May 24, 2024, 18:30 IST

ବିଜେପି ନେତାଙ୍କ ଜଗନ୍ନାଥଙ୍କ ଭକ୍ତ ମୋଦୀ କହିବାରୁ ଉପୁଜିଲା ଭୟଙ୍କର ବିବାଦ ଦେଖନ୍ତୁ ମୁଁହ ଖୋଲିଲେ ସମାଜସେବୀ

Gg

ନମସ୍କାର ପାଠକ ବନ୍ଧୁ ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସମାଜ ଏବଂ ଅନ୍ୟାନ୍ୟ କଥାକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି। ଏବେ ଏହି ଭିଡିଓ ମାଧ୍ୟମରେ ଜଣେ ସମାଜସେବୀ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ।
Vb
ସାରଥି ବାବା, ସୁର ବାବା ଏହିସବୁ ଭଣ୍ଡ ବାବା ତୁଳସୀ ପତ୍ରକୁ ପାଦରେ ନେଇ ପୁଜା କରୁଥିଲେ।ସେମାନେ ନିଜକୁ ଭଗବାନ ବୋଲି କହୁଥିଲେ। ଆଉ ଜଣେ ହାସ୍ୟ ଅଭିନେତା ଭଗବାନଙ୍କୁ ନେଇ କିଛି କଥା କହିଥିଲେ। ଆଉ ତାଙ୍କର ଅବସ୍ଥା କଣ ହେଲା ତାହା ତ ଆପଣମାନେ ଜାଣିଥିବେ ସେ ଅନେକ ଗାଳି ମାଡ ଖାଇଲେ। ଭଗବାନ କେବେ କାହାର ଗର୍ବ ସହି ପାରନ୍ତି ନାହିଁ।
ଏତେ ଗର୍ବ ତାଙ୍କର କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ମଧୁମିତା। ମୋଦି ମୋଦି ହୋଇ ଲୋକମାନେ ସ୍ବପ୍ନ ଦେଖୁଥିଲେ କି ତାଙ୍କୁ ଭଗବାନଙ୍କ ଠାରୁ ଅଧିକ ଭାବିନେଲେ। ଏହା ଭୁଲ ଅଟେ। ଯେଉଁମାନେ ଏଭଳି କାମ କରିଛନ୍ତି ସେମାନେ ପ୍ରଭୁଙ୍କୁ ଯାଇ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ସମାଜ ସେବୀ। 
Hh
ଭଗବାନଙ୍କୁ ନେଇ ଏଭଳି କହିବା ଠିକ୍ ନୁହେଁ। ଆଉ ଭଗବାନଙ୍କ ନାଁ ନେଇ ଏଭଳି କରିବା କିଛି ଠିକ୍ ନୁହେଁ ବୋଲି ସେ କହିବା ସହ ପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ଭଗବାନଙ୍କ ନାମ ନେଇ ଲୋକମାନେ ସବୁ କାମ କରିଥାନ୍ତି। ପ୍ରଭୁଙ୍କ ବିନା କିଛି ହୁଏ ନାହିଁ। ଆଜି ଏତେ ବଡ ଭୁଲ କରିଦେଲେ ଯାହା ପାଇଁ ଏବେ କଥା ଉଠୁଛି।
ବର୍ତ୍ତମାନ ସେ ପାପ କରିଛନ୍ତି। ଆଉ ଏଥିପାଇଁ କ୍ଷମା ମାଗିବା ଉଚିତ୍। ଭଗବାନଙ୍କୁ ସମସ୍ତେ ପୂଜା କରୁଛନ୍ତି ଆଉ ସେ ସମସ୍ତଙ୍କର ।ସେଠାରେ ଭାଷଣ ଦେବା କିଛି ଭୁଲ ନୁହେଁ।କିନ୍ତୁ ଭଗବାନଙ୍କୁ ଏଭଳି କହିବା ଠିକ୍ ନୁହେଁ। ଜଣେ ବୟସ୍କ ଲୋକ ହୋଇ ଯିଏ ଶାସନ ଭାର ସମ୍ଭାଳିଛନ୍ତି ସେ ଏଭଳି କଥା କହିବା ଠିକ୍ ନୁହେଁ। ଆଉ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସବୁବେଳେ ଲୋକମାନେ ଆସିଥାନ୍ତି।
ତାଙ୍କ ପାଖକୁ ଅନେକ ଲୋକ ଆସନ୍ତି। ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହି ଦୁନିଆ ଚାଲିଛି। ଏହି ଦୁନିଆରେ ଯାହା ଏହିସବୁ ଘଟଣା ଘଟୁଛି ତାହା ଠିକ୍ ନୁହେଁ ବୋଲି ମଧୁମିତା କହିଛନ୍ତି। ପ୍ରଭୁ ସମସ୍ତଙ୍କର ଅଟନ୍ତି। ଏବେ ସେ କ୍ଷମା ମାଗିବା ଉଚିତ୍ ବୋଲି ସମାଜସେବୀ ମଧୁମିତା କହିଛନ୍ତି।

Advertisement