ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସବୁ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ଭାରତକୁ ପୁଣି ମାଡ଼ି ଆସୁଛି ବଡ ବିପଦ । ଲୋକମାନେ ଏବେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୁଣି ଦରାଇଲାଣି ବିପଦ । ପୃଥିବୀରେ ମାଡ ହେବାକୁ ଯାଉଛି ଆଷ୍ଟ୍ରାଏଡ । ଏହି ତାରିଖରେ ସେ ଛାରଖାର କରିବ ବୋଲି ଖବର ଆସିଛି । ଏବେ ଏନେଇ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ ।

କେଉଁ ଦେଶ ଉପରେ କେତେ ବିପଦ ରହିଛି ଆଉ କଣ ସବୁ ହେବ ଏହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେଠୁ ନାସା ଚେତାବନୀ ଦେଇଛି । ଲଗାତାର ଭାବରେ ପୃଥିବୀ ଉପରକୁ ବିପଦ ବଢ଼ିବାରେ ଲାଗିଛି । ଏବେ ଏହି ଆଷ୍ଟ୍ରଏଡ ପୃଥିବୀ ଉପରେ ପଡ଼ିବା ନେଇ ବୈଜ୍ଞାନିକମାନେ ଚିନ୍ତାରେ ରହିଛନ୍ତି । ଏହି ଗ୍ରହଣ ଯୋଗୁଁ ଏବେ ଚିନ୍ତାରେ ଅଛନ୍ତି ସମସ୍ତେ । ଏହି ଗ୍ରହଣ ହେଉଛି ଆଷ୍ଟ୍ରଏଡ ୨୦୨୪ ୱାଇଆରଫୋର୍ । ଏହି ଆଷ୍ଟ୍ରଏଡ ୨୦୨୫ ମସିହାରେ ପୃଥିବୀରେ ମାଡ ହେବ ବୋଲି ଖବର ଆସିଛି ।

ବୈଜ୍ଞାନିକମାନେ ପୃଥିବୀ ସହ ଏହି ଆଷ୍ଟ୍ରଏଡର ଧକ୍କା ହେବାର ସମ୍ଭାବନା ୧.୩ ପ୍ରତିଶତ ଥିବାର କହିଥିଲେ କିନ୍ତୁ ଏବେ ଏହା ୨.୧ ପ୍ରତିଶତ ହୋଇଛି । ନାସା ବୈଜ୍ଞାନିକଙ୍କ ମତରେ ଏହି ଆଷ୍ଟ୍ରଏଡ ପୃଥିବୀ ସହ ମାଡ ହେଲେ ଅନେକ କିଛି କ୍ଷତି ହେବ ବୋଲି ସୂଚନା ମିଳିଛି । ନାସା ଦେଇଥିବା ସୁଚନା ଅନୁସାରେ ଯଦି ଏହି ଆଷ୍ଟ୍ରଏଡ ପୃଥିବୀ ସହ ମାଡ ହୁଏ ତାହେଲେ ଏହା ଏକ ବଡ ବିପଦ ହେବ । ୨୦୩୨ ମସିହାରେ ଏହା ପୃଥିବୀ ସହ ମାଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
କାଏ ସର୍ଭେ ପୋଜେକ୍ଟର ଜଣେ ବୈଜ୍ଞାନିକ କହିଛନ୍ତି ଏହି ଆଷ୍ଟ୍ରଏଡ ମାଡ ହେଲେ ଏହା ପୃଥିବୀର ଏକ ବ୍ୟାପକ କ୍ଷତି କରାଇବ । ସେ ଦେଇଥିବା ମତ ଅନୁସାରେ ଏହା ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର ଏବଂ ଆଫ୍ରିକା ଯାଏଁ ବ୍ୟାପିବ । ଏଥିରେ ଅନେକ ଦେଶ କଲମ୍ବିଆ ଆଦି ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି । ଏବେ ଏହି ଆଷ୍ଟ୍ରଏଡ ନେଇ ଅନେକ ଖବର ଆସୁଥିବା ବେଳେ ଏହାକୁ ନେଇ ଚିନ୍ତାରେ ଅଛନ୍ତି ବୈଜ୍ଞାନିକ । ଦେଖାଯାଉ କେବେ ଆଉ କଣ ସବୁ କ୍ଷତି କରାଉଛି ଏହି ଆଷ୍ଟ୍ରଏଡ ।