ପୁଣି ଏକତରଫା ପ୍ରେମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରେମକୁ ମନା କରିବାରୁ ଓୟେଓ ହୋଟେଲ୍ ତଳକୁ ଡେଇଁ ପଡ଼ି ଜୀବନ ହରିଦେଲା ଯୁବକ। ହୋଟେଲ୍ ତଳେ ଦିନ ଦିନ ହେବ ପଡି ରହିଥିଲା ଯୁବକଙ୍କ ମୃ-ତ-ଦେହ। ଯାହାର ଲାଇଭ ଭିଡିଓ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ବିଧବା ମହିଳାଙ୍କୁ ଧରି ସେ ତିନିଦିନ କାଳ ଓୟେଓ ହୋଟେଲ୍ ରେ ରହୁଥିଲେ। ଆଉ ଭଲ ପାଉଥିବା ମଧ୍ୟ କହିଥିଲେ।

ହେଲେ ମହିଳା ଜଣକ ପ୍ରେମକୁ ସ୍ବୀକାର ନକରିବା ରୁ ଭଡା ନେଇ ରହୁଥିବା ଓୟେଓ ହୋଟେଲ୍ ଛାତ ଉପରୁ ତଳକୁ ଡେଇଁ ନିଜର ଜୀବନ ହାରି ଦେଇଥିଲେ ଏହି ଯୁବକ ଜଣକ।ଏହି ମୃ-ତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ର ଦୀପକ ନାୟକ। ସେ ଜଣେ ଡାନ୍ସର କୁ ଏକତରଫା ଭଲ ପାଉଥିଲେ। ନିଜ ପ୍ରେମ ଆବେଦନ ମହିଳାଙ୍କ ନିକଟରେ କରିଥିବା ବେଳେ ମହିଳା ଜଣକ କିନ୍ତୁ ତାଙ୍କୁ ମୁହେଁ ମୁହେଁ ମନା କରି ଦେଇଥିଲେ।

ଯାହାକୁ ନେଇ ଦୀପକ ଛାତରୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।ଭରତପୁର ପୋଲିସ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିବା ସହ ସେଠାରୁ ମୃ-ତ-ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି।କୁହା ଯାଉଛି କି ତିନିଜଣ ମହିଳାଙ୍କ ସହ ପାଟି ତୁଣ୍ଡ କରିବା ପରେ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଆଉ ଏହା ପଛରେ ମଧ୍ୟ ରହିଛି ଏକତରଫା ପ୍ରେମ କାହାଣୀ। ପ୍ରେମରେ ବିଫଳ ହେବା ସହି ପାରି ନଥିଲେ ଯୁବକ ଜଣକ।
ବିହାର ରୁ ଫେରିବା ପରେ ହିଁ ଏଭଳି ଭାବରେ ପାଟି ତୁଣ୍ଡ ହୋଇଥିଲ। ଆଉ ଏହି ପାଟିତୁଣ୍ଡ ଏହି ଡାନ୍ସ ଗ୍ରୁପ ଭିତରେ ଖୁବ ଜୋରେ ବଢ଼ିବାକୁ ଲାଗିଥିଲା।ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ କେହି ଏହାର କାରଣ କଣ ଜାଣି ପାରୁ ନଥିବା ବେଳେ ସମସ୍ତେ ଏବେ ଘଟଣାର ତଦନ୍ତ ପାଇଁ ହିଁ ଅପେକ୍ଷା କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।