ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇନଷ୍ଟା ଗ୍ରାମରେ ଅନେକ ଲୋକ ନିଜର ଭିଡିଓ କରି ଏବେ ଚର୍ଚ୍ଚାକୁ ଆସିଥିବା ବେଳେ ଆଉ କିଛି ଖବର ଆସିଛି । ଆପଣମାନେ ସମସ୍ତେ ଇନଷ୍ଟାଗ୍ରାମ ତେଜୁଙ୍କୁ ଜାଣିଥିବେ । ଆଉ ତାଙ୍କର ଭିଡିଓ ବି ଦେଖିଥିବେ । ଏବେ ତାଙ୍କ ଭିଡିଓ ଭାଇରାଲ ହେବା ପରେ ମୁହଁ ଖୋଲିଲେ ସିଦ୍ଧାର୍ଥ ।
ଏହି ଇନଷ୍ଟାଗ୍ରାମର ତେଜୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା । ଆଉ ସେ ଜଣେ ପୁଅଙ୍କ ସହିତ ଥିଲେ ବୋଲି ଜଣା ପଡିଥିଲା । ଏବେ ଏହି ଭିଡିଓରେ ଯେଉଁ ପୁଅ ଥିଲା ତାକୁ ନେଇ ଆସିଛି କିଛି ଖବର । ଇନଷ୍ଟାଗ୍ରାମର ତେଜୁଙ୍କ ଭାଇରାଲ ଭିଡିଓରେ ସେ ଯେଉଁ ପୁଅଙ୍କ ସହିତ ଥିଲେ ସେ ହେଉଛନ୍ତି ସିଦ୍ଧାର୍ଥ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ନେଇ ଆସୁଛି କିଛି ଖବର । ଏହି ପୁଅ ଜଣକ ସିଦ୍ଧାର୍ଥ ନୁହେଁ ବୋଲି ଏବେ ସେ କହିଛନ୍ତି । ଆଉ ସେ ସେ ପୁଅ ନୁହଁନ୍ତି ତାଙ୍କୁ କାହିଁକି ଫସା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ତେଜୁ ସହିତ ତାଙ୍କର ମିଛ ଫଟୋକୁ ଯୋଡ଼ି ତାଙ୍କୁ ବଦନାମ କରାଯାଉଛି ବୋଲି ଏବେ ସିଦ୍ଧାର୍ଥ କହିଛନ୍ତି । ଏବେ ସେ ଏହିସବୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ ଏହି ଭିଡିଓ ମାଧ୍ୟମରେ ସବୁ କଥା କହିଛନ୍ତି । ଇନଷ୍ଟାଗ୍ରାମ ଗାର୍ଲ୍ ତେଜୁଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେଉଛି ଆଉ ତାଙ୍କ ସହିତ ଯେଉଁ ଯୁବକ ଖଟରେ ଥିବାର ଜଣାପଡିଛି ସେ ସିଦ୍ଧାର୍ଥ ନୁହଁନ୍ତି ବରଂ ସେ ହେଉଛନ୍ତି ଅମିୟ ଚକ୍ର । କିନ୍ତୁ ତଥାପି ଯିଏ ତେଜୁଙ୍କ ସହିତ ପୂର୍ବରୁ ଭିଡିଓ କରୁଥିଲେ ତାଙ୍କ ନାଁ ସାମ୍ନାକୁ ଆସୁଛି । ଏହି ଇନଷ୍ଟାଗ୍ରାମ ଗାର୍ଲ୍ ତେଜୁଙ୍କ ସହିତ ଏବେ ଆସୁଥିବା ନାଁ ହେଉଛି ସିଦ୍ଧାର୍ଥ ।
ଏବେ ସାଧାରଣରେ ଏହା ଚର୍ଚ୍ଚା ଆସୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ସିଦ୍ଧାର୍ଥ ଆଉ ଏବେ ସବୁ କଥା ସାମ୍ନାକୁ ଆସିଛି । ଏହି ଯୁବକ ଅମିୟ ଚକ୍ର ସହିତ ତେଜୁଙ୍କ ପ୍ରେମ ସମ୍ପର୍କ ଥିଲା । ଆଉ ଏହି ଯୁବକ ଜଣକ ଭୁବନେଶ୍ୱର ଅଞ୍ଚଳର । ଏହି ଯୁବକ ଜଣକ ଇନଷ୍ଟାଗ୍ରାମ ଗାର୍ଲ୍ ତେଜୁଙ୍କ ସହିତ ଥିଲେ । ତାଙ୍କ ନାଁ ଏବେ ସାମ୍ନାକୁ ନଆସି ସିଦ୍ଧାର୍ଥଙ୍କ ନାଁ ସାମ୍ନାକୁ ଆସୁଛି । ସିଦ୍ଧାର୍ଥ କହିଛନ୍ତି ତାଙ୍କର ପରିବାର ଅଛି ଆଉ ଏଭଳି ତାଙ୍କ ନାଁରେ କାହିଁକି ବଦନାମ କରାଯାଉଛି । ଏହା ଠିକ୍ ନୁହେଁ । ଏବେ ଏହାକୁ ନେଇ ସିଦ୍ଧାର୍ଥ ଅନେକ ପ୍ରଶ୍ନ କରିଛନ୍ତି ।