Feb 23, 2025, 08:26 IST

ଭଉଣୀର ଗଳା କାଟି ଜିଅନ୍ତା ପୋଡ଼ି ମା-ରିଦେଲା ଭଉଣୀ ଧରିଲା ପୋଲିସ୍ ଛାତି ଫୁଲେଇ ଚାଲିଲା ଆଉ ତାପରେ

Gg

ଭଉଣୀର ଗଳା କାଟି ପୋଡ଼ି ମାରିଦେଇ ଥିଲା ଭଉଣୀ। ପୋଲିସ ଗାଡ଼ି ଦେଖି ଅଧା ପୋଡ଼ା ଦେହକୁ ବ୍ରିଜ ତଳକୁ ଫୋପାଡି ଦେଇଥିଲା। ଲୋକ ଲଗାଇ ଚାକରାଣୀ କୁ ହ-ତ୍ୟା ପରେ ମାଲିକଙ୍କୁ ହ-ତ୍ୟା କରିଥିଲା ଚାକରାଣୀ ର ଭଉଣୀ। ତାଙ୍କ ଲୋଭରେ ଘଟାଇ ଥିଲା ଡବଲ ମର୍ଡର। ବ୍ରିଜ ତଳୁ ଯୁବତୀଙ୍କ ଅଧା ପୋଡ଼ା ମୃ-ତ-ଦେହ ମିଳିବା ପରେ ସାମ୍ନା କୁ ଆସିଲା ସତ। ଭଉଣୀ ସାଜି ଯାଇଥିଲା ଭଗାରି।
Hh
ଲୋକ ଲଗାଇ ଭଉଣୀର ଗଳା କାଟି ଅତି ବିଭତ୍ସ ଭାବରେ ହ-ତ୍ୟା କରିଥିବା ବେଳେ ପ୍ରମାଣ ଲୁଚାଇବା ପାଇଁ ଭଉଣୀର ଶରୀର କୁ ବ୍ରିଜ ତଳେ ଫୋପାଡି ଚାଲି ଯାଇଥିଲା। ଭଉଣୀକୁ ମାରିବା ପରେ ଭଉଣୀ ଯେଉଁଠି ରହି କାମ କରୁଥିଲା। ସେହି ଘରର ମାଲିକକୁ ମଧ୍ୟ ଲୋକ ଲଗାଇ ମାରି ଦେଇଥିଲା ଏହି ଭଉଣୀ ଜଣକ। ଏହି ଅଧା ପୋଡ଼ା ଶବ ଏବେ ଚାରିଆଡେ଼ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ମାଷ୍ଟର ମାଇଣ୍ଡ ସହ ସାତ ଜଣ ଅଭିଯୁକ୍ତଙ୍କୁ ,
Yy
ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏହି ଭଉଣୀ ଜଣକ ନିଜ ଭଉଣୀର ଜୀବନ ନେବା ପାଇଁ ଟିକେ ହେଲେ ମଧ୍ୟ ପଛ ଘୁଂଚା ଦେଇ ନଥିଲା। ତାହା ପୁଣି ସାମାନ୍ୟ ଟଙ୍କା କେତେଟା ପାଇଁ। ପୋଲିସ ଆଗରେ ଧରା ପଡିବା ପରେ ଏହି ଭଉଣୀ ଜଣକ ମଧ୍ୟ ଛାତି ଫୁଲେଇ ଚାଲିଛି। ସିବେଟାଉନସିପ ର ବାସିନ୍ଦା ବିନୋଦ ଦଉକ୍ ହେଉଛନ୍ତି ଜଣେ କୋଇଲା ବ୍ୟବସାୟୀ। ତାଙ୍କ ଠାରୁ ବଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ ଅଭିଯୁକ୍ତ ମାନେ।
ତାଙ୍କ ରାସ୍ତାରେ ଚାକରାଣୀ ଦିପା ବାଧକ ସାଜି ଥିଲା। ଯାହା ଫଳରେ କି ଅଭିଯୁକ୍ତ ମାନେ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଜୀବନରୁ ହିଁ ତାକୁ ମାରି ଦେଇଥିବା ଜଣା ପଡ଼ିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଜଣେ ଭଉଣୀ ନିଜ ଭଉଣୀ ସହ ଏଭଳି କରିଛି ବୋଲି ଏହାକୁ କେହି ବିଶ୍ବାସ କରୁ ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement