ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆସିଥିବା ଖବର ଅନୁଯାୟୀ ଶନି ଚଳନ ହେବାକୁ ଯାଉଛି । ଆଉ ଏହି ଶନି ଚଳନରେ ଅନେକ କିଛି ରାଶି ଉପରେ ଏହାର ପ୍ରଭାବ ପଡ଼ିପାରେ ଆଉ କିଛି ରାଶି ପାଇଁ ଏହା ଭଲ ହୋଇଥାଏ । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ଏହି ଖବର ଜାଣିପାରିବେ । ଏବେ ଏହାକୁ ନେଇ ଆସିଛି ଖବର । ସମସ୍ତେ ହୋଇଯାଆନ୍ତୁ ସାବଧାନ ହେଉଛି ଶନି ଚଳନ ।

ଶନି ଚଳନ କେଉଁ ରାଶି ପାଇଁ ଶୁଭ ଆଉ କେଉଁ ରାଶି ପାଇଁ ଅଶୁଭ ଏହା ଜାଣି ରଖନ୍ତୁ । କୁହାଯାଏ କି ଶନି ମହାରାଜାଙ୍କ କୃପ ସୃଷ୍ଟି ଯାହା ଉପରେ ପଡ଼ିଥାଏ ତାହା ଉପରୁ ସହଜେ ଛାଡି କରି ଯାଇନଥାଏ । ଚାରିଟି ରାଶି ଏହି ଶନି ଚଳନରେ ସତର୍କ ରୁହନ୍ତୁ । ଅନେକ ବର୍ଷ ପରେ ଏଭଳି ସଂଯୋଗ ପଡ଼ିଛି । ଏବେ ଏହି ସବୁ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଏବେ ଆପଣମାନେ ସତର୍କ ରହିବା ସହ ଏଭଳି ସଂଯୋଗରେ କଣ କରିବେ ଜାଣି ରଖନ୍ତୁ ।

ଦୀର୍ଘ ୩୦ ବର୍ଷ ପରେ ପଡ଼ିଛି ମହା ସଂଯୋଗ । ଯାହା ଘଟିବାର ନଥିଲା ତାହା ଘଟିବ । ଏହାର ପ୍ରଭାବ ଏଭଳି ଭାବରେ ପଡ଼ିବ ଯେ ସବୁଆଡେ ଏହାର ପ୍ରତିକ୍ରିୟା ପଡ଼ିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୨୯ ତାରିଖ ଦିନ ଶନି ମୀନ ରାଶିରେ ପ୍ରବେଶ କରିବ । ଏହି ଦିନ ଚୈତ୍ର ନବରାତ୍ର । ଶନି ଚଳନ ଯୋଗୁଁ ମୀନ ରାଶିରେ ଏହାର ପ୍ରଭାବ ପଡ଼ିବ । ମୀନ ରାଶିର ବ୍ୟକ୍ତିମାନଙ୍କୁ ସଙ୍ଘର୍ଷ କରିବାକୁ ପଡ଼ିବ । ସମସ୍ୟା ଦେଖାଯିବା ସହ ବାଦବିବାଦରେ ପରିବାର ସମସ୍ୟା ଦେଖାଯିବ ।
ଖର୍ଚ୍ଚ ବଢିବା ସହ ଯାନବାହାନ ଚଳାଇବାରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ସିଂହ ରାଶିର ଲୋକମାନେ ଆର୍ଥିକ ସମସ୍ୟାର ଗତି କରିପାରନ୍ତି । କିଛିଦିନ ପାଇଁ ସଙ୍ଘର୍ଷ କରିବାକୁ ପଡେ । ଚାକିରୀରେ ପରିବର୍ତ୍ତନ ଦେଖା ଯିବା ସହ କରଜ ବଢିପାରେ । ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କ ଥରେ ବଡ ପରିବର୍ତ୍ତନ ହୋଇପାରେ । ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ ଆଉ କୌଣସି ନୂଆ କାର୍ଯ୍ୟ କରିବାକୁ ଥିଲେ ବନ୍ଦ କରନ୍ତୁ । ମୀନ ରାଶିର ଲୋକମାନେ ଚିନ୍ତାରେ ରହିବେ । ପ୍ରତ୍ୟେକ କାମକୁ ଭାବି ଚିନ୍ତି କରନ୍ତୁ ।