Oct 9, 2024, 16:41 IST

ଆସୁଚି ବିପୁଳ ଆକାର ରେ ହେବ ଭୀଷଣ ବର୍ଷା..ହେବ ଘଡଘଡି ଘଡି ସହ ପ୍ରବଳ ପବନ ଆଉ ତୋଫାନ..

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।ମଇ ମାସରେ ପୁଣି ସୃଷ୍ଟି ହେବ ବାତ୍ୟା ଭୟ। ବାତ୍ୟା କୁ ନେଇ ଆଶଙ୍କା ବଢୁଛି।ତେବେ ୯ ତାରିଖ ରେ ସୃଷ୍ଟି ହୋଇପାରେ ବାତ୍ୟା ।୬ ତାରିଖ ଘୁନିବଳୟ ସୃଷ୍ଟି ହେବା ସହ ୭ ତାରିଖ ରେ ଏହା ଲଘୁଚାପ ର ରୂପ ନେବ ଏହା ୮ ତାରିଖ ରେ ଅବପାତ ରେ ପରିଣତ ହେବ ।
Gg
ପାଣିପାଗ ବିଭାଗ ର ଏପରି ଆକଳନ ପରେ ବାତ୍ୟା କୁ ନେଇ ଭୟ ମଧ୍ୟ ବଢିବାରେ ଲାଗିଛି। ଲଘୁଚାପ ବାତ୍ୟା ର ରୂପ ନେବ କି ନାହିଁ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନଥିଲା ।ଲଘୁଚାପ ଅବପାତ ର ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଥିଲା।ଏବେଠୁ ବିଭିନ୍ୟ ଆନ୍ତର୍ଜାତୀୟ ମଡେଲ ସମ୍ଭାବ୍ୟ ବାତ୍ୟା କୁ ନେଇ ଆକଳନ ମଧ୍ୟ କହିଛନ୍ତି।
Gh
ସମ୍ଭାବ୍ୟ ବ୍ୟତ୍ୟା ବାଙ୍ଗଲାଦେଶ, ମିଆମାର ମୁହାଁ ହୋଇପାରେ ବୋଲି ସୂଚନା ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ ସଂସ୍ଥା ର ଆକଳନ ଅନୁସାରେ ମେ ୨ୟ ସପ୍ତାହ ରେ ଦକ୍ଷିଣ ବଙ୍ଗୋପ ସାଗର ରେ ଶ୍ରୀଲଙ୍କା ନିକଟରେ ବାତ୍ୟା ସୃଷ୍ଟି ହୋଇପାରେ। ସମୁଦ୍ର ଭିତରର ସ୍ତିତି ବାତ୍ୟା ପାଇଁ ଅନୁକୂଳ ରହିଛି। ପାଣିପାଗ ସଂସ୍ଥା ର ଆକଳନ ଅନୁସାରେ ମେ ୯ତାରିଖ ବେଳକୁ ବାତ୍ୟା ହେବାର ଆଶଂକା ରହିଛି।
ତେବେ ପାଣିପାଗ ର ସ୍ତିତି ଦେଖି ଆକଳନ ବଦଳିପରେ ବୋଲି ଏହା ମଧ୍ୟ କୁହାଯାଇଛି।ପୂର୍ବରୁ ଏକାଧିକଥର ଖରାଦିନିଆ ବାତ୍ୟା ଆସି ଓଡ଼ିଶାରେ ବ୍ୟାପକ କ୍ଷୟ କ୍ଷତି ମଧ୍ୟ ଘଟାଇ ସାରିଛି ।ତେବେ ଗ୍ରୀଷ୍ମ କାଳୀନ ବାତ୍ୟା ଆକସ୍ମିକ ହୋଇଥିବାରୁ ସମ୍ଭାବ୍ୟ ବାତ୍ୟା କୁ ନଜର ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।

Advertisement