ନମସ୍କାର ପାଠକ ବନ୍ଧୁ।୨୦୨୩ ମସିହା ବଲିଉଡ ଜଗତ ପାଇଁ ଭଲ ସମୟ ନ ଥିଲା।ଅନେକ ଅଭିନେତା ଓ ଅଭିନେତ୍ରୀ ଏହି ସମୟ ରେ ମୃ-ତ୍ୟୁ ବରଣ କରିଛନ୍ତି।ଯାହାକି ସମସ୍ତଙ୍କୁ ଦୁଃଖ ଦେଇଛି।ସମସ୍ତ ଙ୍କ ଆଖି ରେ ଲୁହା ଭରି ଦେଇଛି।ଏହି ଅଭିନେତା ନିର୍ଦ୍ଦେଶକ ମାନେ ଦୁନିଆ ଛାଡି ଚାଲି ଯିବା ପରେ ବଲିଉଡ ରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।
ଏହି କିଛି ଦିନ ତଳେ ବଲିଉଡ ର ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକ ଙ୍କ ମୃ-ତ୍ୟୁ ଘଟି ଥିଲା।ତାଙ୍କ ଶେଷ ଦର୍ଶନ କରିବା ପାଇଁ ଅନେକ ଅଭିନେତା ତାଙ୍କ ବାସ ଭବନ କୁ ଯାଇଥିଲେ।ସେ ଜଣେ ଭଲ ଅଭିନେତା ହେବା ସହିତ ଜଣେ ଭଲ ନିର୍ଦ୍ଦେଶକ ଥଲେ।
ସେ ୨୦୨୩ ମସିହା ମାର୍ଚ୍ଚ ୯ ରେ ଏ ଦୁନିଆ ଛାଡି ଚାଲି ଯାଇ ଥିଲେ।ହେଲେ ଏବେ ମଧ୍ୟ ଲୋକେ ତାଙ୍କୁ ମନେ ରଖିଛନ୍ତି।ହେଲେ ଏବେ ଆମେ ଆପଣ ମାନଙ୍କୁ ଆଉ ଏକ ଦୁଃଖଦ ଖବର ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଶୁଣି ଆପଣ ଙ୍କ ଆଖି ରେ ଲୁହା ଆସିଯିବ।
ସେ ହେଉଛନ୍ତି ନୀତିନ ଦେଶାଇ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର ନିର୍ଦେଶକ ଥିଲେ।ସେ କରୁଥିବ ଫିଲ୍ମ ଗୁଡ଼ିକ ଦର୍ଶକ ଙ୍କୁ ବହୁତ ଭଲ ଲାଗେ।ମାତ୍ର ୫୭ ବର୍ଷ ବୟସ ରେ ସେ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି।ସେ କଣ ପାଇଁ ଏପରି କଲେ କେହି ମଧ୍ୟ ଜାଣି ପାରି ନାହାଁନ୍ତି।
ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି।ଏହି ଅଭିନେତା ଜଣକ କଳା ପ୍ରେମୀ ଥିଲେ।ଏଥିପାଇଁ ସେ ବହୁତ ପୁରସ୍କାର ପାଇଛନ୍ତି।ତାଙ୍କ ମୃ-ତ୍ୟୁ ଖବର କୁ ଯେ କେହି ଶୁଣିଛି ତାର ବିଶ୍ୱାସ ହେଉନାହିଁ।ସମସ୍ତଙ୍କ ଆଖି ରେ ଲୁହା ଆସି ଯାଉଚି।
ଏ ବିଷୟ ରେ ପୋଲିସ ନିଜ ଯାଞ୍ଚ ଜାରି ରଖିଛି।ପୋଲିସ କହିଛନ୍ତି ଯେ ନୀତିଶ ଅନେକ ଦିନ ଧରି ବିଭିନ୍ନ ସମସ୍ୟା ଭିତରେ ରହୁଥିଲେ।ହେଲେ ସେ ସମସ୍ୟା ରୁ ସେ ଆଉ ବାହାର କୁ ଆସି ପାରି ନ ଥିଲେ।ଯେଉଁଥି ପାଇଁ ସେ ଏତେ ବଡ ପଦକ୍ଷେପ ନେଲେ।ଶେଷ ରେ ମୃତ୍ୟୁ ରାସ୍ତା କୁ ବାଛି ନେଲେ।
ଯେତେବେଳେ ତାଙ୍କ ବିଷୟ ରେ ଗତ ବୁଧୁବାର ଦିନ ସନ୍ଧ୍ୟା ରେ ଏ ବିଷୟ ରେ ଖବର ଆସିଲା ସେତେବେଳେ ଏହି କଥା କୁ କେହି ବିଶ୍ଵାସ କରି ପାରିଲେ ନାହିଁ।ସେ ସବୁବେଳେ ଖୁସୀ ରେ ରହିବା ଲୋକ ଥିଲେ।ପୋଲିସ ମାନେ କହିଲେ କି ତାଙ୍କ ପ୍ରଡକ୍ସନ ହାଉସ ରେ ଅନେକ ସମସ୍ୟା ରହିଥିଲା।ଜେଉଥିଁ ପାଇଁ ସେ ଏପରି କରିଛନ୍ତି।