Updated: Jun 4, 2024, 17:01 IST

ଜେଲରେ ପଶିଲା ଟୁଙ୍ଗୁରୁ ଭୋଳ ଦେଖିବାକୁ ଆସିବେ ବର୍ଷା ଭାଉଜ !!

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Vh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Vh
ବନ୍ଧୁଗଣ ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି ପୋଲିସ।ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଖୋର୍ଦ୍ଧା, କନ୍ଧମାଳ, କଟକ, ରାୟଗଡ଼ା ଭଳି ଅଞ୍ଚଳରୁ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ୍ ଚୋରି କରୁଥିଲେ ପରେ ସେହି ଲୁହା ପାଇପ୍ ଗୁଡ଼ିକୁ ବାହାର ରାଜ୍ୟକୁ ପଠାଇ ଡିଲରସଙ୍କୁ ବିକ୍ରି କରୁଥିଲେ। ଏଭଳି ଏକ ଅନ୍ତରାଜ୍ୟ ଚୋର ଗ୍ୟାଙ୍ଗକୁ ୧୧ଜଣ ସଦସ୍ୟକୁ କମିଶନର ପୋଲିସ ଧରିବାରେ ସଫଳ ହେଇଛି। ହେଲେ ଦେଖିଲା ବେଳକୁ ସେହି ୧୧ ଜଣଙ୍କ ଭିତରେ ଥିଲେ ଟୁଙ୍ଗୁରୁ ଭୋଳ। 
ଆପଣ ମାନେ ବି ଜାଣିଥିବେ ଦୁଇବର୍ଷ ତଳେ ସୋସିଆଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ ଚର୍ଚ୍ଚାରେ ଥିଲେ। ତେବେ ପୋଲିସ ଗିରଫ ହେଇଥିବା ଅଭିଯୁକ୍ତଙ୍କ ଠାରୁ ୨୦ ହଜାର ଟଙ୍କା, ଗୋଟିଏ ଅଟୋ, ଆଉ ଗୋଟେ ବୁଲେଟ ଏବଂ ୧୦ଟି ମୋବାଇଲ ଫୋନ ଜବତ କରିଥିବା ବେଳେ ଟୁଙ୍ଗୁରୁ ଭୋଳଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ତେବେ ଟୁଙ୍ଗୁରୁ ଭୋଳଙ୍କୁ ମିଶାଇ ଅଭିଯୁକ୍ତ ମାନେ ୧ ହଜାରରୁ ଅଧିକ ପାଇପ୍ ଚୋରି କରିଛନ୍ତି। ଯାହାର ମୂଲ୍ୟ ୧ କୋଟିରୁ ଅଧିକ ହେବେ ବୋଲି ସୂଚନା ମିଳିଛି।

Advertisement