Updated: Feb 24, 2025, 10:47 IST

ବସ୍ତାରେ ଏ କ’ଣ ପୂରେଇ ଟ୍ରକରେ ବୋହି ନେଉଥିଲା ? ପୋଲିସ ଆଖି ଟେରା

Bv

ନମସ୍କାର ପାଠକ ବନ୍ଧୁ । ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଏଭଳି କିଛି କାମ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ପଶ୍ଚିମବଙ୍ଗକୁ ଆନ୍ଧ୍ରପ୍ରଦେଶରୁ କିଛି ଚାଲାଣ ହେଉଥିଲା । ଆଜିକାଲି ଦୁନିଆରେ ଲୋକମାନେ ଚୋରି ଚାଲାଣ କରୁଛନ୍ତି । 
Vv
ବସ୍ତାରେ ଏ କଣ ପୁରାଇ ବୋହି ନେଉଥିଲା ଟ୍ରକ ଡ୍ରାଇଭର । ଆଉ ଏହି ବସ୍ତାରେ ଏଭଳି କଣ ରହିଥିଲା ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବସ୍ତାରେ ଡ୍ରାଇଭର ଜଣକ କଣ ଏଭଳି ବୋହି ନେଇ ଲୁଚାଇ ଲୁଚାଇ ଯାଉଛନ୍ତି ଆଉ ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଟ୍ରକ ଡ୍ରାଇଭର ଜଣକ ପୋଲିସ ଠାରୁ ଲୁଚିବାକୁ ବହୁତ ଚେଷ୍ଟା କରୁଥିଲା । କିନ୍ତୁ ଲୁଚି ପାରି ନଥିଲା । ଏହି ଡ୍ରାଇଭର ଜଣକ ଏଭଳି ଧରା ପଡ଼ିଯିବ ବୋଲି କେବେ ବି ଭାବି ନଥିଲା । 
Hh
ଏହି ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ କରୁଛି । ଏହି ବସ୍ତାରେ ଡ୍ରାଇଭର ଜଣକ ଚୋରି ଜିନିଷ ନେଇ କରି ଯାଉଥିଲେ । ପୋଲିସ ଠାରୁ ବଞ୍ଚିବାକୁ ଅନେକ ଚେଷ୍ଟା କରିଥିଲେ ଡ୍ରାଇଭର ଜଣକ । ଆଉ ଶେଷରେ ପୋଲିସ ହାତରେ ଧରା ପଡ଼ିଗଲେ ଏହି ଡ୍ରାଇଭର ଜଣକ । ବସ୍ତା ଖୋଲି ଯେତେବେଳେ ତା ଭିତରେ କଣ ରହିଛି ବୋଲି ପୋଲିସ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ବସ୍ତା ଭିତରେ ରହିଛି ଜୀବ । ଜୀବକୁ ନେଇ ଡ୍ରାଇଭର ଜଣକ ଯାଉଥିଲେ । 
ଆନ୍ଧ୍ରପ୍ରଦେଶ ରୁ ପଶ୍ଚିମବଙ୍ଗ ଏହି ବସ୍ତାରେ କଇଁଛ ଚୋରା ଚାଲାଣ କରି ନେଉଥିଲା ଏହି ଡ୍ରାଇଭର ଜଣକ । ଏହି ଡ୍ରାଇଭର ଜଣକ ଆନ୍ଧ୍ରପ୍ରଦେଶ ରୁ ମିନି ଟ୍ରକରେ କଇଁଛ ଭର୍ତ୍ତି କରି ନେଇ ଯାଇଥିଲେ । ଏବେ ଏହିସବୁ ଆୟକର ବିଭାଗର ଅଫିସର ମାନଙ୍କ ଯାଞ୍ଚ କରିବା ପରେ ଧରା ପଡ଼ିଛି । ଏହିସବୁକୁ ବନ ବିଭାଗକୁ ହସ୍ତାନ୍ତର କରିଛି । ଟାଙ୍ଗି ବନ ବିଭାଗ ଅନ୍ତର୍ଗତ ଯୋଙ୍ଗିଆ ଟୋଲଗେଟ ଠାରେ ଏହି କଇଁଛ ଟ୍ରକ ଧରା ଯାଇଛି । ଏକ ହଜାରରୁ ଉର୍ଦ୍ଧ୍ବ କଇଁଛ ଜବତ ହୋଇଛି । ଏବେ ଏହାକୁ ନେଇ ପୋଲିସ ତଦନ୍ତ କରୁଛି।

Advertisement