ଜଣେ ବ୍ୟକ୍ତି ଏବେ କହିଛନ୍ତି କି ବୈକୁଣ୍ଠ ଆଶ୍ରମର ମୁଖ୍ୟ ଫ୍ରଡ୍ ହେଉଛନ୍ତି କ୍ରୀଷ୍ଣା ନନ୍ଦ ପ୍ରଭୁ। ସେ ହେଉଛନ୍ତି ସାଉଥ୍ ର ତାଙ୍କର ଘର ହେଉଛି ମାଂଲୋର୍ ରେ। ତାଙ୍କର ନିକଟରେ ମଧ୍ୟ ସବୁ ପ୍ରମାଣ ଅଛି କି ସେଠାରେ କଣ ଚାଲିଛି କଣ ନାହିଁ। ସେଠାକୁ କଳା ରଙ୍ଗର କାଚ କାର ଆସେ ସେଥିରେ କିଛି ଯୁବତୀ ମାନେ ମଧ୍ୟ ଆସି ଥାଆନ୍ତି। ଏଭଳି କି ରୁମ୍ ଚାବି କଥା ମଧ୍ୟ କହିଥିଲେ। ଏବେ ପୁଣି ଥରେ ବିବାଦ ଆସି ପହଞ୍ଚିଛି ବୈକୁଣ୍ଠ ଆଶ୍ରମକୁ ନେଇ।
ସେଠାରେ କଣ ଚାଲୁଥିଲା ଏବେ ସବୁ ଧୀରେ ଧୀରେ ସାମ୍ନା କୁ ଆସିବାରେ ଲାଗିଛି। ଜଣେ ବ୍ୟକ୍ତି କହିଥିଲେ କି ତାଙ୍କ ପତ୍ନୀ ଙ୍କୁ କିଏ ଅପହରଣ କରି ନେଇଛି। ଏହାର କିଭଳି ଆଶ୍ରମ ସହ ସମ୍ପର୍କ ରହିଛି ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।୨୦୧୪ ରେ ସେ ବିବାହ କରିଥିଲେ। ଭୁବନେଶ୍ୱରରେ ରହି ପଢୁଥିଲେ। ସେତେବେଳେ ଶିବାନୀ ନାମକ ଯୁବତୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ତାଙ୍କୁ ସେମାନେ ଖୁବ ସାହାଯ୍ୟ କରିଥିଲେ।
ଏହାପରେ ଆଶ୍ରମରୁ ପଦ୍ମଲୋଚନ ବେହେରା ନାମକ ଏକ ବ୍ୟକ୍ତି ଏହାପରେ ତାଙ୍କୁ ଭଗବାନ ଙ୍କ ନିକଟକୁ ଖଣ୍ଡଗିରି ନେଇ ଯାଇଥିଲେ। ଏହାପରେ ସ୍ଵାମୀ ମଧ୍ଯ ଜାଣିବାକୁ ପାଇଥିଲେ କି ତାଙ୍କର ସ୍ତ୍ରୀ ବୈକୁଣ୍ଠ ଆଶ୍ରମକୁ ଯାଉଛନ୍ତି। ଏହାପରେ ଜାଣିବାକୁ ପାଇଥିଲେ କି ସେ ପାଠ ପଢ଼ିବା ବଦଳରେ ବାରମ୍ବାର ସ୍ବାମୀଙ୍କୁ ମିଛ କହି ଆଶ୍ରମକୁ ଯାଉଛନ୍ତି। କ୍ରୀଷ୍ଣା ନନ୍ଦ ପ୍ରଭୁ ତାଙ୍କ ସ୍ତ୍ରୀ ଙ୍କୁ ଫସେଇ ଥିଲେ। ଆଶ୍ରମରେ କଣ ଚାଲୁଛି କଣ ନାହିଁ ସେକଥା କହିଥିଲେ।
ଏହାପରେ ସବୁ କଥା ନିଜ ମୁହଁ ରେ ସେ କହିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣାକୁ ସେ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।