ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏବେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଘଟଣା ହେଉଛି ଜଣେ ଯୁବକ ତାର ପିଉସୀ ନାନିକୁ ଭଲ ପାଉଥିଲେ । ଆଉ ଏଭଳି କିଛି ଘଟଣା ଘଟିଯାଇଛି । ପିଉସୀ ନାନୀକୁ ପ୍ରେମ କରୁଥିଲା ପୁତୁରା । ଆଉ ପିଉସୀ ନାନୀ ବୟସରେ ବଡ ଥିଲା କିନ୍ତୁ ଏଭଳି କରିବା ଠିକ୍ ନଥିଲା । ଏହି ପିଉସୀ ନାନୀ ଜାଣି ମଧ୍ୟ ପୁତୁରା ତାକୁ ପ୍ରେମ କରୁଥିଲା ।

ଆଉ ବନ୍ଦ ଘର ଭିତରେ ପଶି ଏଭଳି କାଣ୍ଡ କରୁଥିଲେ ଆଉ ଏବେ ତାଙ୍କୁ ଏହି ବନ୍ଦ ଘର ଭିତରେ ଦେଖି ଦେଇଥିଲେ ଗାଁ ଲୋକ । ଏବେ ଗାଁ ଲୋକମାନେ ରୁଣ୍ଡ ହୋଇ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ପିଉସୀ ନାନୀ ଆଉ ପୁତୁରା ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ପିଉସୀ ନାନୀର ବୟସ ୨୧ ବର୍ଷ । ଆଉ ସେ ଏବେ ଏଭଳି କିଛି କାଣ୍ଡ କରିଛି । ଏହି ପିଉସୀ ନାନୀ ଜଣକର ନାମ ହେଉଛି ସଂଯୁକ୍ତା ଏବଂ ପୂଜା ।

ଏହି ପୁତୁରା ଜଣକ ହେଉଛି ଅରବିନ୍ଦ । ଏହି ପୁତୁରା ଜଣଙ୍କର ବୟସ ୧୬ ବର୍ଷ ଥିଲା । ବାପାଙ୍କ ସମ୍ପର୍କୀୟ ଭଉଣୀ ବା ତାଠାରୁ ୪ ବର୍ଷ ବଡ ହୋଇଥିବା ଏହି ପିଉସୀ ନାନୀ ସହ ପ୍ରେମ ସମ୍ପର୍କରେ ଥିଲା ପୁତୁରା । ପୁତୁରା ଆଉ ପିଉସୀ ନାନୀଙ୍କୁ କେହି ସନ୍ଦେହ କରନ୍ତି ନାହିଁ । କାରଣ ଏହି ଦୁଇଜଣ ବନ୍ଧୁ । ଆଉ ବୟସରେ ସାନ ଥିଲେ । ହଠାତ୍ ଗୋଟିଏ ଦିନ ଏହି ପୁତୁରା ଆଉ ପିଉସୀ ନାନୀ ଘରୁ ଫେରାର ହୋଇ ଯାଇଥିଲେ । ଉଭୟଙ୍କ ପରିବାର ତାଙ୍କୁ ଖୋଜି ଥିଲେ କିନ୍ତୁ ପାଇ ନଥିଲେ ।
ଏହାପରେ ତାଙ୍କର ମୃ-ତଦେହ ଗୋଟିଏ ବନ୍ଦ କୋଠରୀ ଭିତରୁ ମିଳିଥିଲା । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଠାରୁ ୧୩ କିମି ଦୂରରେ ଥିବା ସିମିପାଲି ଗାଁରେ ଘଟିଛି । ଏବେ ଏହି ଅରବିନ୍ଦ ରାଗ ଆଉ ପୂଜା ରାଗ ପ୍ରେମ କରୁଥିଲେ । ଉଭୟ ପରିବାର ଲୋକଙ୍କୁ ଭୟ କରି ଫେରାର ହୋଇ ଯାଇଥିଲେ । ଆଉ ଏବେ ଏହି ଦୁଇଜଣଙ୍କ ମୃ-ତଦେହ ପୁଅ ଘରୁ ମିଳିଛି । ଏବେ ଏହି ଘଟଣାକୁ ନେଇ ଅନେକ ଖବର ଆସୁଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ।