Jan 14, 2024, 12:10 IST

ଅମ୍ବାନୀ ଙ୍କ ପୁଅ ବାହାଘର ପାଇଁ ଆସୁଛି ଭେଳିକି ଭେଳି ପ୍ରସ୍ତାବ, ଅମ୍ବାନୀ କହିଲେ ଯିଏ ୪୦୦୦ କୋଟି ଯୌତୁକ ଦେବ ସେ ବାହା ହେବ...

Special Report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ କିଏ ବା ନ ଜାଣେ।ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସେ ଚର୍ଚ୍ଚା ରେ ଥାଆନ୍ତି।ତାଙ୍କ ପାଖରେ ଏବେ ସମ୍ପତି ରହିଛି।ଯାହାକୁ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।
ଆଜି ଆମେ ମୁକେଶ ଅମ୍ବାନୀ ଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଖୁବ୍ ଶୀଘ୍ର ତାଙ୍କ ପରିବାର ରେ ଗୋଟିଏ ଖୁସି ର ଖବର ଆସିବାକୁ ଯାଉଛି।ଯାହାକୁ ନେଇ ଗଣ ମାଧ୍ୟମ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କ ପ୍ରଶଂସକ ମାନେ ଏହି ଦିନ କୁ ଅପେକ୍ଷା କରି ରହିଥିଲେ।
Special Report
ଶେଷ ରେ ଏହି ଦିନ ଖୁବ୍ ଶୀଘ୍ର ଆସିବାକୁ ଯାଉଚି।ଆପଣ ମାନେ ସମସ୍ତେ ଜାଣି ଥିବେ ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କର ସବୁ ଇଚ୍ଛା କୁ ସେ ପୂରଣ କରନ୍ତି।ଅନେକ ଦିନ ରୁ ରାଧିକା ମର୍ଚାଣ୍ଟ ଙ୍କ ସହିତ ଅନନ୍ତ ଅମ୍ବାନୀ ଙ୍କ ନିର୍ବନ୍ଧ ଶେଷ ହୋଇ ଥିଲା।
ହେଲେ ଜଣା ପଡ଼ି ନ ଥିଲା କେବେ ଉଭୟ ଙ୍କ ବିବାହ ହେବ।ଏବେ ଏହାକୁ ନେଇ ଏକ ବଡ ଖବର ସାମନା କୁ ଆସିଚି।ଶୁଣା ଯାଉଚି କି ଖୁବ୍ ଶୀଘ୍ର ଅନନ୍ତ ଅମ୍ବାନୀ ଓ ରାଧିକା ଙ୍କ ବିବାହ ସମ୍ପନ୍ନ ହେବାକୁ ଯାଉଛି।ଏହାକୁ ନେଇ ତାଙ୍କ ପ୍ରଶଂସକ ମାନେ ଦିନ ଗଣିବା ଆରମ୍ଭ କରି ସାରିଲେଣି।
ସୂଚନା ଅନୁସାରେ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ବିବାହ କାର୍ଡ ପୋଷ୍ଟ କରା ଯାଇଥିଲା।ଏହି କାର୍ଡ ଟି ବହୁତ ସୁନ୍ଦର ଭାବେ ତିଆରି କରା ଯାଇଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special Report
ଏହି କାର୍ଡ ରେ ଉଭୟ ଙ୍କ ବିବାହ ର ତାରିଖ ରହିଛି।ଯାହାକୁ ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇ ଯିବେ।ଏଥିରେ ଅନନ୍ତ ଓ ରାଧିକା ଙ୍କ ଫଟୋ ରହିଛି।ବିବାହ ର ତାରିଖ ହେଉଚି ମାର୍ଚ୍ଚ ୧,୨,୩ ।ଏହି ତିନି ଦିନ ଧରି ଏହି ବିବାହ ଅନୁଷ୍ଠିତ ହେବ।ଏକ ତାରିଖ ରୁ ବିବାହ ର ସମସ୍ତ ଉତ୍ସବ ପାଳନ କରା ଯିବ।ଯାହାକୁ ନେଇ ସମସ୍ତେ ବହୁତ ଖୁସି ଅଛନ୍ତି।
ଏହା ଛଡ଼ା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଏହି ବିବାହ ରେ ଯୋଗ ଦେବେ।ବିବାହ ର ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇ ଗଲାଣି।କାର୍ଡ କୁ ଦେଖି ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।
ଦୀର୍ଘ ଦିନ ର ଅପେକ୍ଷା ପରେ ପୁଣି ଥରେ ଅମ୍ବାନୀ ପରିବାର ରେ ବଡ ବିବାହ ହେବାକୁ ଯାଉଛି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କର ସେହି କାର୍ଡ ର ଫଟୋ କୁ ଏବେ ଖୁବ୍ ଭାଇରାଲ ହେଉଛି।

Advertisement