ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ରାସ୍ତା ଉପରେ କାନ୍ଦୁଛନ୍ତି ତ କେତେବେଳେ ହସୁଛନ୍ତି । ରାସ୍ତା ଉପରେ ପାଗେଳି ଭଳି ଆଚରଣ କରୁଛନ୍ତି ଏହି ଯୁବତୀ ଜଣକ । ଏହି ଯୁବତୀଙ୍କ ସହ କଣ ସବୁ ଘଟିଛି ତାହା ବିଷୟରେ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ରାସ୍ତା ସାରା ଲୋକମାନେ ରୁଣ୍ଡ ହୋଇଥିଲେ । ଆଉ ରାସ୍ତାରେ ଏହି ଯୁବତୀ ଜଣକ ପାଗେଳି ଭଳି ହେଉଛନ୍ତି । କେତେବେଳେ ହସୁଛନ୍ତି ତ ଆଉ କେତେବେଳେ କାନ୍ଦୁଛନ୍ତି ।

ମହିଳା ଜଣଙ୍କ ସହିତ ଏଭଳି କିଛି ଘଟଣା ଘଟି ଯାଇଥିଲା ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଏଭଳି ଦୁର୍ଘଟଣା ଘଟି ଯାଇଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ତାଙ୍କୁ ଏଭଳି ପାଗେଳି ବନାଇ ଦେଇଛି । ଗୋଟିଏ ଗାଡ଼ିରେ ଭାଇ ଥିଲା, ଭାଇର ଚାରିବର୍ଷର ପୁଅ ଥିଲା ଆଉ ଏହି ଭଉଣୀ ଜଣକ ଥିଲେ । ଏହି ତିନିଜଣ ମିଶି ଗୋଟିଏ ଗାଡ଼ିରେ ଯାଉଥିଲେ । କିନ୍ତୁ ରାସ୍ତା ଉପରେ ଘଟିଥିଲା ଏଭଳି କିଛି । ଏହି ରାସ୍ତା ଉପରେ ଏହି ବ୍ୟକ୍ତିଙ୍କ ଗାଡ଼ିକୁ ଟ୍ରକ ଧକ୍କା ଦେଇଥିଲା ।

ଆଉ ଟ୍ରକ ଧକ୍କା ଦେବା ଦ୍ଵାରା ତିନିଜଣ ଯାକ ସେହି ଗାଡ଼ି ଉପରୁ ଛିଟିକି ପଡ଼ିଥିଲେ । ଆଉ ତାପରେ ସେହି ଅଜଣା ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଭଉଣୀ ସିନା ବଞ୍ଚିଗଲା କିନ୍ତୁ ଭାଇ ଆଉ ପୁତୁରାର ଜୀବନ ଚାଲିଗଲା । ଚାରିବର୍ଷର ଶିଶୁର ମାଂସ ମାଟିରେ ମିଶିଗଲା । ଏହି ଘଟଣା ଏବେ ସାମ୍ନାକୁ ଆସିଛି ।ଏକ ଅଜଣା ଟ୍ରକ ଏଭଳି କାମ କରିଛି । ଟ୍ରକ ଏହି ମହିଳାଙ୍କ ଗାଡ଼ିକୁ ଧକା ଦେଇଥିଲା । ଆଉ ଗାଡ଼ିକୁ ଧକ୍କା ଦେବା ଦ୍ଵାରା ଏଭଳି ଘଟଣା ଘଟିଥିଲା ।
ଟ୍ରକ ଧକ୍କା ଦେବା ପରେ ଏହି ଟ୍ରକ ଡ୍ରାଇଭର ମଦ ପିଇଥିଲା । ଆଉ ଏହି କାରଣରୁ ଏହି ଡ୍ରାଇଭର ଜଣକ ମହିଳାଙ୍କ ଭାଇ ଆଉ ପୁତୁରା ଉପରେ ଗାଡି ଚଢାଇ ଦେଇଥିଲେ । ଘଟଣା ସ୍ଥଳରେ ସେମାନଙ୍କର ମୃ-ତ୍ୟୁ ହୋଇଛି । କେଇଟା ମିନିଟରେ ସବୁକିଛି ସରି ଯାଇଥିଲା । ଏହିସବୁ ମହିଳା ଜଣକ ଆଖି ସାମ୍ନାରେ ଦେଖି ପାଗେଳି ହୋଇଯାଇଛନ୍ତି । ଏବେ ଏହି ମହିଳା ଜଣକ କାନ୍ଦି କାନ୍ଦି ଅନ୍ୟ ଲୋକଙ୍କୁ ମଧ୍ୟ ଏହାର ଦୋଷ ଦେଉଛନ୍ତି । ଏଭଳି ଏକ ଭୟାନକ ଦୁର୍ଘଟଣା କଟକ ଶିଖରପୁର ଅଞ୍ଚଳରେ ଘଟିଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।