ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଯାତ୍ରା ଜଗତକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଯାତ୍ରା ଜଗତର ଅନେକ କିଛି ଘଟଣା ଏବେ ଆପଣମାନେ ଜାଣିପାରିବେ । ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ କି ଖଣ୍ଡଗିରିରେ ଅ-ଶ୍ଳୀ-ଳ ନାଚ ବନ୍ଦ କରାଯାଇଛି । ଆଉ ଖଣ୍ଡଗିରି ଅଞ୍ଚଳରେ ଏହିସବୁ ବନ୍ଦ୍ କରାଯିବାକୁ ନେଇ ଅନେକ ଖବର ଆସୁଛି । କିନ୍ତୁ ଏବେ ଏନେଇ ମୁହଁ ଖୋଲି କହିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ।

ଆଇଟମ ଗାର୍ଲ୍ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି, ସେ କେବେବି ଏମିତି ହଟ ପ୍ୟାଣ୍ଟ ପିନ୍ଧି ନାଚ କରି ନାହାନ୍ତି ।ଆଉ ଏବେ ଖଣ୍ଡଗିରିରେ ଯେଉଁ ପ୍ରକାରର ନାଚ ହେଉଛି ହଟ ପ୍ୟାଣ୍ଟ୍ ପିନ୍ଧି ତାହା କେବେବି ରାଣୀ ପ୍ରିୟଦର୍ଶିନୀ କରି ନାହାନ୍ତି । ନିଜର ପେଟ ପୋଷିବା ପାଇଁ ଏଭଳି କାମ କରୁଛନ୍ତି । ଏବେ ଖଣ୍ଡଗିରିରେ ହେଉଥିବା ନାଚରେ ସାଳିନତା ନାହିଁ। ଆଉ ଯଦି ଏହି ନାଚରେ ଶାଳୀନତା ଅଛି ତାହେଲେ ସେ କଣ ଏଭଳି ନାଚ କରୁଥିଲେ କି ? ଏଭଳି ପ୍ରଶ୍ନ ଏବେ ପଚାରୁଛନ୍ତି ଆଇଟମ ଗାର୍ଲ୍ ।

ଆଇଟମ ଗାର୍ଲ୍ ରାଣୀ ପ୍ରିୟଦର୍ଶିନୀ ଏବେ ପଚାରିଛନ୍ତି ତାଙ୍କ ପେଟରେ ଲାତ କାହିଁକି ମରାଗଲା । ଆଉ ଏଭଳି ସେମାନେ କାହିଁକି କରିଲେ ? ସେ ତ ଅ-ଶ୍ଳୀ-ଳ ନାଚ କେବେ କରିନାହାନ୍ତି କିନ୍ତୁ ତାଙ୍କୁ ତଥାପି ବ୍ୟାନ କରାଯାଇଛି । ରାଣୀ ପ୍ରିୟଦର୍ଶିନୀଙ୍କୁ ଖଣ୍ଡଗିରି ଯାତ୍ରାକୁ ଵ୍ୟାନ କରାଯାଇଛି । ଆଉ ଏବେ ଏନେଇ ରାଣୀ ପ୍ରିୟଦର୍ଶିନୀ ମୁହଁ ଖୋଲିଛନ୍ତି । ରାଣୀ ପ୍ରିୟଦର୍ଶିନୀ କହିଛନ୍ତି ଯଦି ସେ ଏଭଳି ଅ-ଶ୍ଳୀ-ଳ ନାଚ କରିଛନ୍ତି ତାହେଲେ ତାଙ୍କୁ ନେଇ ଏବେ ଖବର ଆସୁଛି ।
ତାଙ୍କୁ ଵ୍ୟାନ୍ କରାଯାଇଛି । କମିଟି ମେମ୍ବର କହିଛନ୍ତି ତାଙ୍କୁ କହିଥିଲେ କି ଖଣ୍ଡଗିରିରେ ସେ ନାଚ କରିବେ ନାହିଁ । ଯଦି ହଟ ପ୍ୟାଣ୍ଟ୍ ପିନ୍ଧି ଖଣ୍ଡଗିରିରେ ନାଚ କରାଯାଇଛି ତାହେଲେ ସେ କଣ କିଛି ଏଭଳି ନାଚ କରିଛନ୍ତି କି ? କଳା ସଂସ୍କୃତି ବଞ୍ଚାଇବାକୁ ବିଧାୟକ କହିଛନ୍ତି । ବିଧାୟକ ଏଭଳି ଏବେ କଥା କହିବାକୁ ନେଇ ମୁହଁ ଖୋଲିଛନ୍ତି ରାଣୀ ପ୍ରିୟଦର୍ଶିନୀ । ରାଣୀ ପ୍ରିୟଦର୍ଶିନୀ କେବେବି ଖଣ୍ଡଗିରି ଯାଇ ନାହାଁନ୍ତି ଆଉ ସେଠାରେ ସେ ଏଭଳି ନାଚ କରିବେ କେମିତି । ତାଙ୍କ ସହ ଏଭଳି ହେବା ଠିକ୍ ନୁହେଁ ଆଉ ଏହାକୁ ନେଇ ଅନେକ କଥା କହିଛନ୍ତି ରାଣୀ ପ୍ରିୟଦର୍ଶିନୀ ।