Jul 6, 2024, 15:03 IST

ଓଡ଼ିଆରେ ଲେଖି ପାରିବେନି ବୋଲି ରାଗି ଯାଇ ସରପଞ୍ଚ ନିଜ ମୁହଁରେ ସବୁ କହିଦେଲେ ଦେଖନ୍ତୁ ଏହି ଦୃଶ୍ୟ କଣ ହେଲା ବାସ୍ତବରେ ଜାଣନ୍ତୁ

Gy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି କଥା ଯାହା ଜାଣିବା ଉଚିତ୍ ତାହା ଜାଣିପାରିବେ । ସରପଞ୍ଚ ହୋଇଥିଲେ ମଧ୍ୟ ପାଠ ପଢିଥିବା ଦରକାର । ଆଉ ଏବେ କିଛି ଖବର ଆସିଛି ଏହି ସରପଞ୍ଚଙ୍କୁ ନେଇ । ସରପଞ୍ଚ ଜଣକ ଲେଖା ପଢା ଜାଣି ନାହାଁନ୍ତି।
Gg
ଆଉ ଏହି କଥା ତାଙ୍କୁ କହିବା ପରେ ସରପଞ୍ଚ ମ୍ୟାଡାମ ରାଗି ଯାଇଛନ୍ତି । ଆଉ ଏହି ସରପଞ୍ଚ ମ୍ୟାଡାମ ରାଗିଯାଇ ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସରପଞ୍ଚ ମ୍ୟାଡାମ ଜଣକ ରାଗି ଯାଇ ସବୁ ସତ କଥା କହିଲେ ଆଉ ଏହା ଶୁଣି ଜଜ୍ ଆଶ୍ଚର୍ଯ୍ୟ ହୋଇଗଲେ । ଏହି କଥା ଶୁଣି ଅବାକ୍ ହୋଇଗଲେ ଜଜ । ସରପଞ୍ଚ ମ୍ୟାଡାମ ଜଣକ କହିଛନ୍ତି ସେ ପଢିପାରିବେ କିନ୍ତୁ ଲେଖିପାରିବେ ନାହିଁ । ଏହି ସରପଞ୍ଚ ଜଣକ ଲେଖି ପାରିବେ ନାହିଁ । 
Hh
ଏହି ସରପଞ୍ଚ ଜଣକ ପୁରା ଅଯୋଗ୍ୟ । ସରପଞ୍ଚ ହୋଇ ମଧ୍ୟ ସେ ଲେଖା ଜାଣି ନାହାନ୍ତି ଆଉ ଏହି କଥା ଶୁଣିବାକୁ ଖରାପ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଏହି କଥା ସରପଞ୍ଚ ଜଣକ ତାଙ୍କ ମୁହଁରେ ସ୍ବୀକାର କରିଛନ୍ତି । କ୍ୟାମେରା ସାମ୍ନାରେ ଏହି ସରପଞ୍ଚ ଜଣକ ସବୁ ସତ କଥା କହୁଛନ୍ତି ଆଉ ନିଜ ମୁହଁରେ ସବୁ ସ୍ବୀକାର କରୁଛନ୍ତି କି ତାଙ୍କୁ ଖାତାରେ ଟିକେ ଲେଖି ଆସେ ନାହିଁ । ସେ ପଢ଼ି ପାରନ୍ତି କିନ୍ତୁ ଲେଖିପାରିବେ ନାହିଁ । ଏହି କଥା ସରପଞ୍ଚ ମ୍ୟାଡାମ ଜଣକ କହିଛନ୍ତି । ଖାତାରେ ଲେଖି ନ ପାରିଥିଲେ ସେ କାମ କିଭଳି କରୁଛନ୍ତି ।
ଏହି ସରପଞ୍ଚ ମ୍ୟାଡାମ ଜଣକ ଲେଖି ନପାରିଲେ କିଭଳି ୫ ବର୍ଷ ଶାସନ ଚଲାଇବେ । ଲେଖି ପାରୁନଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ମୋହନା କୋର୍ଟ । ଏବେ ଏହି ସରପଞ୍ଚ ମ୍ୟାଡାମ ଜଣଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଏହି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ପଞ୍ଚାୟତରେ । ଏହି ସରପଞ୍ଚ ଜଣକ ନାମ ହେଉଛି କନକ ଲତା ପାଲ । ସେ ପୂର୍ବରୁ ପାଞ୍ଚ ବର୍ଷ ଧରି ସରପଞ୍ଚ ହୋଇଥିଲେ । ଆଉ ଜଣେ ପ୍ରାର୍ଥୀନୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିବା ପରେ ଏନେଇ ଏବେ ସବୁ କଥା ସାମ୍ନାକୁ ଆସିଛି । ଆଉ ଏହି ସତ ଜଣାପଡିଛି ।

Advertisement