ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଦୀପିକା ପାଦୁକୋନ ଓ ରଣବୀର ସିଂହ ଙ୍କୁ ଜାଣି ଥିବେ।କିଛି ଦିନ ହେବ ସେମାନଙ୍କ ବିଷୟ ରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଉଭୟ ବଲିଉଡ ର ଜଣେ ଜଣେ ଆଗ ଧାଡ଼ି ର କଳାକାର।

ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଏହି ଦମ୍ପତି ଚର୍ଚ୍ଚା ରେ ଥାନ୍ତି।ନିକଟ ରେ ଦୀପିକା ଓ ରଣବୀର କଫି ଉଇଥ କରନ୍ ଶୋ ରେ ଯୋଗ ଦେଇଥିଲେ।ଏଥିରେ ସେ ଏପରି କିଛି କହି ଦେଇଥିଲେ ଯାହାକୁ ଆପଣ ମାନେ ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ।
ଦୀପିକା କହି ଥିଲେ କି ମୁଁ ରଣବୀର ସିଂହ ଙ୍କ ସହିତ ସମ୍ପର୍କ ରେ ରହି ଅନ୍ୟ ମାନଙ୍କ ସହିତ ଡେଟିଂ କରୁଥିଲି।ମୋତେ ସେମାନଙ୍କ ଭିତରେ ରଣବୀର ଦେଖା ଯାଉଥିଲେ।ତାଙ୍କର ଏହି କଥା କୁ ନେଇ ସୋସିଆଲ ମିଡିଆରେ ଉଭୟ ଙ୍କୁ ବହୁତ ଟ୍ରୋଲ କରା ଯାଇଛି।
କେହି କେହି କହିଛନ୍ତି କି ଦୀପିକା ଙ୍କ ଭଳି ଝିଅ କାହାରି ଭାଗ୍ୟ ରେ ନ ମିଳୁ।ଆଉ କେହି କେହି କହିଛନ୍ତି କି ଏପରି ଝିଅ କୁ ବିବାହ କରିବା ଅପେକ୍ଷା ବିବାହ ନ କରିବା ଭଲ।ଓ କରନ ଙ୍କ ଶୋ କୁ ସମସ୍ତେ ଘର ଭଙ୍ଗା ଶୋ ବୋଲି କହିଛନ୍ତି।

ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।ନିକଟ ରେ ରଣବୀର ତାଙ୍କ ବିବାହ ସମୟର ଆଉ ଏକ ରାଜ ସମସ୍ତଙ୍କ ସାମନା କୁ ଆଣି ଛନ୍ତି।ସେ କହିଛନ୍ତି କି ବିବାହ ସମୟ ରେ ଦୀପିକା ଙ୍କ ମା ଓ ତାଙ୍କ ବାପା ଏଥିରେ ଜମା ବି ରାଜି ନ ଥିଲେ।
କାରଣ ଦୀପିକା ହେଉଛନ୍ତି ଜଣେ ଦକ୍ଷିଣ ଭାରତୀୟ ପରିବାର ର ଝିଅ ଓ ରଣବୀର ହେଉଛନ୍ତି ଗୋଟିଏ ସିନ୍ଧି ପରିବାର ର ଝିଅ।ସେମାନେ କେହି ବି ରଣବୀର ଙ୍କୁ ପସନ୍ଦ କରୁ ନ ଥିଲେ।
ହେଲେ ଝିଅ ର ଇଚ୍ଛା ଆଗରେ ହାର ମାନିଥିଲେ ବାପା ମା।ଇଚ୍ଛା ନ ଥାଇ ବିବାହ କରାଇ ଦେଲେ।ଓ ବିବାହ ର ପାଞ୍ଚ ବର୍ଷ ପରେ ରଣବୀର ଏବେ ସମସ୍ତଙ୍କ ର ପ୍ରିୟ ହୋଇ ପାରି ଛନ୍ତି।
ଏବେ ସୋସିଆଲ ମିଡ଼ିଆ ରେ କୁହା ଯାଇଛି ଯାଉଛି ଯେ ରଣବୀର ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବେଳେ ନିଜ ସ୍ତ୍ରୀ ଦୀପିକା ଙ୍କ ଠାରୁ ଦୂରେଇ ଯାଉଛନ୍ତି।ଏହି ଘଟଣା ପରେ ଉଭୟ ଙ୍କ ଅନେକ ଟ୍ରୋଲ କରା ଯାଉଛି।