Oct 27, 2024, 14:44 IST

ଭୂତ ଙ୍କ ସେନାପତି କହିଲେ ନିଶା ମହାରଣା ଙ୍କ ରାଜ... ସବୁ ଡ୍ରେସ୍ ଖୋଲିବେ ଯଦି ନାଚିବ କିଏ

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିବେ । ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ ଜାଣିଥିବେ । ଏହି ଯୁବତୀ ଜଣକ ଯାତ୍ରାରେ ଅଭିନୟ କରନ୍ତି । ସେ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।
Bb
ଅଭିନେତ୍ରୀ ନିଶା ମହାରଣା ଯାତ୍ରାରେ ନାଚ କରିବା ଏବଂ ତାଙ୍କ ଅ-ଶ୍ଳୀ-ଳ ଭାଷାକୁ ନେଇ ସେ ଖୁବ୍ ଜଣାଶୁଣା । ଏହାସହ ଆପଣମାନେ ତ ୟୁଟ୍ୟୁବରେ ଅନେକ ପ୍ରକାରର କମେଡି ଭିଡିଓ ଦେଖିଥିବେ । ଆପଣମାନେ ସାହୁବାବୁଙ୍କୁ ତ ଜାଣିଥିବେ । ଆଉ ତାଙ୍କର ଭିଡିଓ ସବୁ ଦେଖିଥିବେ । ସେହି ସବୁ ଭିଡିଓରେ ସାହୁ ବାବୁଙ୍କ ସ୍ତ୍ରୀ ଭୂମିକାରେ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବା ସାହୁ ଭାଉଜ ଜଣଙ୍କୁ ଜାଣିଥିବେ । ଏବେ ସେ ଆଉ କମେଡି କରୁ ନାହାଁନ୍ତି । ଏବେ ସେ ଯାତ୍ରା ପାର୍ଟିରେ ଆଇଟମ ଗାର୍ଲ୍ ଭାବରେ ନାଚ କରୁଛନ୍ତି ।
Gg
ସେମାନେ ଯାତ୍ରା ପାର୍ଟିରେ ଏଭଳି ଭାବରେ ନାଚ କରୁଛନ୍ତି ଯାହାକୁ ନେଇ ଏବେ ଖବର ଆସିଛି । ଏହି ଦୁଇଜଣଙ୍କୁ ନେଇ ଭୂତ ସଭାପତି ଏଭଳି କିଛି କଥା କହିଛନ୍ତି । ଷ୍ଟେଜ ଉପରେ ଏଭଳି ଯେଉଁ କାମ କରୁଛନ୍ତି ତାହା ଠିକ୍ ନୁହେଁ । ଆମ ଶାସ୍ତ୍ରରେ ଅଛି ଝିଅମାନେ ସବୁବେଳେ ଚୁଟି ବାନ୍ଧି କରି ବୁଲିବା କଥା କିନ୍ତୁ ଆଜିକାଲି ଏହାକୁ କେହି ମାନୁ ନାହାନ୍ତି । କୌଣସି ବି ଝିଅ ନିଶା ସେବନ କରି ଯାତ୍ରା ପେଣ୍ଡାଲ ଉପରକୁ ଆସିବେ ନାହିଁ । ଆଉ ଚୁଟି ଛାଡ଼ିବା କଥା ନୁହେଁ । ସେମାନେ ନଖ, ଲିପଷ୍ଟିକ ସବୁ ଲଗାଇ ଯାତ୍ରା ପେଣ୍ଡାଲ ଉପରକୁ ଯାଉଛନ୍ତି । 
ଆଉ ସେଥିପାଇଁ ତାଙ୍କ ଦେହରେ ଏମିତି ସ୍ପିରିଟ ସବୁ ପଶି ଯାଉଛି ଆଉ ସେଥିପାଇଁ ସେମାନେ ଏଭଳି ନାଚ କରୁଛନ୍ତି । ଆଉ ଏମାନଙ୍କର ଏଭଳି ନାଚ ପାଇଁ ଷ୍ଟେଜ ଚାରିପଟେ ଘୋଡ଼ା ମୂତ୍ର ପକାଇଦେବା କଥା । ଯାହା ଠାରେ ଚଣ୍ଡୀ, ଚାମୁଣ୍ଡୀ ଲାଗିଥାଏ ସେମାନେ ଏଭଳି ନାଚ କରିଥାନ୍ତି । ସେମାନଙ୍କୁ ଭଲ କରିବାକୁ ହେଲେ ନାକରେ ଅଦା ରସ ପକାଇଦେବା ଉଚିତ୍ । ଆଉ ଏଭଳି ଅନେକ କିଛି ଉପାୟ କରିଲେ ଏହି ଅଭିନେତ୍ରୀମାନେ ଏଭଳି ଆଉ ଡ୍ରେସ୍ ଖୋଲି ନାଚିବେ ନାହିଁ । ଯାତ୍ରା ପ୍ରଡ୍ୟୁସରମାନେ ଏଭଳି ଅନେକ ଉପାୟ କରିଲେ ଅଭିନେତ୍ରୀ ମାନଙ୍କର ଏଭଳି ଆଉ ନାଚ ଷ୍ଟେଜରେ ଦେଖିବାକୁ ମିଳିବ ନାହିଁ ।

Advertisement