Updated: Jun 6, 2024, 22:57 IST

ବିଜେପି ସକାଳୁ ନେଇଗଲା ଏତେ ବଡ ନିଷ୍ପତ୍ତି..ଏଇ ଲୋକ ହେବ ଓଡିଶା ର ମୂଖ୍ୟମନ୍ତ୍ରୀ...

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଚର୍ଚ୍ଚା ହେବାରେ ଲାଗିଛି କି ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ ରେସ ରେ ଅନେକ ବରିଷ୍ଠ ବ୍ୟକ୍ତିତ୍ଵ ଙ୍କ ନାମ ମଧ୍ୟ ରହିଛି। ବିଜେପି ଦଳରୁ କିଏ ଆଗାମୀ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗାଦିରେ ବସିବେ ତାଙ୍କ ନାମ ଆଜି ଘୋଷଣା କରାଯିବ କି? ଏନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଦିଲ୍ଲୀରେ ବସିଲା ବୈଠକ ଆଉ ଏବେ କଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ?
Hh
ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ସମେତ ଅନେକ ବଡ଼ ବଡ଼ ନେତାଙ୍କ ନାମ ଏହି ରେସ ରେ ରହିଛି। ଯେଉଁ କଥାକୁ ଅପେକ୍ଷା ଥିଲା ତାହାର ଆଜି ଅନ୍ତ ଘଟିବାକୁ ଯାଉଛି। ଗତକାଲି ଦିଲ୍ଲୀର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ ଘୋଷଣା କରିବାକୁ ଯାଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ନାଆଁ। ଯାହାକୁ ନେଇ ଏବେ ବଡ଼ ଖବର ସାମ୍ନା କୁ ଆସିଛି। ଆଉ ଯେଉଁ ମାନଙ୍କୁ ନେଇ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାକୁ ଚର୍ଚ୍ଚା ହେଉଥିଲା,
Hh
ତାହା ସବୁ ଏବେ ଗାଏବ ହୋଇଗଲା। କିଏ କହୁଥିଲା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ ତ ଆଉ କିଏ କହିଥିଲା କି ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ହେବେ। ଏଥିରେ ସୁରଜ ସୂର୍ଯ୍ୟବଂଶୀ ଙ୍କ ନାମ ମଧ୍ଯ ସାମିଲ ଥିଲା। କୁହା ଯାଉଛି କି ଓଡିଶାର ଗିରିଶ ଚନ୍ଦ୍ର ମୂର୍ମୁ ହିଁ ଆଗକୁ ମୁଖ୍ୟମନ୍ତ୍ରୀ ହେବେ ବୋଲି। ଗିରିଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଭାରତର କଣ୍ଟ୍ରୋଲର ଓ ଅଡିଟର ଜେନେରାଲ। ଯିଏକି ଜମ୍ମୁ କାଶ୍ମୀର ରେ ଉପଜିଲ୍ଲାପାଳ ଭାବରେ ଶପଥ ନେଇଥିଲେ।
ସେ ଜଣେ ଆଇଏସ ଅଫିସର୍ ବୋଲି ମଧ୍ୟ ଜଣା ଯାଇଛି। ସବୁଠାରୁ ବଡ଼ କଥା ହେଉଛି ସେ ହେଉଛନ୍ତି ମୟୂରଭଞ୍ଜ ଜିଲାର ଏକ ଲୋକ। ଆଉ ଏହି ଉଚ୍ଚଶିକ୍ଷିତ ବ୍ୟକ୍ତି ହିଁ କୁଆଡେ ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହେଲେ ଏନେଇ କୌଣସି ପ୍ରକାରର ସ୍ପଷ୍ଟିକରଣ ମିଳିପାରି ନାହିଁ। ହେଲେ ଏବେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଆଗାମୀ ଭବିଷ୍ୟତ ରେ ମଧ୍ୟ ଜଣା ପଡ଼ିବ ବୋଲି ତାହା ଜଣା ପଡ଼ିଛି।

Advertisement