Updated: Jan 1, 2025, 12:35 IST

ଆସୁଛି ଆଉ ଏକ ବାତ୍ୟା ପୁରୀରେ ହେବ ମାଡ଼ ଏହି ୮ଟି ଜିଲ୍ଲାକୁ ହେଲା ସତର୍କ ସୂଚନା

Bv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗକୁ ନେଇ ଆସୁଥିବା ଖବର ପାଇପାରିବେ । ଏବେ ପାଣିପାଗ ବିଷୟରେ କିଛି ବିବରଣୀ ପାଇପାରିବେ । ନିକଟରେ ଲଘୁଚାପ ଜନିତ ବର୍ଷା ହେଉଥିଲା ଆଉ ଏହି ବର୍ଷାରେ ଅନେକ ଚାଷୀଙ୍କ ଫସଲ ଉଜୁଡ଼ି ଯାଇଥିଲା । ପୁଣି କିଛି ଦିନ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବା ପରେ ପାଗରେ ପରିବର୍ତ୍ତନ ହୋଇଥିଲା ଆଉ ଏବେ ପୁଣି ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର ।
Bb
ପୁଣି ଆସିଛି ଖବର ଆଜିଠାରୁ ହେବ ଲଗାତାର ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି । ଆଜି ଠାରୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ଆଉ ଚାଷୀଙ୍କ ପାଇଁ ଆସିଛି ଚିନ୍ତାର ବିଷୟ । ଚାଷୀମାନେ ଏହି ବର୍ଷାକୁ ନେଇ ନୂଆ ଅପଡେଟ ପାଇବା ଦ୍ଵାରା ତାଙ୍କ ମନରେ ଅନେକ ଚିନ୍ତା ଆସିଛି । ଏବେ ଚାଷୀମାନେ ଚିନ୍ତାରେ ଅଛନ୍ତି ବୋଲି ସୂଚନା ମିଳିଛି । ଚାଷୀମାନେ ଏହି ପାଣିପାଗ ଖବର ପାଇ ଏବେ କଣ କରିବେ ତାଙ୍କ ମୁଣ୍ଡରେ ଚିନ୍ତା ଆସୁଛି । ଆଗକୁ ପୁଣି ବର୍ଷା ହେବାକୁ ଯାଉଛି । 
Bb
ଆଉ ଏହି ବର୍ଷାର ପରିମାଣ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ବିଲରେ ଧାନ କଟା ହୋଇ ରଖାଯାଇଛି । ବର୍ଷା ହେବା କାରଣରୁ ବିଲରେ ଥିବା ଧାନ ଗଜା ହୋଇଗଲାଣି । ଆଉ ଏବେ ଏହି ଧାନ ଦେଖି ଚାଷୀମାନେ ଚିନ୍ତାରେ ଥିବା ସହ ମନଦୁଃଖ କରିଛନ୍ତି । ଉପକୂଳ ଅଞ୍ଚଳ ଗୁଡ଼ିକରେ ପାଗ କୋହଲା ରହିଥିବାର ସୂଚନା ମିଳିଛି । ଅନେକ ଜିଲ୍ଲାରେ ବର୍ଷା ହୋଇଥିବା କାରଣରୁ ଚାଷଜମିରେ ପାଣି ପଶି ଯାଇଛି । ଆଉ ଏବେ ଏହାକୁ ନେଇ ଚିନ୍ତାରେ ଚାଷୀମାନେ ।
ଅନେକ ଫସଲ ନଷ୍ଟ ହୋଇଛି ଆଉ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି । ପଶ୍ଚିମାଝଡ ପ୍ରଭାବରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ଖବର ଆସିଥିବାରୁ ଏବେ ପୁଣି ଚିନ୍ତାରେ ଧାନ କରିଥିବା ଚାଷୀ । ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ନୂଆପଡ଼ା ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ରାତିରେ ତାପମାତ୍ରା କମିବ ବୋଲି ସୂଚନା ମିଳିଛି ।

Advertisement