Dec 29, 2024, 17:43 IST

ଭୁବନେଶ୍ବର ସିରିଜ୍ ଦୁ-ର୍ଘଟଣା ପୋଲିସ୍ ଗାଡ଼ିକୁ ଏକା ଅଟକାଇଲେ ମହିଳା ଆଉ ତାପରେ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଖବର ପାଇପାରିବେ ଯାହା ରାଜଧାନୀ ଭୁବନେଶ୍ଵର ସହରରେ ଘଟିଛି । ଭୁବନେଶ୍ୱର ସହରରେ ହୋଇଥିବା ଦୁର୍ଘଟଣା ବିଷୟରେ ତ ସମସ୍ତେ ସୂଚନା ପାଇଥିବେ । ଏବେ ପୁଣି ଏକ ଦୁର୍ଘଟଣାକୁ ନେଇ ଆସିଛି କିଛି ଖବର ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଆପଣଙ୍କୁ ଅନେକ କିଛି କଥା ଜଣାଇବ । 
Gg
ଏବେ ଏହି ମହିଳା ଜଣକ ପୋଲିସ ଗାଡ଼ିକୁ ବାଡେଇ ପକାଇଛନ୍ତି । ଆଉ ସେ ସେହି ଗାଡ଼ି ଆଗରେ ମୁଣ୍ଡ ରଖି କାନ୍ଦୁଥିବାର ଆପଣମାନେ ଦେଖିପାରିବେ । ଏବେ ଭୁବନେଶ୍ୱର ସହରରେ ଘଟିଛି ସିରିଯ ଦୁର୍ଘଟଣା ଆଉ ଏହି ଦୁର୍ଘଟଣାରେ ଅନେକ କିଛି ହୋଇଛି ବୋଲି ସୂଚନା ମିଳିଥିବା ବେଳେ ଏବେ ଏନେଇ ଲୋକମାନେ କଣ ସବୁ କରିଛନ୍ତି ତାହା ଦେଖିପାରିବେ । ଆପଣମାନେ ତ ଜାଣିଥିବେ କି ଭୁବନେଶ୍ୱର ସହରର ଫୁତଫାତରେ ଅନେକ ଲୋକ ରହିଥାନ୍ତି । ଅନେକ ଲୋକ ସେଠାରେ ଘର କରି ମଧ୍ୟ ରହିଥାନ୍ତି ।
Gg
କିନ୍ତୁ ତାଙ୍କ ସହିତ ଏଭଳି ହେବ ବୋଲି କିଏ ବା ଜାଣିଥିଲା । ଏବେ ଏହି ରୋଡ ସାଇଡ଼ରେ ଥିବା ଘରେ ଜଣେ କେହି ଥିଲେ ଆଉ ତାଙ୍କ ଉପରେ ଗାଡ଼ି ଚଢ଼ି ଯାଇଛି । ଆଉ ଗାଡ଼ି ଚଢ଼ି ଯିବା ଦ୍ଵାରା ବ୍ୟକ୍ତି ଜଣଙ୍କ ଅବସ୍ଥା ବିଷୟରେ କିଛି ସୂଚନା ଦିଆଯାଇନାହିଁ । ଏବେ ସେହି ସ୍ଥାନରେ ପୋଲିସ ପହଞ୍ଚିଛି । ଆଉ ପୋଲିସ ପହଞ୍ଚି ଅନେକ କିଛି ସମସ୍ୟାର ସମାଧାନ କରୁଥିବା ବେଳେ ଜଣେ ମହିଳା ଗାଡ଼ିକୁ ଏକୁଟିଆ ଅଟକାଇ ଦେଇଥିଲେ । ଏବେ ଏହାକୁ ନେଇ ଆସିଛି ଖବର ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ଦୃଶ୍ୟ ଦେଖିବା ସହ ଅନେକ କିଛି ଖବର ପାଇପାରିବେ । ସେଠାକାର ଲୋକମାନେ କହୁଛନ୍ତି ଗାଡ଼ି ମୁହଁରେ ସେମାନେ ଛିଡ଼ା ହେବେ ଆଉ ତାଙ୍କ ଉପରେ ଗାଡି ଚଢ଼ିଯାଉ । ଏବେ ଏହି ଡ୍ରାଇଭର ଜଣଙ୍କୁ ଲୋକମାନେ ଧରିଛନ୍ତି । ପୋଲିସ କହୁଛି ଏହି ଡ୍ରାଇଭର ଜଣଙ୍କୁ ଛାଡ଼ିଦିଅ ଆଉ ଥାନାକୁ ନେଇ ଚାଲ କିନ୍ତୁ ଏହି ଲୋକମାନେ ଏହି କଥାରେ ରାଜି ନୁହଁନ୍ତି । ଏହି ଦୁର୍ଘଟଣାରେ ଅଟୋ ଭାଙ୍ଗି ଯାଇଛି ଆଉ ଏହାର କ୍ଷତିପୂରଣ ଏବେ ଲୋକମାନେ ଦାବି କରିଛନ୍ତି । ଏବେ ଏହିସବୁ ବିଷୟରେ ଅନେକ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଈପାରିବେ ।

Advertisement