ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ବିଧାୟକଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ବିଧାୟକ ଜଣକ ଏବେ ଗିରଫ ହୋଇଛନ୍ତି । ସେ ହିଂସାକାଣ୍ଡ ଘଟାଇଛନ୍ତି ବୋଲି ଜଣାପଡିଛି । ବାରମ୍ବାର ସମନ ପାଇଁ ଜାରି କରାଯାଇଥିଲା । ଆଉ ବିଧାୟକ ଜଣକ ଥାନାକୁ ଆସୁ ନଥିଲେ ।
ଏବେ ପୋଲିସ ଏହି ବିଧାୟକ ଜଣଙ୍କ ପାଖକୁ ଆସି ତାଙ୍କୁ ଗିରଫ କରିଛି । ବିଧାୟକ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ଆଉ ବିଧାୟକ ଜଣକ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ ଦିଆଯାଇଥିଲା । ବିଧାୟକ ଜଣଙ୍କ ପାଖକୁ ବାରମ୍ବାର ନୋଟିସ ଯିବା ପରେ ମଧ୍ୟ ସେ ଥାନାରେ ପହଞ୍ଚୁ ନଥିଲେ । ଏବେ ପୋଲିସ କରିଲା ଏଭଳି କିଛି । ପୋଲିସ ବିଧାୟକ ଜଣଙ୍କର ବାସଭବନରେ ପହଞ୍ଚି ବିଧାୟକ ଜଣଙ୍କୁ ଗିରଫ କରିଛି । ଏବେ ଏହି ଘଟଣା ବିଧାୟକଙ୍କ ଉପରେ ଭାରି ପଡିଯାଇଛି ।
ବିଧାୟକ ଜଣଙ୍କ ନାଁରେ ୧୫୩ A, ୧୨୦ B, ୧୪୭, ୧୮୬, ୧୩୫, ୩୦୭, ଏବଂ ୧୯୮୪ ମାମଲା ଦାୟର ହୋଇଛି । ଏହି ବିଧାୟକ ଜଣକ ନୋଟିସ ଜାରି ହେବା ପରେ ମଧ୍ୟ ଥାନାରେ ପହଞ୍ଚି ନଥିଲେ । ଆଉ ଏଥିପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିବ । ତାଙ୍କ ବିରୋଧରେ ଏହିସବୁ ମାମଲା ରୁଜ୍ଜୁ ହୋଇଛି । ଛତିଶଗଡ ବୋଲଦା ବଜାର ସହରରେ ସନାମୀ ସମ୍ପ୍ରଦାୟରେ ହୋଇଥିବା ହିଂସା ମାମଲାରେ ଏବେ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି ।
ଏହି ବିଧାୟକ ଜଣଙ୍କୁ ପୋଲିସ ତାଙ୍କ ବାସ ଭବନରୁ ଗିରଫ କରିଛି । ଆଉ ସେ ଗିରଫ କରିବା ପରେ ଏବେ ଉତ୍ତେଜନା ସୃଷ୍ଟି ହୋଇଛି । କଂଗ୍ରେସ ଦଳର ନେତା ଦେବେନ୍ଦ୍ରଙ୍କୁ ପୋଲିସ ବାନ୍ଧି ନେଇ ଯାଇଛି। ଆଉ ଏବେ ଏହି ଘଟଣା ଦେଖିବାକୁ ମିଳିଛି । ସେ ଭିଲାଇ ନଗର ଅଞ୍ଚଳରୁ ଦ୍ଵିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ସେଠାରେ ପୋଲିସର ଏଭଳି କାମକୁ ବିରୋଧ କରାଯାଇଛି । ପୋଲିସ ସମନ୍ ଜାରି କରିଥିଲା ଆଉ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲେ ଦେବେନ୍ଦ୍ର ଆଉ ଏହି କାରଣରୁ ତାଙ୍କ ସହିତ ଏଭଳି ହୋଇଥିଲା ବୋଲି ସୂଚନା ମିଳିଛି।