ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ମନରେ ଅନେକ ଭାବନା ଆସିବ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ପ୍ରେମିକ ଜଣଙ୍କୁ ଛାଡି ପ୍ରେମିକା ଜଣକ ଆଉ ଜଣେ ପୁଅ ସହ ଫେରାର ହୋଇଯାଇଛି । ଏହି ପ୍ରେମିକା ଜଣକ ପ୍ରେମିକ ସହ ଏଭଳି କରିବ ବୋଲି କେହି ଭାବି ନଥିଲେ । ଏହି ପ୍ରେମିକ ଆଉ ପ୍ରେମିକା ୬ ବର୍ଷ ହେଲା ଭଲ ପାଉଥିଲେ ।

ଆଉ ୬ ବର୍ଷ ଭଲପାଇବା ପରେ ପ୍ରେମିକ ଜଣକ ଠାରୁ ପ୍ରେମିକା ଏଭଳି ଅଲଗା ହୋଇଯିବ ଏକଥା କିଏ ବା ଜାଣିଥିଲା । ଦୀପକ ଆଉ ରେଖା ପରସ୍ପରକୁ ଭଲ ପାଇଥିଲେ । ଆଉ ଦିପକ ଆଉ ରେଖା ଟିକଟକରୁ ପ୍ରେମ କରିଥିଲେ । ସେମାନେ ପ୍ରେମ କରି ବିବାହ କରିବେ ବୋଲି ମଧ୍ୟ ଭାବିଥିଲେ । ଏହି ପ୍ରେମିକ ଜଣକ ପ୍ରେମିକାର ବିବାହ ମାର୍ଚ୍ଚ ୭ ତାରିଖରେ ହୋଇଥାନ୍ତା କିନ୍ତୁ ମାର୍ଚ୍ଚ ୫ ତାରିଖ ଦିନ ଏହି ଯୁବକ ଜଣକ ଛାଡି ଯୁବତୀ ଜଣକ ଫେରାର ହୋଇ ଯାଇଥିଲେ ।

ଏହି ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ଏହାପରେ ଏହି ପ୍ରେମିକ ଜଣକ ପ୍ରେମିକା ଏଭଳି କାମ କରିଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ଆଉ ଏହି କଥା ସବୁ ଚର୍ଚ୍ଚାକୁ ଆସିବା ପରେ ପ୍ରେମିକା ଜଣକ ଏହି ସବୁ କଥା ବନ୍ଦ କରିବାକୁ ଗଣମାଧ୍ୟମକୁ କହିଥିଲେ । ଆଉ ଏହି ଗଣମାଧ୍ୟମକୁ ସେ ଧମକ ଦେଇଥିଲେ । ଏବେ ଗଣମାଧ୍ୟମ ରିପୋର୍ଟର ଆଉ ପ୍ରେମିକା ଜଣଙ୍କର କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ପ୍ରେମିକା ଜଣକ ପ୍ରେମିକ ଜଣକ ସହ ବୁଲୁଥିଲେ । ଆଉ ତାଙ୍କ ସହ ସେ ସବୁବେଳେ ଅନେକ ସ୍ଥାନକୁ ଯାଉଥିଲେ । ଆଉ ଶେଷରେ ଏଭଳି ସେ ଧୋକା ଦେବେ ବୋଲି ସେ କେବେବି ଜାଣି ନଥିଲେ । ଏବେ ଏହି ପ୍ରେମିକା ରେଖା ପ୍ରେମିକ ଜଣକ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ଆଉ ରିପୋର୍ଟର ଜଣକ ସହ ସେ କଥା ହୋଇ ଏହା ମିଥ୍ୟା ଆଉ ଏହାକୁ ଗଣମାଧ୍ୟମରେ ଚର୍ଚ୍ଚା କରିବା ବନ୍ଦ କରନ୍ତୁ ବୋଲି କହିଥିଲେ । କିନ୍ତୁ ଏବେ ଗଣମାଧ୍ୟମ ଅଧିକାରୀ ଏହାକୁ ଡିଲିଟ କରିବେ ନାହିଁ ମନା କରିଥିଲେ । ଆଉ ଏହି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ଏହି ଘଟଣାରେ ଝିଅକୁ କାହିଁକି ସପୋର୍ଟ କରୁଛି ବୋଲି ପ୍ରଶ୍ନ ଆସୁଛି ?