ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବାତ୍ୟା ଦାନା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ବାତ୍ୟା ଦାନା ପାଇଁ ହୋଇଥିବା କ୍ଷତି ସବୁ ଜାଣିଥିବେ । ବାତ୍ୟାର ପ୍ରଭାବ ସେତେ ଅଧିକ ହୋଇନଥିଲା । ଆଉ ସେଥିପାଇଁ ରାଜ୍ୟରେ ଏହାର ପ୍ରଭାବ ଅଧିକ ପଡ଼ି ନଥିଲା । ଆଉ ଏବେ ଏହି ବାତ୍ୟାରେ ହୋଇଥିବା କିଛି କ୍ଷତି ବିଷୟରେ ଆପଣମାନେ ଜାଣିପାରିବେ ।
![Vg](https://news38times.com/static/c1e/client/93724/uploaded/22727074bdee045bb71b06d4dacdea17.png)
ଅନେକ ସ୍ଥାନରେ ଏହି ବାତ୍ୟା ପାଇଁ କିଛି କ୍ଷତି ହୋଇଛି । ଆଉ ଏବେ ଏହି ବାତ୍ୟାରେ ଅନେକ ଗଛ ଉପୁଡ଼ି ପଡ଼ିଛି । ଆଉ ଏହି ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଉ କିଛି ସାମ୍ନାକୁ ଆସିଛି । ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛ ତଳୁ ମିଳିଲା ମଣିଷ ମୁଣ୍ଡ । ଏହି ବାତ୍ୟାରେ ରାସ୍ତାରେ ଅନେକ ଗଛ ଉପୁଡ଼ି ଯାଇଥିଲା ଆଉ କିଛି ଗଛ ଭାଙ୍ଗି ଯାଇଥିଲା । କିନ୍ତୁ ସେହି ଗଛ ସବୁ କାଟି କାଟି ବାହାର କରିବା ବେଳକୁ ଗଛ ତଳୁ ମିଳିଲା ମଣିଷ ମୁଣ୍ଡ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇପାରିବେ ।
![Gg](https://news38times.com/static/c1e/client/93724/uploaded/5a12c3101befb3b58fc376683fd3277a.png)
ରାସ୍ତାରେ ଅନେକ ଗଛ ଉପୁଡ଼ି ପଡ଼ିଥିବାର ଦେଖା ଯାଇଥିଲା । ରାସ୍ତାରେ ବଡ ବଡ ଗଛ ସବୁ ଭାଙ୍ଗି ପଡ଼ିଛି । ବାତ୍ୟା ଦାନା ଯେତେବେଳେ ସ୍ଥଳଭାଗ ଛୁଇଁଥିଲା ସେତେବେଳେ ଅନେକ କିଛି କ୍ଷତି ହୋଇଥିଲା । ଆଉ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ଥିଲା । ଏହି ବାତ୍ୟାରେ ଏତେ ଜୋରରେ ପବନ ହେବାରୁ ସେଠାରେ ଅନେକ ବଡ ବଡ ଗଛ ଭାଙ୍ଗି ପଡ଼ିଥିବାରୁ ଅନେକ କିଛି କ୍ଷତି ହୋଇଛି । ଅନେକ ବଡ ବଡ ଗଛ ଉପୁଡ଼ି ଯାଇଛି ଆଉ ଅନେକ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି ।
ଏହି ବାତ୍ୟାରେ ଅନେକ ଗାଁରେ ପାଣି ପଶିଯାଇଛି ଆଉ ଏବେ ମଧ୍ୟ ଅନେକ ଗାଁ ପାଣି ଘେରରେ ରହିଛି । ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କଟର ମେସିନରେ କଟାଯାଇଛି । ଭଦ୍ରକ ଜିଲ୍ଲାରେ ଅନେକ କ୍ଷତି ହୋଇଛି । ଭଦ୍ରକ ଜିଲ୍ଲାର ଭିତରକନିକାରେ ଅନେକ କ୍ଷତି ହୋଇଛି । ବାତ୍ୟାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ଵର ଏବଂ ଯାଜପୁରରେ ଅନେକ କିଛି କ୍ଷତି ହୋଇଛି । ଏବେ ଅନେକ ବାତ୍ୟା ପ୍ରବାହିତ ଅଞ୍ଚଳରେ ଅନେକ ଲୋକଙ୍କ ଜୀବନ ଯାଇଛି ବୋଲି ସୂଚନା ମିଳିଛି ।