May 16, 2024, 08:49 IST

ପଦା କୁ ଆସିଲା ବାବୁ ପାଣ୍ଡିଆନ ଙ୍କ ଦରମା ସ୍ଲିପ..ଦରମା ଏତେ ଯେ ଜାଣିଲେ ବେହୋଶ ହେଇ ଯିବେ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସରକାରୀ ଅଫିସର, କ୍ୟାବିନେଟ୍ ରାଙ୍କ , ଦଳୀୟ କାର୍ଯ୍ୟ, ସରକାରୀ ଦରମା ସବୁ ଆଇନ କାନୁନ ଉପରେ ଭିକେ ପାଣ୍ଡିଆନ ଙ୍କୁ କ୍ଷମତା ମିଳି ସାରିଛି। ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଦାୟିତ୍ଵ ବଣ୍ଟନ କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।
ବିଜେପି କହିଛି କି ଅଭିଯୋଗ ପରେ 5T ଅଧକ୍ଷ ପଦରୁ ହଟି ଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଙ୍କୁ ନେଇ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ସେ କେତେ ଦରମା ପାଆନ୍ତି ବୋଲି।
Kh
୨୦୨୩ ଅକ୍ଟୋବର ମାସ ୨୩ ତାରିଖରେ ଭିକେ ପାଣ୍ଡିଆନ ଙ୍କ ଭିଆରଏସ କୁ କେନ୍ଦ୍ରସରକାର ଗ୍ରହଣ କରିବାର ଦିନକ ପରେ ରାଜ୍ଯ ସରକାର ତାଙ୍କୁ 5T ତଥା ନବୀନ ଓଡ଼ିଶାର ଅଧକ୍ଷ କରି ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଙ୍କ ଅଫିସର ତାଲିକାରେ ସବୁଠାରୁ ଉପରେ ରହିଥିଲା ତାଙ୍କରି ନାଆଁ। ତାଙ୍କୁ କ୍ୟାବିନେଟ ରାଙ୍କ ର ଦରମା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମଧ୍ଯ ମିଳିବା ଆରମ୍ଭ ହୋଇଗଲା।ମୁଖ୍ୟମନ୍ତ୍ରୀ ଙ୍କ ଅଫିସ୍ ରେ କାମ କରୁଥିବା ଅନ୍ୟ ଅଫିସର୍ ଙ୍କ ଭଳି,
Jd
ଭିକେ ପାଣ୍ଡିଆନ ଙ୍କ ଦରମା କେତେ ସେନେଇ ସୂଚନା ଅଧିକାର ଆଇନ ରେ କୌଣସି ଉତ୍ତର ମିଳି ନଥିଲା। ଦୀର୍ଘ ମାସର ଉଦ୍ୟମ ପରେ ଶେଷରେ ସାଧାରଣ ପ୍ରଶାସନ ପକ୍ଷରୁ ମିଳିଥିବା RTI ସୂଚନା ଅନୁସାରେ ଯେକୌଣସି କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ପାଣ୍ଡିଆନ ଙ୍କୁ ୯୭,୦୦୦ ଟଙ୍କା ମିଳୁଥିବା ଜଣାପଡିଛି।
ଏବେ ପାଣ୍ଡିଆନ ଙ୍କ ଦରମା ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।ଲୋକମାନେ ଏହାକୁ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି। ଗଣମାଧ୍ୟମରେ ମଧ୍ୟ ଏହାର ଖୁବ ଆଲୋଚନା ହେଉଛି। ଲୋକମାନେ ମଧ୍ୟ କମେଣ୍ଟ ମାଧ୍ୟମରେ ଭିନ୍ନ ଭିନ୍ନ ପ୍ରକାରର ମତାମତ ଦେଇଛନ୍ତି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ଏହାକୁ ନେଇ କଣ କହିବେ। ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement