Jan 12, 2025, 09:52 IST

ଭାଇରାଲ ହେଲା କଲେଜ ଝିଅଙ୍କ ଭିଡିଓ ଏଇଠି ଭୁଲ କାହାର ଝିଅର ନାଁ ଯୁବକର...?

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ନିକଟରେ ବରୀ ଅଞ୍ଚଳରେ ଘଟିଥିବା ଘଟଣା ବିଷୟରେ ଆପଣମାନେ ତ ଜାଣିଥିବେ । ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ଚୌଧୁରୀ କଲେଜରେ ଘଟିଛି କିଛି ଏଭଳି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି କଲେଜ ଛାତ୍ରୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଘଟଣା ତ ଆପଣମାନେ ଦେଖିଥିବେ । କଲେଜ ଛାତ୍ରୀ ଦୁଇଜଣଙ୍କୁ ଜଣେ ଯୁବକ ମାଡ଼ ମାରିଲେ । ଯୁବକ ଜଣକ କଲେଜ ଛାତ୍ରୀଙ୍କୁ ଏଭଳି ମାଡ଼ ମାରିଲେ ଯେ ତାଙ୍କର ଚଷମା ଉଡ଼ି ଯାଇଥିଲା ।  Bb
ଆଉ ଏବେ ଏହି ଘଟଣାକୁ ନେଇ ଆସିଛି କିଛି ଖବର । ଏବେ ପ୍ରଶ୍ନ ଆସୁଛି କି ଭୁଲ କାହାର ? ଦୁଇ କଲେଜ ଛାତ୍ରୀଙ୍କୁ ମଝି ରାସ୍ତାରେ ଅଟକାଇ ଏହି ଯୁବକମାନେ ଚାପୁଡ଼ା ମାରିଥିଲେ । ଆଉ ଏହି ଭିଡିଓ ଏବେ ଭାଇରାଲ ହେଉଛି । ଏବେ ଏହି ଭିଡିଓ ଆଉ ଘଟଣା ବିଷୟରେ ଯିଏ ବି ଜାଣୁଛି ତାର ମନରେ ପ୍ରଶ୍ନ ଆସୁଛି କି ଏହି ଘଟଣାରେ ଭୁଲ କାହାର ? ଏହି ଘଟଣାରେ ପୁଅ ମାନଙ୍କର ଭୁଲ ଥିଲା ନା ଝିଅମାନଙ୍କର । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ସହ ଅନେକ କିଛି ଖବର ଆସୁଛି । 
Hb
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖି ପାରୁଥିବା ଯୁବକ ଜଣଙ୍କୁ ପୋଲିସ ଆଜି ଗିରଫ କରିଛି । ଏହି ଘଟଣା ହେଉଛି ଦୁଇଜଣ ଛାତ୍ରୀ କଲେଜ ସାରି ଘରକୁ ଫେରୁଥିଲେ ଆଉ ସେହି ସମୟରେ ଏହି ଘଟଣା ଘଟିଥିଲା । ଦୁଇଜଣ କଲେଜ ସାଙ୍ଗ କଲେଜ ସାରି ଫେରିବା ସମୟରେ ଏହି ଘଟଣା ଘଟିଥିଲା । ମଝି ରାସ୍ତାରେ ଏଭଳି କିଛି ଘଟଣା ଘଟିଥିଲା ଆଉ ଏହି ଘଟଣାରେ ଦେଖିବାକୁ ମିଳୁଛି କି ଯୁବକ ଯୁବତୀଙ୍କୁ ମାଡ଼ ମାରୁଥିଲେ । ଏହି ଯୁବକ ଜଣକ ଯୁବତୀ ଜଣଙ୍କୁ ମାଡ଼ ମାରୁଥିଲେ । 
ଏବେ ସବୁଆଡେ ଏହି ଘଟଣା ଚର୍ଚ୍ଚା ହେଉଥିଲା । ଆଉ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏହି ଯୁବକ ଜଣକ ଯୁବତୀଙ୍କୁ ମାଡ଼ ମାରିବା ପଛରେ କାରଣ କଣ ଥିଲା । ଆଉ ଏହି କାରଣ ପାଇଁ ଯୁବତୀଙ୍କ ଉପରକୁ ଯୁବକ ଜଣକ ହାତ ଉଠାଇଲେ । ଏବେ ପୋଲିସ ଏହି ଯୁବକ ଜଣଙ୍କୁ ଗିରଫ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ଆପଣମାନେ ଦେଖିପାରିବେ । ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କଥା କହୁଛନ୍ତି । ଯୁବତୀ ଜଣଙ୍କ କିଛି କହିଥିଲେ ଆଉ ଯୁବକ ଜଣକ ତାଙ୍କୁ ମାଡ ମାରିଥିଲେ । ଆଉ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।

Advertisement