ସୋସିଆଲ ମିଡ଼ିଆ ଏଭଳି ଏକ ଜିନିଷ ଯେଉଁଥିରେ ଆପଣମାନେ ଅନେକ କିଛି ଖବର ବିଷୟରେ ସୂଚନା ପାଇପାରିବେ । ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଆପଣମାନେ କିଛି ଖବର ଯାହା ପଞ୍ଚାୟତ ଅଫିସର ଭିତରେ ଚାଲିଛି ତାହା ଜାଣିପାରିବେ । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଦୃଶ୍ୟ ଦେଖିବେ ତାହା ପଞ୍ଚାୟତ ଅଫିସର ଆଗର ଦୃଶ୍ୟ ।ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚାୟତ ଅଫିସର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ସୁରେନ୍ଦ୍ର ସ୍ୱାଇଁ । ପଞ୍ଚାୟତ ଅଫିସ୍ ଆଗରେ ଅନେକ ଲୋକ ଅଛନ୍ତି । ଏହି ଲୋକମାନଙ୍କ ଭିତରେ ବିଇଓ ସୁରେନ୍ଦ୍ର ସିଂ ବସିଛନ୍ତି । ଆଉ ସେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ବାବୁ ଜଣକ ଏଭଳି କାଣ୍ଡ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ବାବୁ ଜଣକ ହାତରେ ବିଡି ଧରିଛନ୍ତି ଆଉ ସେ ଏତେ ଲୋକଙ୍କ ମଝିରେ ବିଡି ଟାଣୁଛନ୍ତି । ଏହି ବାବୁ ଜଣକ ଏଭଳି କାମ କରିବା ଠିକ୍ ନୁହେଁ ।

ଏହାସହ ଏହି ବାବୁ ଜଣକ ଅଭଦ୍ର ଭାଷାରେ ଗାଳି ମଧ୍ୟ କରୁଛନ୍ତି । ଗୋଟିଏ ପଟେ ଏହି ବାବୁ ଜଣକ ଏଭଳି ବିଡି ଟାଣିବା ସହ ଅଭଦ୍ର କଥା ହେଉଛନ୍ତି ଆଉ ଗୋଟିଏ ପଟେ ତାଙ୍କର ଭିତିରି ଭିଡିଓ କରାଯାଇଛି । ଏବେ ଏହି ଭିଡିଓ ଭାଇରାଲ ହେଉଛି । ପଞ୍ଚାୟତ ଅଫିସ୍ ଭିତରେ କାର୍ଯ୍ୟ କରୁଥିବା ସମୟରେ ଏହି ବାବୁ ଜଣକ ଏଭଳି ବିଡି ଟାଣିବା କାମ କରୁଛନ୍ତି ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଏହି ଘଟଣା ପାଟକୁରା ଗର୍ଦ୍ଧପୂର ବ୍ଲକ ବନ୍ତଳା ପଞ୍ଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଉ ଏସପିଙ୍କ ମିଳିତ ଜନ ଶୁଣାଣି ଚାଲୁଥିବା ବେଳେ ଏଭଳି କାମ ହୋଇଥିଲା ।
ଜନ ଶୁଣାଣି ଚାଲୁଥିବା ବେଳେ ବନ୍ତଳା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ସ୍ୱାଇଁ ଏଭଳି ବିଡି ଟାଣିବା କାମ କରିଛନ୍ତି । ସେ କିଛି ଅସାମାଜିକ ଲୋକଙ୍କ ସହ ମିଶି ବିଡି ଟାଣିବା ସହ ଅସଭ୍ୟ ଭାଷା କହୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସଭାରେ ବାବୁ ଜଣଙ୍କର ଅନେକ ଦାୟିତ୍ଵ ଥିଲା । ଆଉ ଏହି ଦାୟିତ୍ଵ ଥିବା ପରେ ମଧ୍ୟ ଏହି ବାବୁ ଜଣକ ଏଭଳି କାମ କରିଛନ୍ତି । ଏହି ବାବୁ ଜଣକ ଏଭଳି କରିଥିବାରୁ ତାଙ୍କୁ କେଉଁ ଦଣ୍ଡ ମିଳୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।