Feb 8, 2024, 11:12 IST

ଏତେ ପଇସା ର ମାଲିକ ହୋଇ ବି ଖୁସି ରେ ନାହାନ୍ତି ଅମିତାଭ, ସବୁ ବେଳେ ଘରେ ପାଟିତୁଣ୍ଡ ଶୁଣି ଶୁଣି ବିରକ୍ତି ହେଲିଣି ବୋଲି କହିଲେ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା।ବଲିଉଡକୁ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ସମସ୍ତେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।
ଏଥିପାଇଁ ଲୋକମାନେ ତାଙ୍କୁ ଖୁବ ଭଲ ମଧ୍ୟ ପାଆନ୍ତି। ସେ ଆଜି ମଧ୍ୟ ଅନେକ ଫିଲ୍ମ ରେ ଅଭିନୟ କରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି।ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ।
Special report
ତାଙ୍କ ଫିଲ୍ମ ବିଷୟରେ ଗଣମାଧ୍ୟମରେ ଅନେକ ସମୟରେ ଖୁବ ଚର୍ଚ୍ଚା ହୁଏ।କେବଳ ଏତିକି ନୁହେଁ , ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ ଖୁବ ଚର୍ଚ୍ଚା ହେଉ ଥିବାର ଦେଖିବାକୁ ମିଳିଥାଏ।
ନିକଟରେ ଖବର ଆସିଛି ଯେ ଅମିତାଭ ବଚ୍ଚନଙ୍କ ଘର ଭାଙ୍ଗିଯାଇଛି ଆଉ ତାଙ୍କ ପରିବାରକୁ ମଧ୍ୟ ଦୁଇ ଭାଗ ହୋଇ ଯାଇଛି ବୋଲି ଏକ ବଡ଼ ଖବର ଆସିଛି। ଆମେ ଏବେ ଆପଣଙ୍କୁ ଏହି ସମ୍ପର୍କରେ ମଧ୍ୟ କହିବାକୁ ଯାଉଛୁ।
କୁହାଯାଉଛି ଯେ ତାଙ୍କ ପୁଅ ଓ ବୋହୂ ଅମିତାଭ ବଚ୍ଚନଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସମସ୍ତେ ତାଙ୍କ ସମ୍ପର୍କରେ ଅନେକ କଥା କହୁ ଥିବାର ଦେଖିବାକୁ ମିଳିଛି। ।
Special report
ଏବେ କହିଛନ୍ତି କି ଅଭିଷେକ ଓ ଐଶୋର୍ଯ୍ୟା ଅଲଗା ରହିଥିବା ବେଳେ ଅମିତାଭ ଏବଂ ଜୟା ଅଲଗା ରହୁଛନ୍ତି।ଏଥି ପାଇଁ ଐଶ୍ୱର୍ଯ୍ୟା ଦାୟୀ କାରଣ ସେ ପୂର୍ବରୁ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କଠାରୁ ଦୂରରେ ରହିବାକୁ ଚାହୁଁଥିଲେ। ସେଥିପାଇଁ ଅଲଗା ହୋଇ ଯାଇଥିବା କଥା କୁହା ଯାଇଛି।
ହେଲେ ଯାହା ଜଣା ପଡ଼ିଛି କି ସେମାନଙ୍କ ମଧ୍ୟରେ କୌଣସି ଝଗଡ଼ା ଲାଗି ନାହିଁ। ବରଂ ସେମାନେ ନିଜ ଇଛା ରେ ହିଁ ଅଲଗା ରହୁଛନ୍ତି। ଏହା ପଛରେ କୌଣସି ଝଗଡ଼ା କାରଣ ନୁହେଁ। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା।
ହେଲେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ଦୁହିଁଙ୍କ ମଧ୍ୟରେ କୌଣସି ଝଗଡ଼ା ଲାଗି ନାହିଁ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement