Updated: Feb 6, 2024, 12:19 IST

ହେ ଭଗବାନ ସକାଳୁ ସକାଳୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର : ଭାଙ୍ଗିଯିବ ଶାହରୁକ୍ ଙ୍କ ବଙ୍ଗଳା ମନ୍ନତ

Special report

ନମସ୍କାର ପାଠକ ବନ୍ଧୁ।ଶୁଣିବାକୁ ମିଳୁଚି ମନତ ଘର କୁ ଭାଙ୍ଗିବା ପାଇଁ ସରକାର ଯୋଜନା କରୁଛନ୍ତି।ତେବେ ଆମେ ଏଠାରେ ବଲିଉଡ ଅଭିନେତା ଶାହରୁଖ ଙ୍କ ଘର ବିଷୟ ରେ କହୁ ନାହୁଁ।ଏହା ହେଉଚି ଗ୍ୟାଙ୍ଗ ଷ୍ଟାର ଅତିକ ଅହମ୍ମଦ ଙ୍କ ଘର ବିଷୟ ରେ କହିବାକୁ ଯାଉଛୁ।
Special report
ସେ ହେଉଛନ୍ତି ଶାହରୁଖ ଖାନ୍ ଙ୍କ ବହୁତ ବଡ ପ୍ରଶଂସକ।ସେଥିପାଇଁ ସେ ତାଙ୍କ ଘର ର ନାମ ମନତ ରଖିଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ରେ ରହିଛି।ଏହି ଘର ଟି ଉତ୍ତରପ୍ରଦେଶ ର ନୋଏଡା ସ୍ଥିତ ୩୬ ନମ୍ବର କଲୋନୀ ରେ ରହିଛି।ଏଠାରେ ବେଆଇନ କାମ ସବୁ କରା ଯାଉ ଥିଲା।
ସୂଚନା ଅନୁସାରେ ଅତିକ୍ ହେଉଛନ୍ତି ଜଣେ ବହୁତ ହି ବଡ ଗ୍ୟାଙ୍ଗ ଷ୍ଟାର।ସେ ଅଭିନେତା ଶାହରୁଖ ଖାଁ ଙ୍କ ବହୁତ ବଡ ପ୍ରଶଂସକ।ସେ ୨୦୦୩ ମସିହା ରେ ପୁଅ ର ପାଠ ପଢିବା ପାଇଁ ଗୋଟିଏ ଘର କିଣି ଥିଲେ।ଏହି ଘରେ ସବୁ ପ୍ରକାର ସୁବିଧା ଆପଣ ମାନେ ପାଇ ପାରିବେ।
ତେବେ ଉତ୍ତରପ୍ରଦେଶ ସରକାର ଏବେ ଏହି ଘର କୁ ଭାଙ୍ଗିବା ପାଇଁ ଯୋଜନା କରିଛନ୍ତି।ଏହାର କାରଣ ହେଉଛି ଏହି ଘରେ ସେମାନେ ଅନେକ ପ୍ରକାର ବେଆଇନ କାମ କରୁଛନ୍ତି।ଅନେକ ଟଙ୍କା ଏହି ଘରେ ଲୁଚାଇ ରଖା ଯାଇ ଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଗ୍ୟାଙ୍ଗ ଷ୍ଟାର ଅତିକ ଙ୍କ ବେଆଇନ ସମ୍ପତି ଉପରେ ପୋଲିସ କ୍ରମାଗତ ଭାବରେ କାର୍ଯ୍ୟାନୁଷ୍ଠାନ ନେଉଛି।ଏହି କୋଠାର ମୂଲ୍ୟ ୩.୭ କୋଟି ଟଙ୍କା।ଏହା ଏକ ବିଳାସ ପୂର୍ଣ୍ଣ ଘର।ଏହା ଶାହରୁଖ ଖାଁ ଙ୍କ ଘର ର ନାମ ଅନୁସାରେ ଏହି ଘର ରହିଛି।ଏହି ଘରେ ଅନେକ ଜମିଜମା ସଂପର୍କିତ କାର୍ଯ୍ୟ କରା ଯାଇ ଥାଏ।
ବେଆଇନ କାମ କରା ଯାଉ ଥିବାର ପ୍ରଥମେ ପୋଲିସ ଏ ନେଇ ଖବର ପାଇ ଥିଲା।ତେବେ ଏହି ଘର କୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି।ଉତ୍ତରପ୍ରଦେଶ ସରକାର ଏହି ଘର ଉପରେ ବୁଲଡୋଜର ଚଢ଼ାଇବାକୁ ଯୋଜନା କରୁଛନ୍ତି।
ପୁଅ ର ପାଠ ପଢିବା ପାଇଁ ଏହି ଘର କୁ ଅତିକ୍ କିଣି ଥିଲେ।ହେଲେ ଏଠାରେ ପୁଅ ର ପାଠ ପଢିବା ବଦଳ ରେ ଖରାପ କାର୍ଯ୍ୟ କରା ଯାଉଚି ବୋଲି ସୂଚନା ରହିଛି।
ଧୀରେ ଧୀରେ ଏହି କୋଠା ଅପରାଧୀ ଙ୍କ ଆଡ୍ଡା ପାଲଟି ଯାଇ ଥିଲା।ଏକ ହ-ତ୍ୟା କାଣ୍ଡ ରେ ଅତିକ ପୁଅ ଅସଦ ଏହି ଘରେ ଲୁଚି ରହି ଥିଲା।ଏହି ଘର ଟି ବହୁତ ବଡ ଥିଲା।

Advertisement