ ଏହା ସମ୍ପୂର୍ଣ୍ଣ ରୂପେ ମିଛ।ଏହି ଫଟୋ ଟି ଏଡିଟିଙ୍ଗ ହୋଇଚି।ଅନ୍ୟ କାହାର ମୁହଁ ସହିତ ସଲମାନ୍ ଖାଁ ଓ ଶେହନାଜ ଗିଲ ଙ୍କ ଫଟୋ କୁ ଯୋଡି ଦିଆ ଯାଇଛି।

Advertisement