ଓୟେଓ ଭିତରୁ ମିଳିଥିଲା ଯୁବକ ଙ୍କ ମୃ-ତ-ଦେହ। ଆଉ ଏବେ ସବୁ କଥା ମିଳିଗଲା ପଦା ରେ। କାମାକ୍ଷାନଗର ସମାଜସେବୀ ଦେବୀଦତ୍ତ ସତ୍ୟ ସୁନ୍ଦର ମହାପାତ୍ର କାହିଁକି ସୁ-ଇ-ସା-ଇଟ୍ କରିବାକୁ ଆସିଥିଲେ ଭୁବନେଶ୍ୱର। ଏବେ ଭିଡିଓ ମଧ୍ୟରେ ଥିବା ଏକ ଚାଞ୍ଚଲ୍ୟ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଥିରେ ସୁ-ଇ-ସା-ଇଟ୍ କରିବାର କାରଣ କଣ ସେ କହି ଦେଇଛନ୍ତି। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
ସେ କହିଥିଲେ କି ଫୁଲ ବାଲା ଙ୍କୁ ତାଙ୍କର ପେମେଣ୍ଟ କରିବାରେ ଅଛି ଆଉ ଯେଉଁ ଡେକୋରେସନ୍ କରିଛନ୍ତି ତାହାର ପେମେଣ୍ଟ ମଧ୍ୟ ପିଲା ମାନଙ୍କୁ କରି ନାହାଁନ୍ତି। କହିଥିଲେ କି ପାଞ୍ଚ ଲକ୍ଷ ଟଙ୍କା ଯଦି ନଦେବେ ତେବେ ସେ ତାଙ୍କୁ କିଭଳି ପେମେଣ୍ଟ କରିବେ। ଆଉ ଏସବୁ ସେ ଅବିନାଶ ପାଣ୍ଡିଆ ନାମକ ଜଣେ ବ୍ୟକ୍ତିଙ୍କ ନାମରେ କହିଥିଲେ। ତାଙ୍କର ଯଦି କିଛି ହୋଇଯାଏ ତେବେ ସେଥିପାଇଁ କାମାକ୍ଷାନଗର ର ବିଡ଼ିଓ ଅବିନାଶ ପାଣ୍ଡିଆ ଦାୟୀ ରହିବେ ବୋଲି,
ସେ ଭିଡିଓ ରେ କହି ଦେଇ ଯାଇଛନ୍ତି। ଏହା ହେଉଛି ତାଙ୍କର ଜୀବନ ହାରିବା ର କିଛି ସେକେଣ୍ଡ ପୁର୍ବ ର ଭିଡିଓ ଅଟେ। ଏହା ଦେଖିବା ପରେ ହିଁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି କି ଦେବୀଦତ୍ତ ଙ୍କ ମରିବା ପଛର କାରଣ କଣ ହୋଇ ପାରେ। ଯାହାକୁ ନେଇ ଏବେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯେଉଁ କ୍ୟାମେରା ନେଇ ଦେବୀଦତ୍ତ ତାଙ୍କର ରୋଜଗାରର ବାଟ ବାହାର୍ କରିଥିଲେ ,
ଆଜି ଶେଷରେ ସେହି କାମ ପାଇଁ ହିଁ ତାଙ୍କର ଜୀବନ ଚାଲିଗଲା।୧୯ ତାରିଖ ଦିନ ତାଙ୍କର ମୃ-ତ ଦେହ ଭୁବନେଶ୍ଵର ସ୍ଥିତି ଏକ ଓୟେଓ ହୋଟେଲ ରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ଖୁବ ତଦନ୍ତ ହେବାରେ ଲାଗିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି। ତଦନ୍ତ ପରେ ହିଁ ଏହି ଘଟଣା ର ଅଭିଯୁକ୍ତ ଧରା ପଡିବେ ବୋଲି ଜଣା ପଡିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।