Oct 22, 2023, 12:25 IST

କାଟ୍ରିନା ଙ୍କ ଇଚ୍ଛା ନଥିବା ସତ୍ତ୍ୱେ ମା ବନେଇ ଦେଲେ ଭିକି, ଆଉ ତୁ କଣ ଭାବୁଚୁ ସଲମାନ ସହ ସେମିତି ଅଣ୍ଟା ହଲେଇ ନାଚିବୁ ନା କଣ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କ୍ରାଟିନା କୈଫ ଙ୍କୁ କିଏ ବା ନ ଜାଣେ। ଆଜି ସେ ବଲିଉଡ ରେ ଆଗ ଧାଡ଼ି ରେ ଜଣେ ଅଭିନେତ୍ରୀ।ତାଙ୍କୁ ଏବେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣି ଛନ୍ତି।ସବୁବେଳେ ସେ ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ରହି ଥାଆନ୍ତି।
କିଛି ବର୍ଷ ପୂର୍ବେ ତାଙ୍କ ବିବାହ କୁ ନେଇ ସେ ଚର୍ଚ୍ଚା ରେ ଥିଲେ।ଅନେକ ଅଭିନେତା ମାନଙ୍କ ସହିତ ତାଙ୍କ ନାମକୁ ଯୋଡା ଯାଇ ଥିଲା।ସଲମାନ୍ ଖାଁ ଙ୍କୁ ବିବାହ କରିବା ପାଇଁ ସେ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ରେ ସେ ଭିକି ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।
Special report
ଦୁଇ ବର୍ଷ ପୂର୍ବେ ସେ ଭିକି ଙ୍କୁ ବିବାହ କରି ଥିଲେ। ଏବଂ ଏବେ ସେ ବହୁତ ଖୁସି ରେ ଭିକି ଙ୍କ ସହିତ ନିଜ ଜୀବନ ବିତାଉ ଛନ୍ତି।ଏବେ ସେ ମା ହେବାକୁ ଯାଉଛନ୍ତି ବୋଲି ଖବର ପ୍ରଚାରିତ ହେଉଛି।
ଏହି ଖବର ତାଙ୍କ ପ୍ରଶଂସକ ମାନେ ପାଇଲା ପରେ ବହୁତ ଖୁସି ହୋଇ ଯାଇଥିଲେ।ଆପଣ ମାନେ ସମସ୍ତେ ଜାଣି ଥିବେ ଭିକି ଓ କ୍ରାଟିନା ଙ୍କ ଯୋଡି କୁ ସମସ୍ତେ ଖୁବ୍ ପ୍ରଶଂସା କରନ୍ତି।ଏବେ ତାଙ୍କ ମାଆ ହେବାକୁ ନେଇ ବହୁତ ଚର୍ଚ୍ଚା ହେଉଛି।
ଏହାର କାରଣ ହେଉଛି କ୍ରାଟିନା ନିକଟ ରେ ଏକ ପାର୍ଟି ରେ ଯୋଗ ଦେଇଥିଲେ।ସେଥିରେ ସେ ତାଙ୍କର ପେଟ କୁ ଲୁଚାଇ ରଖିଥିଲେ।ତାଙ୍କୁ ଦେଖି ସମସ୍ତେ ଭାବି ନେଇ ଥିଲେ କି ସେ ମା ହେବାକୁ ଯାଇଛନ୍ତି।
Special Report
ତାଙ୍କ ଶରୀର ର ଲକ୍ଷଣ ରୁ ତାଙ୍କ ମାଆ ହେବାର ଗୁଣ ଦେଖା ଯାଉଥିଲା।ସମସ୍ତେ କହୁଛନ୍ତି କି କ୍ରାଟିନା ତାଙ୍କ ଗର୍ଭବତୀ ହେବା କଥା ସମସ୍ତ ଙ୍କ ଠାରୁ ଲୁଚାଇ ରଖିବା ପାଇଁ ଚାହୁଁଛନ୍ତି।
ଏବେ ଦେଖିବାକୁ ବାକି ରହିଲା ଉଭୟ କେବେ ନିଜର ସନ୍ତାନ ଜନ୍ମ ହେବା କଥା ଲୋକ ଙ୍କ ସମ୍ମୁଖ କୁ ଆଣୁ ଛନ୍ତି।ଲୋକ ମାନେ ଏହାକୁ ଅପେକ୍ଷା କରି ରହିଛନ୍ତି। କ୍ରାଟିନା ଓ ଭିକି ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଥାଏ।

Advertisement