ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭାନିଜୀ ର ସବୁ ସତ କଥାକୁ କାନ୍ଦି କାନ୍ଦି କହିଛି ମାମୁଁ।ବ୍ୟକ୍ତି ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଭାଣିଜି ଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।ଆଉ ସେ କଲେଜ ରେ ପାଠ ପଢୁଥିଲେ।କିନ୍ତୁ ଘର ଭିତରେ କବାଟ ଦେଇ ଭାଣିଜି ଏଭଳି କରିଛନ୍ତି ଯାହାକୁ କହି ମାମୁଁ ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି।ଭାଣିଜି ର ନାମ ହେଉଛି ଧରିତ୍ରୀ ଦାଶ।
ଯିଏକି ଆଜି ଘର ଭିତରେ କବାଟ ଦେଇ ଏମିତି ଏକ କାଣ୍ଡ ଘଟାଇଛନ୍ତି ସାରା ଗ୍ରାମରେ ଏବେ ଧରିତ୍ରୀ ଙ୍କୁ ନେଇ ସମସ୍ତେ ଚର୍ଚା କରିବାରେ ଲାଗିଛନ୍ତି।ଧରିତ୍ରୀ ଦେଖିବାକୁ ବହୁତ ସୁନ୍ଦର ଥିଲେ।ଆଉ ଘରର ଅଲିଅଳି ଝିଅ ଥିଲା।କିନ୍ତୁ ଧରିତ୍ରୀ ଙ୍କ ମନରେ ଗୋଟିଏ ଦୁଃଖ ଥିଲା ତାହା ହେଉଛି ଧରିତ୍ରୀ ର ମା। ଧରିତ୍ରୀ ଙ୍କ ମା ଜଣେ ମାନସିକ ରୋଗି ଥିଲେ।ସେଥିପାଇଁ ଧରିତ୍ରୀ ଙ୍କ ବାପା ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କରି ଘରକୁ ଆଣିଥିଲେ।
ଯାହାଫଳରେ ଧରିତ୍ରୀ ଙ୍କ ମା ଥାଉ ଥାଉ ତାର ସାବତ ମାଆ ସହିତ ଧରିତ୍ରୀ ଙ୍କୁ ଚଳିବାକୁ ପଡ଼ିଥିଲା। କେତେବେଳେ ବାପା,କେତେବେଳେ ସାବତ ମା ଆଉ କେତେବେଳେ ଘରର ପରିବାର ଲୋକେ ଧରିତ୍ରୀ ଙ୍କୁ ଟିକେ ଟିକେ କଥାରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।ଧରିତ୍ରୀ ଙ୍କ ଉପରକୁ ହାତ ଉଠାଉ ଥିଲେ।ଏପଟେ ମାନସିକ ରୋଗି ମା ଟି ଧରିତ୍ରୀ ଙ୍କୁ ଏସବୁ ରୁ ବଞ୍ଚାଇ ପାରୁ ନଥିଲେ।
ଯାହାର ସୁଯୋଗ ନେଇ ବଢିଲା ଝିଅଟି ମାଡ଼ ଗାଳି ଖାଇ କାନ୍ଦି କାନ୍ଦି ଆଖିର ଲୁହ କୁ ପୋଛି ସେମିତି ଘରେ ପଡ଼ି ରହୁଥିଲା।କିନ୍ତୁ ରାତି ରେ ବେଡ ରୁମ୍ ଭିତରେ ଧରିତ୍ରୀ ନିର୍ଯାତନା ସହି ନପାରି ବେକରେ ଦଉଡ଼ି ଦେଇ ଆ-ତ୍ମ-ହ-ତ୍ୟା କରିଛି।ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।