ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଏବେ ପାଣିପାଗ ବିଭାଗ ପକ୍ଷରୁ ଅନେକ ଖବର ଆସୁଛି । ଏବେ ପୁଣି ବାତ୍ୟା ହେବାର ସମ୍ଭାବନା ରହିଛି । ପୁଣି କବାଟ ବାଡେଇଲାଣି ବାତ୍ୟା ।
ଏବେ ଏହି ବାତ୍ୟା ତୀବ୍ର ବେଗରେ ମାଡ଼ି ଆସୁଛି । ସମ୍ଭାବ୍ୟ ବାତ୍ୟା ଅସନା ଏବେ ମାଡ଼ି ଆସୁଛି । ଘଣ୍ଟା ପ୍ରତି ୬୦ ରୁ ୬୫ କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି । ଏହି ବାତ୍ୟା ପାଇଁ ଅନେକ କିଛି ଜିଲ୍ଲାକୁ ସତର୍କ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଏବେ ଲଘୁଚାପ ଆଉ ତାପରେ ବନ୍ୟା ଆଉ ଏବେ ବାତ୍ୟାର ସାମ୍ନା କରିବାକୁ ଯାଉଛନ୍ତି ଲୋକମାନେ । ଗୁଜୁରାଟ ଗର୍ଜ୍ ଅଞ୍ଚଳରେ ଶୁକ୍ରବାର ଆରବସାଗରରେ ଏହା ସାମୁଦ୍ରିକ ଝଡାରେ ପରିଣତ ହେବା ସହିତ ଓମାଙ୍ଗ ତଟ ଆଡ଼କୁ ପଡିପାରେ ବୋଲି ଅନୁମାନ କରାଯାଉଛି ।
ଯାହାଫଳରେ ସେହି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ପାଣିପାଗ କେନ୍ଦ୍ର ଏହାକୁ ନେଇ ଆର୍ଲଟରେ ରଖିଛି । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସୌରଷ୍ଟ୍ର ଏବଂ ଗର୍ଜ ଅଞ୍ଚଳରେ ବର୍ଷା ହେବା ସହ ବାତ୍ୟା ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏହି ସହରରେ ପାଣିପାଗ ଏଭଳି ରହିବ ବୋଲି କୁହାଯାଇଛି । ଏନେଇ ଏବେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହି ବାତ୍ୟା ଅସନା ଅନେକ କିଛି କ୍ଷୟକ୍ଷତି କରାଇପାରେ ।
ଏହି ମୌସୁମୀ ବାୟୁ ଏବେ ଦକ୍ଷିଣ ଆଉ ଦକ୍ଷିଣ ପଶ୍ଚିମ ଅଞ୍ଚଳ ଆଡ଼କୁ ବଢିପାରେ ବୋଲି ଜଣାପଡିଛି । ଯେତେବେଳେ ଏହା ସାମୁଦ୍ରିକ ଝଡରେ ପରିବର୍ତ୍ତନ ହେବ ଏହାର ନାଁ ରଖାଯିବ ଅସନା । ଏହି ନାଁ ପାକିସ୍ତାନ ଦେଇଛି ବୋଲି ଏବେ ଖବର ଆସୁଛି । ୧୮୯୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଆରବ ସାଗର ଉପରେ ତିନୋଟି ସାମୁଦ୍ରିକ ଝଡ ସୃଷ୍ଟି ହୋଇଥିଲା । ଆଉ ଏହା ଏକ ସାମୁଦ୍ରିକ ଝଡ ବୋଲି ସୂଚନା ମିଳିଛି । ଏବେ ଏହି ସାମୁଦ୍ରିକ ଝଡ କଣ ସବୁ କ୍ଷତି କରୁଛି କି କିଛି କ୍ଷତି ହେଉନାହିଁ ଏହା ଦେଖିବା ବାକି ରହିଲା ।