ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଯୁବତୀମାନେ ଏବଂ ଯୁବକମାନେ ପ୍ରେମ ଦିବସ ପାଳନ କରୁଛନ୍ତି । ପ୍ରେମ ଦିବସରେ ଏଭଳି କିଛି କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଭାଲେଣ୍ଟାଇନ ଡେ ଏବେ ନିକଟରେ ଯାଇଛି । ଆଉ ଏହି ଡେ ରେ ଏଭଳି କିଛି ଘଟଣା ଘଟିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଜଣେ ଯୁବତୀଙ୍କୁ ଏହି ଦିନରେ ମାରି ଦେଇଛନ୍ତି ଆଉ ଯୁବତୀଙ୍କୁ ତା ପରଦିନ ସ୍ଲାପ ଡେ ରେ ଫୋପାଡି ଦେଇଛନ୍ତି ।

ଭାଲେଣ୍ଟାଇନ ଡେରେ ଏହି ଯୁବତୀ ଜଣଙ୍କର ବେକ କାଟି ଦେଲେ ଯୁବକ ଜଣକ । ଆଉ ତାପରେ ଯୁବତୀଙ୍କୁ ପୋଡ଼ି ଦେଇ ଫୋପାଡି ଦେଲେ । ଏବେ ଏହି ଯୁବତୀଙ୍କ ସହ ଏଭଳି ହୋଇଛି ବୋଲି ସୂଚନା ମିଳିଛି । ଏହି ଯୁବତୀ ଜଣକ କିଏ ଏହା ଜଣାପଡ଼ି ନାହିଁ । ଏହି ଯୁବତୀ ଜଣକର ଏଭଳି ଅବସ୍ଥା କିଏ କରିଛି ତାହା ଜଣାପଡ଼ି ନାହିଁ । ଏବେ ବ୍ରିଜ ପାଖରେ ଏଭଳି ଯୁବତୀଙ୍କ ଶବ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି ।

ଏହି ଘଟଣା ଗୁରାଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିଘୋଷ ଥାନା ଅନ୍ତର୍ଗତ କୁମ୍ଭକେଳା ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି । ଏହି ରାଜରାସ୍ତାରେ ବ୍ରିଜ ତଳେ ଜଣେ ଅଜଣା ଯୁବତୀଙ୍କ ମୃ-ତଦେହ ମିଳିଛି । ଏବେ ଏନେଇ ପୋଲିସ ତଦନ୍ତ କରୁଛି । ଏହି ଯୁବତୀ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଯୁବତୀ ଜଣଙ୍କର ଖବର ଏବେ ଚର୍ଚ୍ଚାକୁ ଆସୁଥିବା ବେଳେ ଏନେଇ କିଛି ସୂଚନା ମିଳିନାହିଁ । ଏପଟେ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ଲୋକମାନେ ଏବେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ସ୍ଥାନୀୟ ଲୋକମାନେ ଏହି ଯୁବତୀଙ୍କୁ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ଏହି ଘଟଣାର ତଦନ୍ତ କରି ଯୁବତୀଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବ ଆଉ ଏହି ଘଟଣାର ତଦନ୍ତ କରି ଏବେ ଯୁବତୀଙ୍କୁ କିଏ ଆଉ କାହିଁକି ମାରିଲେ ଏନେଇ ତଦନ୍ତ କରିବ ବୋଲି ସୂଚନା ଦେଇଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବତୀ ଜଣକ ପ୍ରେମ କରୁଥିଲେ ଆଉ ତାଙ୍କ ପ୍ରେମିକ ଏଭଳି କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ଦେଖାଯାଉ ଏହି ଘଟଣା କେଉଁ ମୋଡ ନେଉଛି ।