Jun 28, 2024, 18:15 IST

ମୃ-ତ୍ୟୁ ପୂର୍ବରୁ ୯ ବର୍ଷର ପୁଅ ହେଲା IPS ଅଫିସର ଦେଖନ୍ତୁ କଣ ହେଇଥିଲା ଏମିତି ଯେ ବାପା ମା କଲେ ସାଲ୍ୟୁଟ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କୁନି ପୁଅଟି ଏଭଳି ଏକ ଅଫିସର ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁନି ପୁଅ ହାତରେ ଥିଲା ବଡ ଦାୟିତ୍ଵ । ୯ ବର୍ଷର ପୁଅ ଏଭଳି କରିଲା ତାର ସ୍ବପ୍ନ ପୂରଣ । କୁନି ପୁଅ ହୋଇଗଲା IPS ଅଫିସର । ତାଙ୍କୁ ହ୍ୟାଣ୍ଡସେକ୍ କରିବାକୁ ଆସିଲେ ବଡ ବଡ ଅଫିସର ବାବୁ । 
Hh
ଏହି ଦୃଶ୍ୟ ଦେଖି ବାପାମାଆଙ୍କ ଆଖିରେ ଆସିଗଲା ଲୁହ । ପୁଅକୁ ଦେଖି ଛାତି ଫୁଲେଇ ଦେଲେ ବାପା ମାଆ ଆଉ କ୍ଷଣିକ ପାଇଁ ହେଉନା କାହିଁକି ତାଙ୍କ ଆଖି ଲୁହରେ ଛଳଛଳ ହୋଇଗଲା । ଏହି ବ୍ୟକ୍ତିଙ୍କ ୯ ବର୍ଷର ପୁଅ ହେଲେ ଆଇପିଏସ ଅଫିସର । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି କୁନି ଆଇପିଏସ ଅଫିସର ଜଣଙ୍କୁ ବଡ ବଡ ଅଫିସରମାନେ ସାଲୁଟ କରୁଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ସୂଚନା ଅନୁସାରେ ବାରଣାସୀର ରଣବୀର ଭାରତୀ ନାମକ କୁନି ବାଳକଙ୍କ ସହିତ ଘଟିଛି ଏମିତି ।
Gf
ଏହି କୁନି ବାଳକର ଇଚ୍ଛା ଥିଲା ସେ ଆଇପିଏସ ଅଫିସର ହେବେ । ଆଉ ତାଙ୍କର ବ୍ରେନ୍ ଟ୍ୟୁମର ହୋଇଥିଲା । ଏବଂ ତାଙ୍କର ଇଛା ପୂରଣ କରିବାକୁ ଦିନଟିଏ ହେଉ ପଛେ ଆଇପିଏସ ଅଫିସର ସାଜି ସେ ବଡ ଦାୟିତ୍ଵ ହାତକୁ ନେଇଛନ୍ତି । ଏବେ ସେ ମଡିକାଲରେ ଚିକିତ୍ସା ହେଉଛନ୍ତି । ବର୍ତ୍ତମାନ ସେ ଉତ୍ତରପ୍ରଦେଶର ମାହାନମା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବାରଣାସୀ ଜୋନ ଏଡିଜି ଅଫିସରେ ଦିନକ ପାଇଁ ସେ ଏହି ଦାୟିତ୍ଵ ନେଇଛନ୍ତି । ଆଉ ଏହି କାମ ପାଇଁ ସେ ଖୁସି ଅଛନ୍ତି ବୋଲି ଜଣାପଡିଛି ।
ଏବେ ଏହି ନାବାଳକ ଜଣଙ୍କର ସ୍ବପ୍ନ ପୂରଣ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏବେ ସେ ତାଙ୍କ ଟ୍ୟୁମର ପାଇଁ ଚିକିତ୍ସିତ ହେଉଛନ୍ତି । ବାରଣାସୀ ଜୋନରେ ତାଙ୍କର ଇଛା ପୂରଣ କରାଯାଇଛି । ସେ ଅନେକ ପୋଲିସ କର୍ମଚାରୀଙ୍କ ସହିତ ମିଶିଛନ୍ତି ଆଉ ଅନେକ ଫଟୋ ଉଠାଉଛନ୍ତି । ଏହି କୁନି ଆଇପିଏସ ଅଫିସର ଜଣଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏଭଳି ଚେଷ୍ଟା କରିଥିବାରୁ ସମସ୍ତେ ଖୁସି ଅଛନ୍ତି । ଏବେ ଏହି ଅଫିସରଙ୍କ କାମକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି କଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement