Feb 1, 2025, 11:04 IST

ଅଶୁଭ ହେଲା ଶୁଭ ନିର୍ବନ୍ଧ ଦୁଇ ଜଣଙ୍କ ମୁଣ୍ଡ ରୁ ବାହାରିଗଲା ଦହି...!

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ କେତେ ଯେ ଘଟଣା ଦୁର୍ଘଟଣା ଘଟୁଛି ତାହାର କିଛି ହିସାବ ନାହିଁ । ଏବେ କିଛି ଦୁର୍ଘଟଣାକୁ ନେଇ ଆସିଛି ଖବର । ରାସ୍ତାରେ ଦୁର୍ଘଟଣା ଘଟିଛି ଦୁଇ ବାଇକ୍ ମଧ୍ୟରେ । ଦୁଇଟି ବାଇକ୍ ସାମନାସାମନି ଧକ୍କା ହୋଇଛନ୍ତି । ଭୟଙ୍କର ଚିତ୍କାରରେ ଫାଟି ପଡୁଛି ରାଜରାସ୍ତା । ଏହି ଦୁର୍ଘଟଣାରେ କିଏ କହୁଛି ତାଙ୍କୁ ମେଡିକାଲ ନେବାକୁ ତ ଆଉ କିଏ ପାଣି ମାଗୁଛି । ରାଜରାସ୍ତାରେ ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । 
Bb
କିଏ ମୃତ ଆଉ କିଏ ଜୀବିତ ତାହା ଜଣା ପଡୁ ନାହିଁ । ରାସ୍ତା ପୁରା ରକ୍ତରେ ରଞ୍ଜିତ ହୋଇଛି । ରାସ୍ତାରେ ରକ୍ତ ପଡ଼ିଥିବାରୁ ଲୋକମାନେ ଏହାକୁ ଦେଖି ଭୟଭୀତ ଅଛନ୍ତି । ରାସ୍ତାରେ ଏଭଳି ଘଟଣା ଘଟି ଯାଇଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଦୁଇ ବାଇକ୍ ପରସ୍ପର ସହ ଧକ୍କା ହୋଇଥିଲା । ଆଉ ଏହି ଧକ୍କାରେ କାହାର କଣ ହୋଇଛି ତାହା ଜଣାପଡ଼ି ନାହିଁ । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି କି ଦୁଇଜଣଙ୍କର ତାହା ଜଣା ପଡିନାହିଁ । ଏହି ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୁଣ୍ଡର ଅବସ୍ଥା ଖରାପ ହୋଇଯାଇଛି । 
Gg
ଦୁଇଟି ବାଇକ୍ ଭାଙ୍ଗିରୁଜି ପଡ଼ିଥିବା ବେଳେ ତିନିଜଣ ବ୍ୟକ୍ତି ଡହଳ ବିକଳ ହେଉଛନ୍ତି । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ଜଣାପଡ଼ିଥିବା ବେଳେ ଜଣଙ୍କ ଅବସ୍ଥା ଜଣାପଡ଼ି ନାହିଁ । କିଏ କାହାର ସ୍ଵାମୀ ମରି ଯାଇଥିବାର କାନ୍ଦୁଛି ତ ଆଉ କିଏ ମୁଣ୍ଡ ବାଡେଇ କାନ୍ଦୁଛି । ଏହି ଘଟଣାରେ ଅନେକ କିଛି ଦେଖିବାକୁ ମିଳୁଛି । ଏହି ଘଟଣାରେ କାନ୍ଦ ବୋବାଳି ଫାଟି ଯାଉଛି । ଅଶୁଭ ପାଲଟି ଗଲା ଶୁଭ ଶୁକ୍ରବାର । ନିର୍ବନ୍ଧ ସାରି ଘରକୁ ଫେରୁଥିଲେ ଆଉ ଘରକୁ ଫେରିବା ବାଟରେ ଘଟିଥିଲା ଏଭଳି କିଛି । 
ଏହି ଘଟଣାରେ ଘରକୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଟିକା ନିକଟରେ ହୋଇଥିବା ଦୁର୍ଘଟଣାରେ ତିନିଜଣ ମୃ-ତ୍ୟୁବରଣ କରିଛନ୍ତି ଏବଂ ଆଉ ତିନିଜଣ ଗୁରୁତର ଅଛନ୍ତି ବୋଲି ସୂଚନା ମିଳିଛି । ନିଜ ସରକାରୀ କାର୍ଯ୍ୟରେ ନବରଙ୍ଗପୁର ଏସପି ଯାଉଥିଲେ । ଏହି ଦୁଇ ଆହତଙ୍କୁ ସେ ତାଙ୍କ ଗାଡ଼ିରେ ଆଣି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣା ହୋଇଥିବା ଯୋଗୁଁ ସେହି ସ୍ଥାନରେ ଧନିଆ ମାଝୀ ଏବଂ ରଘୁ ବୈରାଗୀଙ୍କ ଦେହାନ୍ତ ହୋଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement