Updated: Feb 8, 2024, 11:04 IST

ନିଜ ପୁରୁଣା ସମୟ ର ସାଥୀ କଳାକାର ଧର୍ମେନ୍ଦ୍ର ଙ୍କ ସହ ଫଟୋ ଶୁଟ କଲେ ଜୟା, ରାଗରେ ଅମିତାଭ ହେଲେ ନିଆଁ କହିଲେ ହଉ ଯା

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ର ଜଣା ଶୁଣା ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ଆମେ ଏହି ଯୋଡି ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସେମାନେ ବଲିଉଡ ରେ ଅନେକ ହିଟ୍ ହିଟ୍ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି।ଲୋକ ମାନେ ସେମାନଙ୍କ ଫିଲ୍ମ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି।ଏହି ଦୁଇ ଯୋଡି ସେ ସମୟ ରେ ଘରେ ଘରେ ପରିଚିତ ଥିଲେ।ଏହା ପରେ ଉଭୟ ପରସ୍ପର କୁ ବିବାହ କରି ଥିଲେ।ବିବାହ ପରେ ସେମାନଙ୍କ ଖୁବ୍ ଖୁସି ରେ ରହିଥିଲେ।
Special report
ହେଲେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଜୟା ବଚ୍ଚନ ଗଣ ମାଧ୍ୟମ ଆଗରେ ଏପରି କିଛି କଥା ପ୍ରକାଶ କରିଛନ୍ତି ଯାହାକୁ ଆପଣ ମାନେ ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଜୟା ବଚ୍ଚନ କହିଥିଲେ କି ସେ ଅମିତାଭ ଙ୍କୁ ବିବାହ ପୂର୍ବରୁ ଆଉ ଜଣ କୁ ଖୁବ୍ ପସନ୍ଦ କରିଥିଲେ।
ତାଙ୍କୁ ବିବାହ କରିବା ପାଇଁ ସ୍ବପ୍ନ ଦେଖି ଥିଲେ।ହେଲେ ତାହା ହୋଇ ପାରି ନ ଥିଲା।ଯେଉଁଥିପାଇଁ ସେ ଅମିତାଭ ବଚ୍ଚନ ଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଗଲେ।ତେବେ ତାଙ୍କ ମୁହଁ ରୁ ଏଭଳି କଥା ଶୁଣି ତାଙ୍କ ପ୍ରଶଂସକ ମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ତେବେ ଜୟା ବଚ୍ଚନ ବିବାହ ପୂର୍ବ ରୁ ଯାହାକୁ ପସନ୍ଦ କରୁ ଥିଲେ ସେ ଆଉ ଅନ୍ୟ କେହି ନୁହେଁ।ସେ ହେଉଛନ୍ତି ଅଭିନେତା ଧର୍ମେନ୍ଦ୍ର।କିଛି ସମୟ ପାଇଁ ଧର୍ମେନ୍ଦ୍ର ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ ଜୟା।ହେଲେ ପରେ ତାଙ୍କର ଅମିତାଭ ଙ୍କ ସହିତ ବିବାହ ସ୍ଥିର ହୋଇ ଥିଲା।
Special report
ଏହି ବିବାହ ହେବା ସମୟ ରେ ଦୁଇ ଜଣ ପରସ୍ପର ସହିତ ଖୁବ୍ କଥା ହୋଇ ଥିଲେ।ଏହା ପରେ ଜୟା ବଚ୍ଚନ ଅମିତାଭ ଙ୍କୁ ପ୍ରେମ କରିବାକୁ ଲାଗିଲେ।ଅମିତାଭ ବଚ୍ଚନ ଏବେ ୭୬ ବର୍ଷ ରେ ପାଦ ଦେଇଛନ୍ତି।ଉଭୟ ଖୁବ୍ ଖୁସୀ ରେ ୫୦ ବର୍ଷ ର ବିବାହ ବାର୍ଷିକ କୁ ପାଳନ କରିଛନ୍ତି।
ଧର୍ମେନ୍ଦ୍ର ପରବର୍ତ୍ତୀ ସମୟ ରେ ଦ୍ଵିତୀୟ ଥର ବିବାହ କରିଥିଲେ।ହେମା ମାଳିନୀ ହେଉଛନ୍ତି ତାଙ୍କ ପତ୍ନୀ।ଏବେ ଜୟା ତାଙ୍କ ଦୁଇ ପିଲା ଓ ନାତି ନାତୁଣୀ ଙ୍କ ସହିତ ଖୁବ୍ ଖୁସୀ ରେ ସମୟ ବିତାଉ ଛନ୍ତି।ଅମିତାଭ ଙ୍କୁ ମଧ୍ୟ ସେ ଖୁବ୍ ଭଲ ପାଆନ୍ତି।ତାଙ୍କର ଏହି କଥା କୁ ଶୁଣି କିଛି ଆଶ୍ଚର୍ଯ୍ୟ ହେବା ସହିତ କିଛି ବହୁତ ଖୁସି ହୋଇ ଯାଇ ଥିଲେ।

Advertisement