May 30, 2024, 18:03 IST

ରେଳ ବିଭାଗରେ ଆସିଲା ବଡ଼ ନିଯୁକ୍ତି କେବଳ ଦଶମ ପାସ କରିଥିଲେ କରନ୍ତୁ ଆବେଦନ ଦେଖନ୍ତୁ କେମିତି କରିବେ

Ty

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Vvv
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଆପଣ ଯଦି ଭାରତୀୟ ରେଳବାଇରେ ଚାକିରୀ କରିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। 
ବନ୍ଧୁଗଣ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଜାରି ରହିଛି। ତେବେ ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ। ଖାସ କରି ଦଶମ ପାସ କରିଥିବା ପ୍ରାର୍ଥୀ ମାନେ ମଧ୍ୟ ଆବେଦନ କରିପାରିବେ। ଏ ନିଯୁକ୍ତି ମଧ୍ୟରେ ପ୍ରାୟ ୧୦୦୦ ରୁ ଅଧିକ ପଦବୀ ପୂରଣ ହେବ ବୋଲି ଜଣାପଡିଛି। ତେବେ ଅନଲାଇନ ଆବେଦନ ଆରମ୍ଭ ହେଉଛି ୨୨ ମେ ୨୦୨୪ ରୁ ଆରମ୍ଭ ହେଇ ସାରିଥିବା ବେଳେ ଆବେଦନ ପାଇଁ ଶେଷ ତାରିଖ ରହିଛି ୨୧ ଜୁନ ୨୦୨୪। 
Hh
ଫ୍ରେସର ମାନଙ୍କ ପାଇଁ ୩୩୦ଟି ପଦବୀ ରହିଥିବା ବେଳେ ଏକ୍ସ ଆଇଟିଆଇ ପଦବୀରେ ୬୮୦ଟି ପଦବୀ ରହିଥିବା ଜଣାପଡ଼ିଛି। ଖାସ କରି ପ୍ରାର୍ଥୀ କାର୍ପେଟର ପାଇଁ ୯୦ଟି ଇଲେକ୍ଟ୍ରରସନ ପାଇଁ ୨୦୦ ମିଟର ପାଇଁ ୨୬୦ ସେପ୍ସୟାଲିଷ୍ଟ ୯୦ ପେଣ୍ଟର ପାଇଁ ୯୦ ୱେଲ୍ଡର ପାଇଁ ୨୬୦ ଆଦି ପାଇଁ ସମୁଦାୟ ୧୦୧୦ଟି ପୋଷ୍ଟ ରହିଛି। ତେବେ ଫ୍ରେସର ମାନଙ୍କ ପାଇଁ ଏକ ସ୍ଵୀକୃତି ପ୍ରାପ୍ତ ବିଦ୍ୟାଳୟ କରାଯାଇଛି। ସେମାନେ ୨୫% ମାର୍କ ସହିତ ଦଶମ ପାସ। ଦଶମ ଏବଂ +୨ କ୍ଷେତ୍ରରେ ବିଜ୍ଞାନ କିମ୍ବା ଗଣିତ ପଢିଥିବେ। 
ଏକ୍ସ ଆଇଟିଆଇ ପାଇଁ ସର୍ବନିମ୍ନ ୫% ମାର୍କ ସିଟ ଦଶମ ପାସ ଏବଂ ସଂପୃକ୍ତ ଆଇଟିଆଇ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ। ଏଥିପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୨ ରୁ ୨୪ ରହିଛି। ଆବେଦନ ପାଇଁ ଏସି,ଏସଟି,ପିଡବ୍ଲୁ, ପିଟି ମହିଳାଙ୍କ ପାଇଁ ଦେୟ ମୁକ୍ତ ରହିଥିବା ବେଳେ ଅନ୍ୟ ମାନେ ଆବେଦନ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ଯଦି ଆପଣ ମାନେ ଦରମା ବିଷୟରେ ଜାଣିବାକୁ ଚାହୁଁଛନ୍ତି ବା ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଅଫିସିଆଲ୍ ୱେବସାଇଟକୁ ଯାଇ ଦେଖିପାରିବେ।

Advertisement